Israel

ସର୍ତ୍ତରେ ରାଜି ନହେଲେ ଧ୍ବଂସ କରିଦିଆଯିବ: ହମାସକୁ ଇସ୍ରାଏଲର ବଡ଼ ଧମକ

ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ । ହମାସକୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଧମକ । ଇସ୍ରାଏଲର ସର୍ତ୍ତରେ ଯଦି ହମାସ ରାଜି ନହୁଏ ତେବେ ଗାଜାକୁ ଧ୍ବଂସ କରିଦିଆଯିବ ବୋଲି କାଟଜ୍ କହିଛନ୍ତି । ଯାହାର ଚେତାବନୀ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ସୋସିଆଲ ମିଡିଆର X ପ୍ଲାଟଫର୍ମରେ ଦେଇଛନ୍ତି । ସୂଚନାନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଗାଜାକୁ ଧ୍ୱଂସାବଶେଷ ପାଉଁଶ ଗଦାରେ ପରିଣତ କରିବାକୁ ଧମକ ଦେଇଛନ୍ତି । ଯାହା ଆଗକୁ ଭୟଙ୍କର ହେବ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
191e2f4f E22c 4e2e B0f5 Fc0023933740

ପାରାଦ୍ଵୀପ ଫାର୍ମାସୀ କଲେଜରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ତେନ୍ତୁଳିପଦା , ବନ୍ଧମୁଣ୍ଡା ସ୍ଥିତ ପାରାଦୀପ ଫାର୍ମାସୀ କଲେଜ ପରିସରରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ, ଗତ ଶୁକ୍ରବାର ଦିନ, କିଛି ଲୁହ କିଛିହସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା କମିଟି ର ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବରେ ସାରଳା […]

ସଂପୂର୍ଣ୍ଣ ପଢନ୍ତୁ
Img 20250821 Wa0045

ଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI

ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, ଯାହା ଦ୍ୱାରା କଣ୍ଟେଣ୍ଟ କ୍ରିଏଟରମାନେ ଅଲଗା ଅଲଗା ଭର୍ସନ ରେକର୍ଡ ନକରି ନିଜ କଣ୍ଟେଣ୍ଟକୁ ଏକାଧିକ ଭାଷାରେ ସେୟାର କରିପାରିବେ। ଏହି ଟୁଲ୍‌ର ନାମ ହେଉଛି ‘ମେଟା AI ଟ୍ରାନ୍ସଲେସନ’ ଏବଂ ଏହା ମାଗଣାରେ […]

ସଂପୂର୍ଣ୍ଣ ପଢନ୍ତୁ
Rahul 2 750x430

ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବଢାଇବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ କମିଟି (UPCC) ସଭାପତି ଅଜୟ ରାୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଲ୍ଲେଖ କରି ଦଳୀୟ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଶାହଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା । ଶାହଙ୍କୁ ଲେଖାଯାଇଥିବା ଚିଠିରେ ଅଜୟ ରାୟ କହିଛନ୍ତି ଯେ ଜନପ୍ରତିନିଧିମାନେ ନାଗରିକଙ୍କ ପାଇଁ ସୁଗମ ହେବା ଉଚିତ, କିନ୍ତୁ ସେମାନଙ୍କ ସୁରକ୍ଷା ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Bomb Threat

ସ୍କୁଲ ପରେ ମୁମ୍ବାଇର ଇସ୍କନ୍ ମନ୍ଦିରକୁ ଟାର୍ଗେଟ୍, ମେଲ୍ ଆଇଡିକୁ ଆସିଲା ବୋମା ଧମକ

ମୁମ୍ବାଇ: ଦିଲ୍ଲୀ ସ୍କୁଲ ପରେ ମୁମ୍ବାଇର ଧାର୍ମିକ ପୀଠ ଇସ୍କନ ମନ୍ଦିରକୁ ମିଳିଲା ବୋମା ଧମକ । ଏପରି ଖବର ମିଳିବା ପରେ ଗିରଗାଓଁରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଯାହା ସିଧାସଳଖ ଭାବେ ମନ୍ଦିରର ସରକାରୀ ମେଲ୍ ଆଇଡିକୁ ଧମକ ପଠାଯାଇଥିଲା । ଯାହା ପରେ ମନ୍ଦିରର ପ୍ରଶାସନ ତୁରନ୍ତ ପୋଲିସ ଏବଂ ବମ୍ ସ୍କ୍ବାର୍ଡକୁ ଏ ସମ୍ପ ର୍କରେ ସୂଚନା ଦେଇଥିଲା । ସୂଚନାନୁଯାୟୀ, ମନ୍ଦିରର ମେଲ୍ ଆଇଡକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା […]

