ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ପରିବର୍ତ୍ତନ !

ଭୁବନେଶ୍ୱର ୨୬।୦୫: ଚର୍ଚ୍ଚାରେ ପଡିଲାଣି ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହୋଇପାରେ ପରିବର୍ତ୍ତନ । ନୂଆ ଆସିବେ, ହଟିପାରନ୍ତି ପୁରୁଣା । ଦୀର୍ଘ ଦିନ ଧରି ଚାଲୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦୁଇ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ତେବେ କଣ କହିଛନ୍ତି ଆସନ୍ତୁ ଜାଣିବା… ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୌଣସି ବି ମୂହୁର୍ତ୍ତରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ । କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ଆମ ପାଇଁ ଭସ୍ମାସୁର, ବର୍ଷକ ଭିତରେ ଅଲଆଉଟ୍ ହୋଇଯିବ

ଭୁବନେଶ୍ୱର ୨୬।୦୫ : ବିଜେଡିର ଗୋଟିଏ ପରେ ଗୋଟିଏ ଓ୍ୱିକେଟ୍‌ ପଡିଚାଲିଛି । ବର୍ଷ ଶେଷ ସୁଦ୍ଧା ବିଜେଡି ଅଲ୍‌ଆଉଟ୍‌ ହୋଇଯିବ । ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ଏମିତି କିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର ଏବେ ଭସ୍ମାସୁର ସ୍ଥିତିରେ ରହିଛି । ବିଜେଡି ଗଠନ କରିବାରେ ବିଜେପିର ବଡ଼ ଭୂମିକା ରହିଥିଲା । ବିଜେଡି ଦଳ ବଡ଼ ହେବା ପରେ ପ୍ରଥମେ […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୩୦ରୁ ରାଜ୍ୟରେ SIR, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନଙ୍କ ଅଧ୍ୟକ୍ଷତାରେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ମାନେ ସାମିଲ ହୋଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି ଲିଗାଲ ଫ୍ରଣ୍ଟ, ଲୋକଙ୍କ ସ୍ଵର ହେବାକୁ ନବୀନ ଦେଲେ ପରାମର୍ଶ

ଭୁବନେଶ୍ଵର: ବିଜେଡି ଲିଗାଲ ଫ୍ରଣ୍ଟର ସଭ୍ୟମାନେ ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଶ୍ରୀ ପଟ୍ଟନାୟକ ବିଜେଡି ଲିଗାଲ ଫ୍ରଣ୍ଟକୁ ଆହୁରି ମଜବୁତ୍ କରିବା ପାଇଁ ପରାମର୍ଶ ହେଇଛନ୍ତି । ସେହିପରି ସାଧାରଣ ଲୋକ ଙ୍କୁ ନ୍ୟାୟ ଦେବାରେ ସରକାର ଅବହେଳା କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉଠାଇବାକୁ ଶ୍ରୀ ପଟ୍ଟନାୟକ ଲିଗାଲ ଫ୍ରଣ୍ଟର ସଭ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ବର-କଟକର ‘ସହରାଞ୍ଚଳ ଗତିଶୀଳତା’ ଅଡିଟ୍‌ ରେ ନାଗରିକଙ୍କ ମତାମତକୁ ଗ୍ରହଣ କରିବେ ସିଏଜି

ଭୁବନେଶ୍ୱର: ଭୁବନେଶ୍ବର-କଟକରେ ଯାତାୟାତ, ସେବା ପ୍ରଦାନ, ସାମଗ୍ରୀ ପରିବହନ (ଅର୍ବାନ୍‌ ମୋବିଲିଟି/ସହରାଞ୍ଚଳ ଗତିଶୀଳତା) ଅଡିଟ୍‌ରେ ଏଣିକି ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ନିଜର ବାର୍ଷିକ କାର୍ଯ୍ୟ ଯୋଜନା ୨୦୨୬-୨୭ରେ ନାଗରିକଙ୍କ ମତାମତକୁ ଗ୍ରହଣ କରିବେ। ଲୋକଙ୍କ ଉପରେ ସହରାଞ୍ଚଳ ଗତିଶୀଳତାର ପ୍ରଭାବ କ’ଣ ଓ କିଭଳି ତାହାର ହିସାବନିକାଶ କରି ଅଡିଟ୍‌ ରିପୋର୍ଟ ପ୍ରସ୍ତୁତ କରାଯିବ। ଏନେଇ ସୋମବାର, , ଭୁବନେଶ୍ୱରସ୍ଥିତ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରକାଶ ପାଇଲା ଓପିଏସ୍‌ସି-ଓସିଏସ୍‌ -୨୦୨୪ ପରୀକ୍ଷାଫଳ

