Nepal Students Protest

କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ନେପାଳରେ ବିକ୍ଷୋଭ

ଭୁବନେଶ୍ଵର: କିଟ୍‌ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ନେପାଳରେ ପ୍ରତିବାଦ କରାଯାଇଛି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଆତ୍ମହତ୍ୟା କରିଥିବା ନେପାଳି ଛାତ୍ରୀଙ୍କୁ ନ୍ୟାୟ ଦାବି କରି ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଶ୍ଵବିଦ୍ୟାଳୟର ଜଣେ ୩ୟ ବର୍ଷ ଛାତ୍ରର ନିର୍ଯାତନାରୁ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ନେପାଳି କଂଗ୍ରେସ ଛାତ୍ର ସଂଘ। ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ କିଟ୍ ହଷ୍ଟେଲ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ। ଏକ ରୁମରୁ ନେପାଳୀ […]

ସଂପୂର୍ଣ୍ଣ ପଢନ୍ତୁ
Rabi

୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି। ସେ କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ନାଁରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ହରିଲୁଟ୍ ହୋଇଛି। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏପରି ଲିଖିତ ଉତ୍ତର ରଖିଛନ୍ତି। ୨୦୨୧-୨୨ରେ ୨୮୧୪ ମାମଲାରେ ୪ […]

ସଂପୂର୍ଣ୍ଣ ପଢନ୍ତୁ
Nita Ambani 750x430

ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ନୀତା ଅମ୍ବାନୀ ମାସାଚୁସେଟ୍ସର ଗଭର୍ଣ୍ଣରଙ୍କ ଦ୍ୱାରା ସମ୍ମାନିତ

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସର ଗଭର୍ଣ୍ଣର ମୌରା ହେଲି ସମ୍ମାନଜନକ ଗଭର୍ଣ୍ଣର ପ୍ରଶଂସାପତ୍ରରେ ସମ୍ମାନିତ କରିଛନ୍ତି। ଏହି ପ୍ରଶଂସାପତ୍ରରେ ନୀତା ଅମ୍ବାନୀଙ୍କୁ ଜଣେ ଦୂରଦର୍ଶୀ ନେତ୍ରୀ, ସମାଜସେବୀ ଏବଂ ପ୍ରକୃତ ବିଶ୍ୱ ପରିବର୍ତ୍ତନକାରୀ ଭାବରେ ସ୍ୱୀକୃତି ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା, କଳା, ସଂସ୍କୃତି ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପରିବର୍ତନକାରୀ କାର୍ଯ୍ୟ ପାଇଁ ନୀତା ଅମ୍ବାନୀଙ୍କୁ ଆଜୀବନ ସମର୍ପଣ ପାଇଁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୀତା ଅମ୍ବାନୀ ଭାରତ […]

ସଂପୂର୍ଣ୍ଣ ପଢନ୍ତୁ
Bishn

ମୋ ବିରୋଧରେ ଅଭିଯୋଗ ନାହିଁ, କାହିଁକି ଚଢାଉ ହେଲା: ଆଇଏଏସ୍ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। ସିବିଆଇ ରେଡ୍ ପ୍ରତିବାଦରେ ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ। ମୁଖ୍ୟ ଶାସନ ସଚିବଙ୍କୁ ପଠାଇଲେ ଇସ୍ତଫା ପତ୍ର। ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ ମୋ ସ୍ତ୍ରୀ ଏବଂ ଝିଅ ଥିବା ବେଳେ ସିବିଆଇ ଟିମ୍ ମୋ ଘର ଭିତରକୁ ପଶି ଆସିଥିଲେ। ମୋ ବିରୋଧରେ କୌଣସି ଏଫଆଇଆର ନଥିବା ସତ୍ତ୍ଵେ ଚଢାଉ କରିଥିଲେ। ଏଥିଯୋଗୁଁ ମୋର ମାନ ସମ୍ମାନ […]

ସଂପୂର୍ଣ୍ଣ ପଢନ୍ତୁ
Jag

ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିପହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପରମ୍ପରା ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ
Bish

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ଵର: ବଡ ଖବର । ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ । ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ଚାଲିଛି ରେଡ୍‌ । ସକାଳ ୮ଟାରୁ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍‌ ଜାରି ରଖିଛନ୍ତି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀରେ ହୋଇଥିବା କେଳେଙ୍କାରୀ ମାମଲାରେ ରେଡ୍‌ କରାଯାଉଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ସିବିଆଇ ରେଡ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
K

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲା; ନେପାଳରୁ ଡାକିଆଣି ଦୁର୍ବ୍ୟବହାର କରୁଛି କଲେଜ୍ : ଛାତ୍ରୀଙ୍କ ବାପା

ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଚହଳ ପକାଇଛି କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ଵର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା । ନେପାଳରୁ ଡାକିଆଣି ଛାତ୍ରଛାତ୍ରୀମାନଙ୍କୁ କଲେଜ୍ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସାଲ୍‌ । ସୁନୀଲ ଲାମସାଲ୍‌ କହିଛନ୍ତି ଯେ, କିଟ୍ ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ […]

ସଂପୂର୍ଣ୍ଣ ପଢନ୍ତୁ
5d427f2f A444 43d2 94d1 51bc47235b53

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସାଙ୍ଗଠନିକ ବୈଠକ

ଜଗତସିଂହପୁର/ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ତିରଣ, ସ୍ଵପ୍ନେଶ୍ୱର ମହାଦେବଙ୍କ ମନ୍ଦିର ସମ୍ମୁଖରେ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଙ୍ଗଠନିକ ବୈଠକ, ସଂଘର ସଭାପତି ହରେକୃଷ୍ଣ ସେଣ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ, ସ୍ଥାନୀୟ ଅଞ୍ଚଳର ସରପଞ୍ଚ ସୁଶାନ୍ତ କୁମାର ନାୟକ, ଯୋଗଦେଇ କହିଲେ ଯେ, ଅବସର ଗ୍ରହଣ କରିବା ପରେ ମଧ୍ୟ ଏହି ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ, ଦୀର୍ଘ ବର୍ଷ ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ
Cc

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି: ନବୀନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍‌କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସେ କହିଛନ୍ତି, ରାଜ୍ୟର ବିଜେପି ସରକାର ଗତ ବଜେଟ୍‌ରେ ଆସିଥିବା ଅନୁଦାନରୁ ଅନେକ ଏ ଯାଏଁ ଖର୍ଚ୍ଚ କରିପାରି ନାହିଁ। ଶିଳ୍ପ ବିକାଶ ସହ ଅର୍ଥନୀତି ଖସୁଛି। ରାଜ୍ୟ ସରକାର ଏବେ ବିକାଶର ବିପରୀତ ଦିଗରେ ଗତି କରୁଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 2

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ, ୧୬ ଟି ନୂଆ ଯୋଜନାର ବ୍ୟବସ୍ଥା

ଭୁବନେଶ୍ୱର :  ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ଖର୍ଚ୍ଚ ହେବି ସେପରି ବ୍ୟବସ୍ଥା କରାଯାଇଛି । ବଜେଟ୍ ରେ ୧୬ ଟି ନୂଆ ଯୋଜନାର ବ୍ୟବସ୍ଥା ରହିଛି । ଆସନ୍ତୁ ଜାଣିବା କଣ ନୂଆ ଯୋଜନା । ଗରିବ ଝିଅ ବିବାହ ପାଇଁ ନୂଆ […]

ସଂପୂର୍ଣ୍ଣ ପଢନ୍ତୁ