ଝଙ୍କଡ଼ ସାରଳା ପୀଠରେ ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ତରଫରୁ ଚଇତି ମହୋତ୍ସବ ଓ ଘୋଡାନାଚ ମେଲଣ

ଝଙ୍କଡ଼ :  ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଆନୁକୂଲ୍ୟରେ ଗତ ତିନିତାରିଖ ଶୁକ୍ରବାର ଦିନ ଚୈତ୍ରମହୋତ୍ସବ 2026 ଓ ଘୋଡାନାଚ ମେଲଣ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି  |  ମହାସଂଘ ର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାତଃ ସମୟରେ ମାଆଙ୍କ ମାର୍ଜନା, ପୂଜାର୍ଚ୍ଚନା ପରେ, କନକପୁର ବସନ୍ତ ବଗିଚା ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଢୋଲ ମହୁରୀ ଓ ହରିବୋଲ […]

ସଂପୂର୍ଣ୍ଣ ପଢନ୍ତୁ

ଅପ୍ରିଲ୍‌ ୧୩ ଓ ୧୪, ଦୁଇଦିନ ଧରି ପାଳନ ହେବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସ ଚଳିତ ମାସ ଅପ୍ରିଲ୍‌ ୧୩ ଓ ୧୪ ଦୁଇ ଦିନ ଧରି ପାଳିତ ହେବ। ଆାଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଏହି ଉତ୍ସବକୁ ଅପ୍ରିଲ ୧୩ ତାରିଖରେ ସ୍ୱତନ୍ତ୍ର ଭାବେ ଏବଂ ୧୪ ତାରିଖରେ ରାଜ୍ୟ ସରକାରଙ୍କ ‘ଓଡ଼ିଆ ପକ୍ଷ ‘ ସହ ମିଳିତ ସମନ୍ୱୟରେ ପାଳନ […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁର OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଗିରଫ: ୪୦୦ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପରେ ଜେଲ୍‌ ହାଜତକୁ ପ୍ରେରଣ

ସମ୍ବଲପୁର : ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (OPHWC) ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ସମ୍ବଲପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଆସନ୍ତା ୧୫.୦୪.୨୦୨୬ ତାରିଖ ପର୍ଯ୍ୟନ୍ତ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତ ସମୟରେ ତାଙ୍କ ପାଖରୁ ତାଙ୍କ ଜ୍ଞାତ ଆୟର ପ୍ରାୟ ୪୦୦ ପ୍ରତିଶତରୁ ଅଧିକ ସମ୍ପତ୍ତି ଠାବ ହୋଇଛି, ଯାହାର କୌଣସି ସନ୍ତୋଷଜନକ […]

ସଂପୂର୍ଣ୍ଣ ପଢନ୍ତୁ

ବାବା ଝଙ୍କେଶ୍ୱର ମହାଦେବ ଙ୍କ ପୀଠରେ ୪୧ତମ ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଉଦଯାପିତ

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧୀଶ୍ୱର ପ୍ରାଚୀନ ଶୈବପୀଠ ବିରିତୋଳ ପଞ୍ଚାୟତ ଅଧିନ, ଝଙ୍କେଶ୍ୱର ଗ୍ରାମର ବାବା ଝଙ୍କେଶ୍ୱର ମହାଦେବ ଙ୍କ ଏକଚାଳିଶ ତମ ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଗତ ମାର୍ଚ୍ଚ 29 ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଏପ୍ରିଲ ଦୁଇତାରିଖ ଗୁରୁବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ପୁଣ୍ୟତୋୟା ହଂସୁଆ ନଦୀରୁ ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା, ବାବାଙ୍କ ଧାମରେ ପହଞ୍ଚିବା ପରେ, ଅଙ୍କୁରାରୋପଣ, ପାର୍ଶ୍ଵ ଦେବଦେବୀ ପୂଜା, ଅଗ୍ନିସ୍ଥାପନ, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଗତି ପକ୍ଷରୁ ବିଦ୍ୟାର୍ଥୀଙ୍କୁ ସ୍କୁଲବ୍ୟାଗ ବଣ୍ଟନ

ମାହାଙ୍ଗା :  କୁହୁଣ୍ଡା ପଞ୍ଚାୟତ କୋଠପଦା ଠାରେ ପ୍ରଗତି ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ଗୋ ଚାଷୀ ଉପକୃତ ହୋଇପାରୁଛନ୍ତି | ଏହି ଗୋ ଚାଷୀ ମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଏକ ସଚେତନତା ଶିବିର ଆୟୋଜନ ସହିତ ବିଦ୍ୟାର୍ଥୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯିବା ଦେଖିବାକୁ ମିଳିଥିଲା | କୋଠପଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ […]