ଭୁବନେଶ୍ବର: ଆଜି (ମଙ୍ଗଳବାର) ଓଡ଼ିଶା ଲୋକସେବା ଆୟୋଗ (ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିସନ୍‌) ଦ୍ବାରା ଅନୁଷ୍ଠିତ ଓଡ଼ିଶା ଲୋକସେବା ପରୀକ୍ଷା (ଓସିଏସ୍‌) ୨୦୨୪ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨ଶହ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୭୦ଜଣ ସାଧାରଣ ବର୍ଗ, ୩୫ଜଣ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ (ଏସ୍‌ଇବିସି), ୪୫ଜଣ ଅନୁସୂଚିତ ଜାତି (ଏସ୍‌ସି) ଓ ୫୦ଜଣ ଅନୁସୂଚିତ ଜନଜାତି (ଏସ୍‌ଟି) ଅଛନ୍ତି। ଏହି ପରୀକ୍ଷାରେ ଏସ୍‌ଇବିସିର ବୁବୁନ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ରଙ୍କ ସାରଳାମନ୍ଦିର ପରିଦର୍ଶନ

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ବିଜେପି ର ସଭାପତି ପ୍ରତାପ ମିଶ୍ର ଗତ ସୋମବାର ସନ୍ଧ୍ୟାରେ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସନ୍ଧ୍ୟାଆରତୀ ଦର୍ଶନ କରିବାପାଇଁ ସାରଳା ପୀଠରେ ପହଞ୍ଚିବା ପରେ ତାଙ୍କୁ ସାରଳା ମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା, ଜିଲ୍ଲା ବିଜେପି ସମ୍ପାଦକ ରୂପକ ଖୁଣ୍ଟିଆ, ଦାଇଁଲ ମଣ୍ଡଳ ସଭାପତି ଜ୍ୟୋତିରଞ୍ଜନ ସାହୁ, ଜିଲ୍ଲା ମିଡ଼ିଆସେଲ ଅଧ୍ୟକ୍ଷ ନିହାର ରଞ୍ଜନ ପତି, ମଣ୍ଡାସାହି ମଣ୍ଡକସଭାପତି ପବିତ୍ର ଜେନା ଙ୍କ ସମେତ ଯୁବସଙ୍ଗଠକ […]

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗାରେ ନାଟ୍ୟକାର ରାମଶଙ୍କର ରାୟଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା  : ସାରସ୍ୱତ ସେବା ମଞ୍ଚ ମାହାଙ୍ଗା ଆନୁକୂଲ୍ୟରେ ପ୍ରଖ୍ୟାତ ନାଟ୍ୟକାର, ସାରସ୍ୱତ ସ୍ରଷ୍ଠା,ରାମ ଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ପୌରହୀତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରାହିପୁର ସ୍ଥିତ ବିକାଶ ଭବନ ପ୍ରାଙ୍ଗଣରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଠା ରାମ ଶଙ୍କରଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ l ମନୋରଞ୍ଜନ ପାଇଁ ନାଟକ ସୃଷ୍ଟି […]

ସଂପୂର୍ଣ୍ଣ ପଢନ୍ତୁ

SIRରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ଦାବି କଲା ବିଜେଡି, CEOଙ୍କୁ ଭେଟିଲେ ପ୍ରତିନିଧି ଟିମ୍

ଭୁବନେଶ୍ବର ୨୫।୫: ରାଜ୍ୟରେ ଚାଲିଥିବା SIRରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ଦାବି କରିଛି ବିଜୁ ଜନତା ଦଳ । କୌଣସି ପ୍ରକୃତ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପାଇଁ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି । ଆଦିବାସୀ ଓ ଗରିବ ଭୋଟର ବୈଷୟିକ କାରଣରୁ ବଞ୍ଚିତ ନ ହେବାକୁ ଦଳ ଗୁରୁତ୍ୱ ଦେଇଛି । ସଂଶୋଧନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବାକୁ BJD ଦାବି କରିଛି । ଏହି ସବୁ ଦାବି […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀରେ ହେବ ବ୍ରିକ୍ସ୍ DRRWGର ଦ୍ବିତୀୟ ବୈଷୟିକ ସମ୍ମିଳନୀ, ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ହେବ ଆଲୋଚନା

ଭୁବନେଶ୍ୱର: ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ BRICS ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, […]

ସଂପୂର୍ଣ୍ଣ ପଢନ୍ତୁ