କଟକରେ ମେଳି ବାନ୍ଧିଲେ ୧୨ଜଣ କର୍ପୋରେଟର; ନେଇପାରନ୍ତି ବଡ଼ ନିଷ୍ପତ୍ତି
କଟକ: କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ମହାନଦୀ ବିହାର ବାସଭବନରେ ୧୨ଜଣ ବିଜେଡି କର୍ପୋରେଟରଙ୍କ ମେଳି ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ୧୪ ଜଣ ବିଜେଡି କର୍ପୋରେଟରଙ୍କ ଭିତରୁ ୧୨ ଜଣ କର୍ପୋରେଟର ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟସଭା ନିର୍ବାଚନ ଘୋଡ଼ାବେପାରକୁ ନେଇ ବିଜେଡ଼ିରେ ଅସ୍ଥିରତା ସୃଷ୍ଠି ହୋଇଥିଲା। ଦଳ ଶୃଙ୍ଖଳା ଭଙ୍ଗ କରି ଭୋଟ କରିଥିବାରୁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସମେତ କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କୁ […]
ସଂପୂର୍ଣ୍ଣ ପଢନ୍ତୁ