ସଂପୂର୍ଣ୍ଣ ପଢନ୍ତୁ

ବାଇଁଗୋଳ ଗ୍ରାମରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ମହାନିତ୍ୟ ରାସଉତ୍ସବ

ଝଙ୍କଡ଼ :  ସାମ୍ପ୍ରତିକ ସମାଜ କଳୁଷିତ ଓ କଳଙ୍କିତ ହେଉଥିବା ବେଳେ ସମସ୍ତଙ୍କ ମଧ୍ୟ୍ ରେ ଆଧ୍ୟାତ୍ମିକ ଭକ୍ତିଭାବ ଭରିଦେବାପାଇଁ, ଗତ ଏପ୍ରିଲ ଏକତାରିଖ ବୁଧବାର ସଂଧ୍ୟାରେ ତେନ୍ତୁଳିପଦା ବାଇଁଗୋଳ ଗ୍ରାମର ଉର୍ମିଳା କୁଅଁର ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହାନିତ୍ୟ ରାସଉତ୍ସବ ଅନୁଷ୍ଠିତ ହୋଇଯାଇଛି | ନେମାଳ ଜହ୍ନିମୂଳ ରାସମଣ୍ଡଳୀ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମୁଖ୍ୟପୁରୋଧା ସ୍ୱାମୀ ଆଦିତ୍ୟl ନନ୍ଦ ଆଚାର୍ଯ୍ୟ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା | […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ସମଗ୍ର ସତ୍ୟବାଦୀ ଅଞ୍ଚଳ ତଥା ବନ ବିଦ୍ୟାଳୟର ବିକାଶ ପାଇଁ ଯୋଜନା ପ୍ରସ୍ତୁତ, ୪୯୫ କୋଟିରେ ସତ୍ୟବାଦୀ, ୯୦ କୋଟିରେ ବକୁଳବନର ପୁନର୍ବିକାଶ-ସମୁଦାୟ ୫୮୫ କୋଟି ଟଙ୍କାର ପ୍ରକଳ୍ପ, ପୁରୀରେ World Tourism Centre, କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବ, ସମଗ୍ର ପୁରୀ ଜିଲ୍ଲା ହେବ ଏକ ବିକଶିତ ଅଞ୍ଚଳ ଗୋଟିଏ ଜାତି ଉତ୍ଥାନର […]

ସଂପୂର୍ଣ୍ଣ ପଢନ୍ତୁ

ଯୋଗାଣ ବିଭାଗର ଅନିୟମିତତା ଯୋଗୁଁ , ତିର୍ତ୍ତୋଲ ର ସବୁ ଧାନମଣ୍ଡିରେ ଚାଷୀ ହନ୍ତସନ୍ତ

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ଯୋଗାଣ ବିଭାଗର ଅନିୟମିତତା ଓ ପାତର ଅନ୍ତର ନୀତି ଯୋଗୁଁ, ତିର୍ତ୍ତୋଲ ବ୍ଲକ ର ସତରଟି ସମବାୟସମିତି ରେ ଖୋଲାଯାଇଥିବା ଧାନମଣ୍ଡି ରେ ହଜାର ହଜାର ଚାଷୀ ଙ୍କ ଧାନ ପଡିରହିଥିଲା ବେଳେ ଏଥିପାଇଁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେବେ ପ୍ରଶ୍ନଉଠୁଛି, ଜିଲ୍ଲା ଯୋଗାଣ ବିଭାଗ, କାହା ନିର୍ଦ୍ଦେଶ ରେ କେତେକ ସୋସାଇଟି କୁ ଶତ ପ୍ରତିଶତ ଟାର୍ଗେଟ ପ୍ରଦାନ କରିଥିବା ବେଳେ ତିର୍ତ୍ତୋଲ ର ଅଧିକାଂଶ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ : ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଆଜି ପୂର୍ବାହ୍ନରେ କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଓଡ଼ିଶା ପୋଲିସର […]

ସଂପୂର୍ଣ୍ଣ ପଢନ୍ତୁ

ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ

ଭୁବନେଶ୍ବର : ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 78 ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପଦକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଡିଜିପି ଏହି ପଦକ ପ୍ରଦାନ କରିଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ଶ୍ରୀ ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ […]

ସଂପୂର୍ଣ୍ଣ ପଢନ୍ତୁ