ପ୍ରେସ୍‌ କଲୋନୀରେ ଯୁବକଙ୍କୁ ଗୁଳିମାଡ ଘଟଣା: ମଧୁପାଟଣା ଥାନାରେ ଉତ୍ତେଜନା

କଟକ : କଟକ ପ୍ରେସ୍‌ କଲୋନୀରେ ଯୁବକକୁ ଗୁଳିକାଣ୍ଡ ଘଟଣାରେ ଆଜି ମଧୁପାଟଣା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଏବଂ ପରିବାର ଥାନାରେ ଥାନା ଅଧିକାରୀ ଙ୍କୁ ଜବାବ ତଲବ କରିବା ସହ ଅପରାଧୀ କୁ କାହିଁକି ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଗୁଳିକାଣ୍ଡ କୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଯେଉଁମାନଙ୍କୁ ପୁଲିସ୍‌ ସନ୍ଦେହରେ ଅଟକ ରଖିଛି, ସେମାନଙ୍କୁ କାହିଁକି କୋର୍ଟ ଚାଲାଣ କରାଯାଇନାହିଁ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ଅରୁଣ ନନ୍ଦ ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଓ ସେବାକାର୍ଯ୍ୟ

କଟକ : ବିଭିନ୍ନ ରୋଗ ପାଇଁ ଯୋଗ ଆଧାରିତ ପରାମର୍ଶ ଓ ପ୍ରବନ୍ଧନ ନିଃଶୁଳ୍କ ଯୋଗ ଶିବିର କଟକ ସଦର କନ୍ଦରପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଭାରତୀୟ ଯୋଗ ସଂସ୍ଥାନ ନୂଆଦିଲ୍ଲୀ ପକ୍ଷରୁ ଏଵଂ ସାମାଜିକ ସଂଗଠନ ଅରୁଣ ନନ୍ଦ ଫାଉଣ୍ଡେସନ କନ୍ଦରପୂର ପରିଚାଳନାରେ ଆୟୋଜିତ ହୋଇ ସ୍ଥାନୀୟ ଅଞ୍ଚଳରୁ ୧୬୦ ଅଧିକ ଲୋକ ଯୋଗଦାନ କରିଥିଲେ । ଅରୁଣ ନନ୍ଦ ଫାଉଣ୍ଡେସନ ସଭାପତି ସମାଜସେବୀ କରୁଣାକର ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିବିରରେ ବିଧାୟକ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଶାସନିକ ସ୍ଥାଣୁତା ଯୋଗୁଁ ସାରଳା ପୀଠରେ ଶତାଧିକ ଦୋକାନ ଘର ଆବଣ୍ଟନ ହୋଇପାରୁନି : ବିସ୍ଥାପିତମାନେ ଠେଲାଗାଡିରେ ବିତାଉଛନ୍ତି ଜୀବନ ଜୀବିକା

ଝଙ୍କଡ଼ :  ରାଜ୍ୟ ସରକାରଙ୍କ ଦ୍ୱାରା ଝଙ୍କଡ଼ ସାରଳାପୀଠର ନବୀକରଣ କାର୍ଯ୍ୟ ପାଇଁ ମିଳିଥିବା ବୟାଳିଶ କୋଟି ଟଙ୍କା ଆର୍ଥିକ ଅନୁଦାନ ମଧ୍ୟରୁ କିଛିଅର୍ଥ, ବିସ୍ଥାପିତ ଦୋକାନୀ ମାନଙ୍କୁ ଦୋକାନଘର ଯୋଗାଇଦେବା ନିମନ୍ତେ ଯେଉଁ ଶତାଧିକ ଦୋକାନଘର ନିର୍ମାଣ କାର୍ଯ୍ୟ, ପ୍ରଥମ ପର୍ଯ୍ୟାୟ ରେ ସାରିବାପରେ, ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ତାହା ଭରଚୁଆଲ ଉଦଘାଟନ ଦୀର୍ଘ ଦୁଇବର୍ଷ ପୂର୍ବରୁ ସରିଥିଲେ ମଧ୍ୟ, ପ୍ରଶାସନିକ ସ୍ଥାଣୁତା ଓ ଅପାରଗତା ଯୋଗୁଁ ଆଜିପର୍ଯ୍ୟନ୍ତ କୌଣସି ଜଣେ ହେଲେ […]

ସଂପୂର୍ଣ୍ଣ ପଢନ୍ତୁ

ଘର କ୍ରେତାଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ

ନୂଆଦିଲ୍ଲୀ : ଦିଲ୍ଲୀରେ ନିଜ ଘର ଖୋଜୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ଗୃହ ଯୋଜନାଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଡିଡିଏ ଫ୍ଲାଟର ମୋଟ ମୂଲ୍ୟରୁ ପାର୍କିଂ ଚାର୍ଜକୁ ଏବେ ସମ୍ପୂର୍ଣ୍ଣ ଛାଡ଼ କରିଛି । ଯେତେବେଳେ ଆପଣ ଏକ ଡିଡିଏ ଫ୍ଲାଟ୍ କିଣୁଥିଲେ, ଆପଣଙ୍କୁ ଫ୍ଲାଟର ମୂଳ ମୂଲ୍ୟ ସହିତ ପାର୍କିଂ ସ୍ଥାନ […]

