ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ମାଟିର ପୁଅ ଭକ୍ତରଞ୍ଜନ ହେଲେ, ଜଗତସିଂହପୁର ବିକାଶ ପରିଷଦର ସଭାପତି

ଝଙ୍କଡ଼  : ଜଗତସିଂହପୁର ଜିଲ୍ଲାର କଳା ସଂସ୍କୃତି, ଐତିହ୍ୟ ଓ ସାମାଜିକ ବିକାଶ ନିମନ୍ତେ ଗଠିତ ହୋଇଥିବା, ଏକ ଅଗ୍ରଣୀ ଅନୁଷ୍ଠାନ ଜଗତସିଂହପୁର ବିକାଶ ପରିଷଦ ବର୍ଷବର୍ଷ ଧରି କାମକରିଆସୁଥିବାବେଳେ, ଚଳିତ ବର୍ଷ ଏହାର ନୂତନ ଓ ଅପ୍ରତିଦ୍ବନ୍ଦି ସଭାପତି ଭାବେ ଇଂ ଭକ୍ତରଞ୍ଜନ ମହାନ୍ତି ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି l ଗତ ରବିବାର ଦିନ ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜ୍ୟସୂଚନାଭବନ, ” ଜୟଦେବ ଭବନ ରେ ଏହି ନୂତନକର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ରେ […]

ସଂପୂର୍ଣ୍ଣ ପଢନ୍ତୁ
Covid 19 Variants

କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର : କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ। ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ ପରେ ଓଡିଶା ସୀମାରେ ହାଇଆଲର୍ଟ ପାଇଁ ନିର୍ଦ୍ଦେଶ ଜାରି ରହିଛି। ଆନ୍ଧ୍ର ସୀମାନ୍ତ ଜିଲାର ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ୍ ଲକ୍ଷଣ ଦେଖାଗଲେ ସନ୍ଦିଗ୍ଧଙ୍କର ଟେଷ୍ଟ କରାନ୍ତୁ। ଜିଲା ମୁଖ୍ୟାଳୟ ହସ୍ପିଟାଲରେ କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଓଡିଶାରେ କୋଭିଡ୍ ସତର୍କତା ଅଛି, ସବୁବେଳେ ଟେଷ୍ଟ କରାଯାଉଛି। ଆଗକୁ ରଥଯାତ୍ରା ଥିବାରୁ ନିୟମ ଅନୁସାରେ କୋଭିଡ୍ […]

ସଂପୂର୍ଣ୍ଣ ପଢନ୍ତୁ

ଏବେ ନୂଆ ଭୋଟର ପଞ୍ଜିକରଣ ପାଇଁ ମାତାପିତାଙ୍କ SIR ବିବରଣୀ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭୋଟର ତାଲିକାରେ ପ୍ରଥମ ଥର ନାମ ସଂଯୁକ୍ତ କରୁଥିବା ନୂଆ ଭୋଟରଙ୍କ ଲାଗି ନିର୍ବାଚନ ଆୟୋଗ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ନୂଆ ପ୍ରାବଧାନ ଲାଗୁ କରିଛନ୍ତି। ଏବେ ଫର୍ମ-୬ ପୂରଣ କରୁଥିବା ଆବେଦନକାରୀଙ୍କୁ ନିଜ ପିତାମାତଙ୍କ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ସମ୍ପର୍କିତ ସୂଚନା ମଧ୍ୟ ଦେବାକୁ ପଡିବ। ଯଦି ଅନଲାଇନ ଆବେଦନ କାଳରେ ଏହି ଘୋଷଣାପତ୍ର ପୂରଣ ନ କରାଯାଏ ତେବେ ଆବେଦନ ଆଗକୁ ବଢି ପାରିବ ନାହିଁ। ଆୟୋଗଙ୍କ ଅନୁସାରେ ଯଦି ପିତାମାତା ପିଛିଲା […]

ସଂପୂର୍ଣ୍ଣ ପଢନ୍ତୁ

ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେଲେ ସେବାୟତ, ତ୍ରୟୋଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି

ପୁରୀ ୧୨।୭: ସୁସ୍ଥ ହୋଇଛନ୍ତ ମହାପ୍ରଭୁ । ଅଣସରର ତ୍ରୟୋଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ସେବାୟତ । ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରାଯାଇଛି । ଏଥିସହ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତ ଗଜପତି । ଅଣସରର ଦ୍ୱାଦଶୀ ତିଥି କ୍ଷୟ ପଡ଼ିଥିବାରୁ ଆଜି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦ୍ୱିପ୍ରହର […]

