ଆଣ୍ଡାମାନ ଛୁଇଁଲା ମୌସୁମୀ, ତଥାପି ଖରାର ତାଉରୁ ମିଳିବନି ତ୍ରାହି, ଆଗାମୀ ୨ ଦିନ ଉପରମୁହାଁ ହେବ ପାରଦ !

ଭୁବନେଶ୍ୱର ୧୭।୦୫ : ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ। ଆସନ୍ତା ୨ ଦିନ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ବଢ଼ିଛି। ରବିବାର ରାଜ୍ୟର ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ହୀରାକୁଦ ୪୧.୫, ଝାରସୁଗୁଡ଼ା ୪୧.୪, ସମ୍ବଲପୁର ୪୧.୪, ଭବାନୀପାଟଣା ୪୧, ଅନୁଗୁଳ ୪୧.୧, ତାଳଚେର ୪୦.୨, ଟିଟିଲାଗଡ଼ ୪୦.୨, ସୋନପୁର […]

ସଂପୂର୍ଣ୍ଣ ପଢନ୍ତୁ

ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ରାଜ୍ୟ ସରକାର

ଭୁବନେଶ୍ବର ୧୬।୫: ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ ହୋଇଯାଇଛି । ପିଏସୟୁର ତଥ୍ୟ ମାଗିଲେ ସରକାର । ରାଜ୍ୟ ସରକାରଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗ (ପିଏସୟୁ)କୁ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ମଗାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ, ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ ତାରିଖ ମଧ୍ୟରେ କେଉଁ ପିଏସୟୁରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ […]

ସଂପୂର୍ଣ୍ଣ ପଢନ୍ତୁ

କଳ।ମୁଗୁନି ପଥର ଖଣି ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ

ରଣପୁର: ନିଖୋଜ ଯୁବକଙ୍କର କଳାମୁଗୁନି ପଥର ଖଣି ଭିତରୁ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ପ୍ରତାପ କୁମାର ପାଟ୍ଟଶାଣୀ (୩୪)। ତାଙ୍କ ଘର କରେଣ୍ଡା ଟାଙ୍ଗୀ ପଞ୍ଚାୟତର ନୂଆପଡ଼ା ଗ୍ରାମରେ। ସୂଚନା ଅନୁଯାୟୀ, ସେ ମେ ୧୫ ତାରିଖ ଅପରାହ୍ନ ୪ ଟାରୁ ପ୍ରତାପ ନିଖୋଜ ଥିଲେ। ଆଜି ସକାଳ ଜଣେ ମହିଳା ଶୌଚ ହେବାକୁ ଆସିଥିବା ବେଳେ, ମାଙ୍କଡ ପାଣି ଢାଳ ଗଡ଼ାଇ ଦେବାରୁ ସେ ବାଧ୍ୟ ହୋଇ ଖଣିକୁ ଶୌଚ ହେବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ତେଲ ସଙ୍କଟକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦିଲେ ଟ୍ରକ୍‌ ମାଲିକ ମହାସଂଘ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁଁ ରାଜ୍ୟରେ ତେଲ ସଙ୍କଟ ଓ ଇନ୍ଧନର କଳାବଜାରୀ ବୃଦ୍ଧି ପାଇଛି ବୋଲି ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ଅଭିଯୋଗ କରିଛି। ରାଜ୍ୟରେ ମାନବକୃତ ତେଲ ସଙ୍କଟ ଟ୍ରକ ମାଲିକମାନଙ୍କ ଉପରେ “ବୋଝ ଉପରେ ନଳିତା ବିଡ଼ା” ସଦୃଶ ହୋଇଛି। ଯଦି ସରକାର ତୁରନ୍ତ ପଦକ୍ଷେପ ନନିଅନ୍ତି, ତେବେ ସାରା ରାଜ୍ୟରେ ପରିବହନ ସେବା ବନ୍ଦ କରିଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘ ଅଭିଯୋଗ କରିଛି, ଗୋଟିଏ ପଟେ ଡିଜେଲ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police

ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା : ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ, ଅସ୍ତ୍ର ଓ ଯାନବାହନ ଜବତ କଟକ :  ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍‌ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନରଙ୍କ ନେତୃତ୍ବରେ “ସ୍ପେଶାଲ ଡ୍ରାଇଭ୍” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ୫ ଦିନ ଧରି ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ପୁଲିସ ମହାନିର୍ଦେଶକ ପଦ ପାଇଁ ୧୧ ନାମ ସୁପାରିସ

