Rra836qcc9g2bs2vlrlx

ଶୋଇଥିବା ବେଳେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାୟକାଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ସେହି ଗାଁର ସନାତନ ପଲେଇଙ୍କ ପୁଅ ଜଗବନ୍ଧୁଙ୍କ ଉପରକୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ବାହାରୁ ଏସିଡ ଫିଙ୍ଗି ଫେରାର ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ତେବେ ପରିବାରଲୋକ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ‌ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ
Laxmisagar Police Station 162753

ରାଜଧାନୀରେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍

ଭୁବନେଶ୍ଵର: ରାଜଧାନୀରେ ଜଣେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ହନିଟ୍ରାପରେ ପଡି ସ୍ଵାମୀ ଲକ୍ଷାଧିକ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି। ଇନଫୋସିଟି ଥାନା ଅଧୀନରେ ଅଧ୍ୟାପିକା ଜଣକ ରହୁଛନ୍ତି। ଲକ୍ଷ୍ମୀସାଗରରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଜାଲରେ ପଡିଥିଲେ। ନ୍ୟୁଡ୍ କଲ୍ ଜରିଆରେ ଅଧ୍ୟାପିକା ତାଙ୍କୁ ବ୍ଲାକମେଲ୍ କରି ଅନେକ ଟଙ୍କା ନେଇ ଚାଲିଥିଲେ। ଏହି ଘଟଣା […]

ସଂପୂର୍ଣ୍ଣ ପଢନ୍ତୁ
Tp3dpfdfvztzhuer8fqo

ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ

ଭୁବନେଶ୍ୱର: ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା ବେଳେ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ । ଭଦ୍ରକ ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଏକ ତୀର୍ଥଯାତ୍ରୀ ବସ୍‌ ଟାଟାରୁ ପୁରୀ ଯାଉଥିଲା । ଉକ୍ତ ତୀର୍ଥଯାତ୍ରୀ ବସ୍‌ଟି ଛତାବର ନିକଟରେ ଟାୟାର୍‌ ବଦଳାଇବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Matric Exam

ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର : ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ସହ ବିଜ୍ଞାନ ସି- ସେଟ୍‌ରେ ୪ ମାର୍କ କମ୍‌ ଥିବା ନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ମିଳିଛି। ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିଛନ୍ତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି କହିଛନ୍ତି । ପରୀକ୍ଷା ପରିଚଳନା କମିଟି ଏନେଇ ତର୍ଜମା କରିବ ବୋଲି କହିଛନ୍ତି। ମାତ୍ର ପ୍ରଶ୍ନପତ୍ର ଭାଇରାଲ୍‌ କଥାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Saha

ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ଗିରଫ କରିଛି ।  ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍‌ ଛାଡି ପଳାଇଥିଲା ।  ଏହାକୁ ମିଶାଇ ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ଫେବୃୟାରୀ ୧୬ରେ ରମା ନାଏକ ନାମକ ଜଣେ ମହିଳାକୁ ଗିରଫ କରିଥିଲା ମଞ୍ଚେଶ୍ୱର […]

ସଂପୂର୍ଣ୍ଣ ପଢନ୍ତୁ