ପୁଣି ନିମ୍ନଗାମୀ ସେୟାର୍ ମାର୍କେଟ: ସେନ୍ସେକ୍ସ ୧୦୦୦ ପଏଣ୍ଟ୍ ଖସିଲା
ନୂଆଦିଲ୍ଳୀ: ଗତ କିଛି ଦିନ ହେବ ଭାରତୀୟ ସେୟାର୍ ବଜାର ଉପର ମୁହାଁ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ପୁଣି ନିମ୍ନଗାମୀ ହୋଇଛି। ବୁଧବାର ଦିନ ଘରୋଇ ଷ୍ଟକ୍ ବଜାର ଗଭୀର ନାଲି ରଙ୍ଗରେ ଖୋଲିଥିଲା। ମଙ୍ଗଳବାରର ଲାଭ ପରେ ଏହା ଏକ ତୀବ୍ର ପରିବର୍ତ୍ତନକୁ ସୂଚିତ କରିଛି। ଗୁରୁବାର ଦିନ ମଧ୍ୟ ଭାରତୀୟ ସେୟାର୍ ବଜାର ନିମ୍ନଗାମୀ ରହିଛି। ଗୁରୁବାର ଦିନ ପ୍ରାୟ ୧.୦୦ଟାରେ ବିଏସ୍ଇ ସେନସେକ୍ସ ୯୭୭.୫୦ ପଏଣ୍ଟ ହ୍ରାସ ପାଇ […]
ସଂପୂର୍ଣ୍ଣ ପଢନ୍ତୁ