ସଂପୂର୍ଣ୍ଣ ପଢନ୍ତୁ
Accident 4

ସଡ଼କ ଦୁର୍ଘଟଣା ରୋକିବାକୁ ବଡ଼ ଯୋଜନା: ଏକ୍ସପ୍ରେସୱେରେ ପରସ୍ପର ସହ କଥା ହେବେ କାର୍

ନୂଆଦିଲ୍ଲୀ: ଦେଶରେ ଏକ୍ସପ୍ରେସୱେ ବିସ୍ତାର ହେବା ସହିତ ଦୁର୍ଘଟଣା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାରା ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟୁଛି। ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ, କେନ୍ଦ୍ର ସରକାର ଭେହିକିଲ୍ ଟୁ ଏଭ୍ରିଥିଙ୍ଗ୍( ଭି-୨ଏକ୍ସ)ନାମକ ଏକ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହା ଅନ୍ତର୍ଗତ ରାଜପଥରେ ଯାତ୍ରା କରୁଥିବା ଯାନଗୁଡ଼ିକ ୱେରଲେସ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପରସ୍ପର ସହିତ ସମ୍ପର୍କରେ ରହିବେ। ଦେଶର ସବୁଠାରୁ ଦୀର୍ଘ ରାଜପଥ ଦିଲ୍ଲୀ-ମୁମ୍ବାଇ […]

ସଂପୂର୍ଣ୍ଣ ପଢନ୍ତୁ

ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାରିତ, ୨୧ ଫେବ୍ରୁଆରିରୁ ମିଳିବ ନୂତନ ସୁବିଧା

ସୁନ୍ଦରଗଡ଼ : ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସିର ଖବର ସାମ୍ନାକୁ ଆସିଛି। ପୂର୍ବରୁ ହାୱଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଚାଲୁଥିବା ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍‌କୁ ଏବେ ଆଗକୁ ବଢ଼ାଇ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର ହେବାରୁ ଏହି ଟ୍ରେନ୍ ପ୍ରାୟ ୧୦୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବ। ଏହି ନୂତନ ବ୍ୟବସ୍ଥା ୨୧ ଫେବ୍ରୁଆରିରୁ କାର୍ଯ୍ୟକାରୀ ହେବ। ଏହି ବିସ୍ତାରର ସିଦ୍ଧାନ୍ତ ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ ଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ
Manmohan Samal 750x430

ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି

ଭୁବନେଶ୍ବର ୧୮।୨: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ […]

ସଂପୂର୍ଣ୍ଣ ପଢନ୍ତୁ

‘ଇନ୍‌ପୁଟ ସବ୍‌ସିଡି’ କଳି : ବିଜେଡି କହିଲା- ୬୯ ଟଙ୍କାରୁ ବଞ୍ଚିତ ଚାଷୀ, ବିରୋଧୀ କେବଳ ରାଜନୀତି କରୁଛନ୍ତି କହିଲେ ବାବୁ ସିଂ

ଭୁବନେଶ୍ବର ୧୮।୨: ଇନପୁଟ ସହାୟତାକୁ ନେଇ ମୁହାଁମୁହିଁ ସରକାର ଓ ବିରୋଧୀ । ଇନପୁଟ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ୮ ଶହ ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ସରକାର । ଘୋଷଣା କରିଥିଲେ ୮ ଶହ ଟଙ୍କା ଇନ୍ପୁଟ ସହାୟତା ରାଶି ଦେବେ । କିନ୍ତୁ ୭୩୧ ଟଙ୍କା ଦେଉଛନ୍ତି । କାହିଁକି ଚାଷୀଙ୍କୁ ୬୯ ଟଙ୍କାରୁ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ଗୁଳିକାଣ୍ଡ: ଯୁବକଙ୍କ ମୃତ୍ୟୁରେ ସହରରେ ଚାଞ୍ଚଲ୍ୟ

କଟକ  : ରାଜ୍ୟର ବାଣିଜ୍ୟ ନଗରୀ କଟକରେ ଏକ ଭୟାବହ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଛି। ଘଟଣାଟି ସହରର ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଘଟିଥିବା ଜଣାଯାଇଛି। ଏହି ଘଟଣା ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।  ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଜେନା, ଓରଫ ରିଙ୍କୁ  । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ତୁରନ୍ତ ଶ୍ରୀରାମ ଚନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ରେଟ୍ ନିକୋବର ମେଗା ପ୍ରକଳ୍ପକୁ NGT ର ସବୁଜ ସଙ୍କେତ: ୯୨,୦୦୦ କୋଟି ଟଙ୍କାର ଭିତ୍ତିଭୂମିକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ଭାରତର ରଣନୈତିକ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ କାର୍ଯ୍ୟକାରୀ ହେବାକୁ ଥିବା ୯୨,୦୦୦ କୋଟି ଟଙ୍କାର “ଗ୍ରେଟ୍ ନିକୋବର ମେଗା ପ୍ରକଳ୍ପ” (Great Nicobar Mega Project) କୁ ଜାତୀୟ ହରିତ ଟ୍ରିବ୍ୟୁନାଲ (NGT) ଅନୁମୋଦନ କରିଛନ୍ତି। ପରିବେଶ ସୁରକ୍ଷାକୁ ନେଇ ଦାୟର ହୋଇଥିବା ସମସ୍ତ ପିଟିସନକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। କ’ଣ ଏହି ପ୍ରକଳ୍ପ? ଏହି ବିଶାଳ ପ୍ରକଳ୍ପ ଭାରତର ଦକ୍ଷିଣତମ […]

ସଂପୂର୍ଣ୍ଣ ପଢନ୍ତୁ