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ୧୯୯୦ରୁ ୧୯୯୬ ବ୍ୟାଚ ମଧ୍ୟରେ ଥିବା ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ସୁପାରିସ କରିଛନ୍ତି। ଏଥିମଧ୍ୟରୁ ୟୁପିଏସ୍‌ସି ତିନୋଟି ନାମକୁ ସୁପାରିସ କରିବେ ଏବଂ ସେଥିମଧ୍ୟରୁ ଜଣଙ୍କ ନାମ ଉପରେ ସରକାର ମୋହର ମାରିବେ। ସୂଚନା ଯେ, ଓଡ଼ିଶା ପୁଲିସ ମହାନିର୍ଦେଶକ ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ଆସନ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ଡଲି ହତ୍ୟାକାଣ୍ଡ ଘଟଣାରେ ସୂପରି କିଲର ଲଲ୍ଲୁ କୁମାରକୁ ଗିରଫ କଲା ଜଗତସିଂହପୁର ପୁଲିସ

ଜଗତସିଂହପୁର:ବହୁ ଚର୍ଚ୍ଚିତ ଡଲି ହତ୍ୟାକାଣ୍ଡ ଘଟଣାରେ ଜଗତସିଂହପୁର ପୋଲିସକୁ ମିଳିଛି ବଡ ସଫଳତା। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ସ୍ଥିତ ବିଲରେ ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସ ଓରଫ ଡଲି ହତ୍ୟାକାଣ୍ଡ ଘଟଣାରେ ପୁଲିସ ସୂପରି କିଲର ଲଲ୍ଲୁ କୁମାରଙ୍କୁ ବିହାରରୁ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁ ସହ ଲଲ୍ଲୁ ଗତ ୧୮ତାରିଖରେ ଜଗତସିଂହପୁର ଆସିଥିଲା । ୧୯ ତାରିଖରେ ଡଲିର ନିର୍ବନ୍ଧକୁ ମଧ୍ୟ ଯାଇଥିଲା।୨୦ ତାରିଖରେ ସେମାନେ ଡଲିକୁ […]

ସଂପୂର୍ଣ୍ଣ ପଢନ୍ତୁ
Supremecourt

କେତେକ ବେକାର ଯୁବକ, ଯୁବତୀ ଅସରପା ଭଳି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କେତେକ ବେକାର ଯୁବକ ଓ ଯୁବତୀଙ୍କୁ ‘ଅସରପା’ ଭଳି ପତଙ୍ଗ ସହ ତୁଳନା କରିଛନ୍ତି। ଶୁକ୍ରବାର ଏକ ଆବେଦନର ଶୁଣାଣି କାଳରେ ପ୍ରଧାନ ବିଚାରପତି କହିଥିଲେ ଯେ କେତେକ ବେକାର ଯୁବକ ଓ ଯୁବତୀ ଗଣମାଧ୍ୟମ ପ୍ରତିନିଧି, ସୋସିଆଲ ମିଡିଆ ବ୍ୟବହାରକାରୀ, ଆରଟିଆଇ କର୍ମୀ କିମ୍ବା ସାମାଜିକ କର୍ମୀ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି। ସେମାନେ ଦେଶର ଗୋଟିଏ ଗୋଟିଏ ବ୍ୟବସ୍ଥାକୁ ନିନ୍ଦିତ କରୁଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Krushna Chandra Patra

ଲମ୍ବା ଲାଇନରେ ଛିଡ଼ା ହୋଇ ତେଲ କିଣିବାର ଆବଶ୍ୟକତା ନାହିଁ

ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ ସଙ୍କଟ ଭିତରେ ଆଇଓସିଏଲ ଓ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସହ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏହି ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍‌ । ସେ କହିଛନ୍ତି, ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଭୟଭୀତ ହୋଇ ଅତ୍ୟଧିକ ପରିମାଣରେ ତେଲ କିଣିବାରୁ ଏଭଳି ସ୍ଥିତି ଉପୁଜିଛି। ଏଥିରେ ଧୀରେ ଧୀରେ ଏବେ ସୁଧାର ଆସିଲାଣି। ସମସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଖର୍ଚ୍ଚକାଟ ପରାମର୍ଶବଳୀ; ସରକାରୀ ଗାଡ଼ିର ‘ରାଇଡ୍ ସେୟାରିଂ’ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବର୍ତ୍ତମାନର ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ପ୍ରଚଳିତ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଳ, ବିଶେଷକରି ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ଓ ପୋଷଣୀୟ […]

ସଂପୂର୍ଣ୍ଣ ପଢନ୍ତୁ