Cri

ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଶେଷ ଲିଗ୍ ମ୍ୟାଚ୍ ତଥା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଜିତିଲା ଭାରତ। ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ […]

ସଂପୂର୍ଣ୍ଣ ପଢନ୍ତୁ
Madh

ଅଡୁଆରେ ପୂର୍ବ ସେବି ମୁଖ୍ୟ ମାଧବୀ ପୁରି ବୁଚ୍ : ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଦାଲତ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଜାଲିଆତି କରି ଏକ କମ୍ପାନିର ଲିଷ୍ଟିଂ ସହ ସଂପର୍କିତ । ଆଇପିସି, ଦୁର୍ନୀତି ନିବାରଣ ଆଇନ, ସେବି ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କୋର୍ଟ ଓର୍ଲିସ୍ଥିତ ଏସିବି ୟୁନିଟ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୩୦ […]

ସଂପୂର୍ଣ୍ଣ ପଢନ୍ତୁ
A423107413e15b134f6415ca05037f86

କୋଲାବରେ ଚାଲିବ କ୍ରୁଜ: ଜାହାଜରେ ବୁଲିବେ ପର୍ଯ୍ୟଟକ

କୋରାପୁଟ: କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । କୋରାପୁଟରେ ଗୋଆର ମଜା ନେବେ ପର୍ଯ୍ୟଟକ। ଜାହାଜରେ ବସି ବୁଲିବେ। ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ତ୍ରୀ କହିଛନ୍ତି,କୋରାପୁଟ କୋଲାବ ଡ୍ୟାମରେ କ୍ରୁଜ ଚାଲିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ଭିତ୍ତିଭୂମି ବିକାଶ ଲାଗି ୧୦ କୋଟି […]

ସଂପୂର୍ଣ୍ଣ ପଢନ୍ତୁ
Krush

ଯାହାର ମାସିକ ଆୟ ୧୦ ହଜାର ସେମାନେ ରାସନ୍‌କାର୍ଡ ଫେରାନ୍ତୁ

ଭୁବନେଶ୍ୱର: ଯଦି ରୋଜଗାର ୧୦, ୧୫ ହଜାରରୁ ଅଧିକ ଅଛି, ତାହେଲେ ତୁରନ୍ତ ରାସନ୍ କାର୍ଡ ଫେରା। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଅଛି ସେମାନେ କାର୍ଡ ଫେରାଇ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ […]

ସଂପୂର୍ଣ୍ଣ ପଢନ୍ତୁ
Secondary Us Passport

ପାସପୋର୍ଟ ପାଇଁ ଏଣିକି ଆବଶ୍ୟକ ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ପାସପୋର୍ଟ କରିବାକୁ ଯାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ପାସପୋର୍ଟ ନିୟମରେ ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି, ଯାହା ଅନେକ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ | ନୂତନ ନିୟମ ଅନୁଯାୟୀ, ଅକ୍ଟୋବର ୧, ୨୦୨୩ ପରେ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ କେବଳ ଜନ୍ମ ପ୍ରମାଣପତ୍ର ଜନ୍ମ ତାରିଖର ବୈଧ ପ୍ରମାଣ ଭାବରେ ବିବେଚନା କରାଯିବ | ଯଦି ଆପଣଙ୍କର ଅନ୍ୟ କୌଣସି ଡକ୍ୟୁମେଣ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Cm2

ପାଟଣାରେ ହେବ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲାର ପାଟଣାରେ ଏକ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଘୋଷଣା କରିଥିଲେ। କାରଖାନା ପ୍ରତିଷ୍ଠା ଲାଗି ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ କମ୍ପାନୀ ସରକାରଙ୍କ ସହିତ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷର କରିଛନ୍ତି। ୩୦ରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Capture 3 750x430

ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଅବସରରେ କୃଷି ଯନ୍ତ୍ରପାତି ମେଳା କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମ ଚାଷୀଙ୍କୁ ଆଜିର ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ । କୃଷକର […]

ସଂପୂର୍ଣ୍ଣ ପଢନ୍ତୁ
Blue Ghost

ଚନ୍ଦ୍ରରେ ଓହ୍ଲାଇଲା ‘ନୀଳ ଭୂତ’

କେପ୍ କାନାଭେରାଲ: ନୀଳ ଭୂତ ବା ବ୍ଲୁ ଗୋଷ୍ଟ ଯେତେବେଳେ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦ ରଖିଲା ସେତେବେଳେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା କୌଣସି ଭୂତ ପ୍ରେତ ନୁହେଁ । ଆମେରିକାର ଏକ ଘରୋଇ କମ୍ପାନି ଦ୍ବାରା ବିକଶିତ ଏକ ମହାକାଶ ଯାନର ନାମ । ଘରୋଇ କମ୍ପାନି ରବିବାର ଏହାର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିଥିଲା। ମହାକାଶ ଏଜେନ୍ସି ନାସା ପାଇଁ ଏହା କରାଯାଇଛି। ସୂଚନାଯୋଗ୍ୟ, ଫାୟାରଫ୍ଲାଇ […]

ସଂପୂର୍ଣ୍ଣ ପଢନ୍ତୁ
Car 11 1

ନିଶାଶକ୍ତ ଯୁବକ ଭିଆଇଲେ ଏଭଳି କାଣ୍ଡ, କାନ୍ଥ ଭାଙ୍ଗି ଘରେ ପଶିଗଲା କାର୍

ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘରେ ପଶିଗଲା କାର । ଭୁବନେଶ୍ୱର ସୌଭାଗ୍ୟ ନଗରରୁ ଆସିଛି ଏପରି ଘଟଣା । ଏଭଳି କାଣ୍ଡ ଭିଆଇଛନ୍ତି ନିଶାରେ ଚୁର ଯୁବକ ।  ଆଜି ଭୋର ୪.୩୦ଟା ସମୟରେ ସୌଭାଗ୍ୟ ନଗର ବୈଭବ ଇଷ୍ଟେଷ୍ଟ ସ୍ଥିତ ଚାଟାର୍ଡ ଆକାଉଣ୍ଟ୍ ଅଫିସ୍ ଗେଟ୍ କୁ ପିଟିଲା ଫରର୍ଡ । ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି କାନ୍ଥରେ ପିଟିଛନ୍ତି ।  ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । କାର ମାଡରେ କ୍ଷତିଗ୍ରସ୍ତ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ
20250302 161954 750x430

ବଡ଼ ମେଡିକାଲ୍‌ରେ ୪୫ ମିନିଟରୁ ଅଧିକ ସମୟ କଟିଲା ବିଜୁଳି

କଟକ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ଲିଫ୍ଟ ଚାଲୁନିତ ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ ବିଜୁଳି କତ କଥା ତ ନ କହିବା ଭଲ। ପୂର୍ବରୁ ମଧ୍ୟ ବଡ଼ ମେଡ଼ିକାଲରେ ବିଜୁଳି କାଟ ନେଇ ରୋଗୀ […]

ସଂପୂର୍ଣ୍ଣ ପଢନ୍ତୁ