ସଂପୂର୍ଣ୍ଣ ପଢନ୍ତୁ
Pm Modi In Bihar 664x430

‘ସମାଧି ଦେବ ଭାରତର କ୍ଷେପଣାସ୍ତ୍ର…’, ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ କଡା ବାର୍ତ୍ତା

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି ଆତଙ୍କବାଦୀ ଖସି ଯାଇପାରିବ ନାହିଁ । ବିହାରର ଗୟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନା କରିବା ସହ ସମ୍ବୋଧନରେ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି […]

ସଂପୂର୍ଣ୍ଣ ପଢନ୍ତୁ
Download

ଭୋଟର ତାଲିକାରେ ହେରଫେର ଅଭିଯୋଗ: ନିଲମ୍ବିତ ହେଲେ ୪ ନିର୍ବାଚନ କମିଶନ ଅଧିକାରୀ

କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ। ସରକାର କହିଛନ୍ତି ଯେ ଏହିପରି ଭାବରେ ନିର୍ବାଚନ କମିଶନ (ଇସି)ଙ୍କ ନିର୍ଦ୍ଦେଶକୁ ଆଂଶିକ ଭାବରେ ପାଳନ କରାଯାଉଛି। ମୁଖ୍ୟ ସଚିବ ମନୋଜ ପନ୍ତ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ହାଜର ହେବାର ମାତ୍ର […]

ସଂପୂର୍ଣ୍ଣ ପଢନ୍ତୁ
Air India

ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ସମସ୍ୟା, ଯୋଧପୁର ବଦଳେର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା

ମୁମ୍ବାଇ: ପୁଣି ଏୟାର ଇଣ୍ଡିଆ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ । ମୁମ୍ବାଇରୁ ଯୋଧପୁର ଯାଉଥିବା ସମୟରେ ବିମାନରେ ସମସ୍ୟା ଦେଖାଦେବାରୁ ମୁମ୍ବାଇ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲା । ବିମାନ ଉଡାଣ ଭରିବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲା ବୋଲି ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି । ଫଳରେ ସେ କହିଛନ୍ତି ଯେ ମାନକ କାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି, କକପିଟ୍ କ୍ରୁ ବିମାନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିମାନକୁ ପୁଣି […]

ସଂପୂର୍ଣ୍ଣ ପଢନ୍ତୁ
Drowned

ଖରସ୍ରୋତାକୁ ଡେଇଁ ପଡ଼ିଲେ ଛାତ୍ର, ୩୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ଘଟଣା । ୩୬ ଘଣ୍ଟା ପରେ ନିଖୋଜ ଛାତ୍ରଙ୍କ ମୃତଦେହ ତନ୍ତିଘାଇ ନିକଟରୁ ଉଦ୍ଧାର। ମୃତ ଛାତ୍ର ହେଲେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସାଇ ସ୍ମୃତି ରଞ୍ଜନ ଜେନା । ଦୁଇ ଦିନ ତଳେ ନଦୀକୁ ଡେଇଁ ପଡ଼ିଥିଲେ ଛାତ୍ର । ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା […]

ସଂପୂର୍ଣ୍ଣ ପଢନ୍ତୁ
Srimandir

ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୫ ରୁ ଧାଡି ଦର୍ଶନ ଓ ଆନନ୍ଦ ବଜାରରେ ପୋଲିସ ପୋଷ୍ଟ ସ୍ଥାପନ : ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ । ପରିଚାଳନା କମିଟି ଗଠନ ସରିବା ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତରଣ ଓ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସେପ୍ଟେମ୍ବର 15 ରୁ ମନ୍ଦିରରେ ‘ଧାଡି ଦର୍ଶନ’ (ଦେବତାଙ୍କ ଏକ ଝଲକ ପାଇବା ପାଇଁ ଧାଡି ଦର୍ଶନ) ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କହିଛନ୍ତି। ଓଡ଼ିଶାର ପୁରୀର ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର ପରିସରରେ […]

ସଂପୂର୍ଣ୍ଣ ପଢନ୍ତୁ