ସୁଦର୍ଶନ ବଟ ମହାପୁରୁଷଙ୍କ ପୀଠରେ ୬୮ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
ଝଙ୍କଡ଼ : ଭକ୍ତର ଡାକ ଶୁଣି ମନବାଞ୍ଚା ପୂରଣ କରୁଥିବା ଠାକୁର ସୁଦର୍ଶନ ବଟ ମହାପୁରୁଷ, ମାନସିକଧାରୀ ମାନେ ସେମାନଙ୍କ ମାନସିକ ପୂରଣ ହେବା ପରେ ଗଞ୍ଜେଇ ଧୂପ ସହିତ ଖିରି ଖେଚୁଡ଼ି ଭୋଗ ଲାଗି କରିଥାନ୍ତି ପୀଠରେ | ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ଅନ୍ତର୍ଗତ କେଶରଡ଼ା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ସୁଦର୍ଶନ ବଟ ମହାପୁରୁଷ ଙ୍କ ପୀଠରେ ୬୮ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଏକ ଭକ୍ତିମୟ ପରିବେଶ ରେ ଅନୁଷ୍ଠିତ ହୋଇଯାଇଅଛି […]
ସଂପୂର୍ଣ୍ଣ ପଢନ୍ତୁ