ସଂପୂର୍ଣ୍ଣ ପଢନ୍ତୁ

କମ୍ ଦାମ୍‌ର ହୋଟେଲ ଅଫରରେ ପଡ଼ନ୍ତୁ ନାହିଁ, ସତର୍କ କଲା ପୁରୀ ପୋଲିସ

ପୁରୀ : ରଥଯାତ୍ରା ସମୟରେ ହୋଟେଲ ବୁକିଂ ବେଳେ ପର୍ଯ୍ୟଟକଙ୍କୁ ଠକିବା ପାଇଁ ଏବେ ସାଇବର ଅପରାଧୀ ସକ୍ରିୟ।ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏବେ ଟାର୍ଗେଟ କରିଛନ୍ତି ସାଇବର ଅପରାଧୀ। କମ୍ ଦାମ୍‌ରେ ଆରାମ୍ ଦାୟକ ରୁମ୍ ବୁକିଂ ଅଫର ଅନଲାଇନରେ ବିଜ୍ଞାପନ କରି ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛନ୍ତି ସାଇବର ଅପରାଧୀ।ତେବେ ଏହାକୁ ରୋକିବା ପାଇଁ ପୁରୀ ପୋଲିସ କରିଛି ବ୍ୟାପକ ପ୍ରସ୍ତୁତି।ଏଥିପାଇଁ ୨୪ ଘଣ୍ଟା ଆଲର୍ଟରେ ରହିଛି ସ୍ବତନ୍ତ୍ର ସାଇବର ସେଲ୍। ପୁରୀ ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ

ଇସ୍କନକୁ ଗଜପତି ଦିବ୍ୟସିଂହ ଦେବଙ୍କ କଡ଼ା ପ୍ରତିକ୍ରିୟା, କହିଲେ- ଜବାବ ଦେବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଇସ୍କନର ଏତାଦୃଶ୍ୟକୁ ନେଇ ରାଜ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି। ଗଜପତି ମହାରାଜ ଦିବ୍ୟସିଂହଙ୍କଠୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଇସ୍କନ ପ୍ରତି ଅସନ୍ତୋଷ ବଢିବାରେ ଲାଗିଛି। ଏହା ମଧ୍ୟରେ ଇସ୍କନ ପ୍ରେସ ରିଲିଜକୁ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଜବାବ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଆସନ୍ତାକାଲି ଏହାର କଡ଼ା ଜବାବ ଦିଆଯିବ ବୋଲି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ଦିବ୍ୟସିଂହ ଦେବ କହିଛନ୍ତି, ଇସ୍କନ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିରେ ମିଶିଲେ ପ୍ରଭାତ ବିଶ୍ଵାଳ : ବିଜେଡ଼ି ଉପରେ ବର୍ଷିଲେ

ଭୁବନେଶ୍ୱର: ୨୪ ବର୍ଷ ବହୁ ପରିଶ୍ରମ କରିଛି | ଦଳ ପାଇଁ ନିଷ୍ଠା ଦେଖାଇଛି | ୩୦ ବର୍ଷ ହେଲା ଜନ ସେବା କରୁଛି। ମୁଁ ଭାବିଥିଲି ସୁନାକୁ ଚିହ୍ନିବେ କିନ୍ତୁ ମୋ ଆକଳନ ଭୁଲ ହେଲା | ବଣିଆ ହୋଇ ସୁନା ଚିହିଁଲେ ନାହିଁ। ଖାଣ୍ଟି ସୁନାକୁ ଚିହ୍ନିଲା ନାହିଁ କିନ୍ତୁ ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା। ବିଜେପିରେ ମିଶିବା ପରେ ଏମିତି କହି ବିଜୁ ଜନତା ଦଳକୁ ତେରଛା ବାଣ ମାରିଛନ୍ତି ବରିଷ୍ଠ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1 1

ଏଫ୍.ଆଇ.ଆର୍ କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ। ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ। କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ସନ୍ଦେହ ଘେରରେ ବିକଶିତ ଗାଁ ବିକଶିତ ଓଡିଶା ର ରାସ୍ତା ନିର୍ମାଣ କାର୍ଯ୍ୟକ୍ରମ : ଗୋଟିଏ କାମକୁ ଦୁଇଥର ବିଜ୍ଞପିତର କାରଣ ଅସ୍ପଷ୍ଟ !!

ଝଙ୍କଡ଼ :   ବିକଶିତ ଗାଁ ବିକଶିତ ଓଡିଶା ର ଏକ ଫଳକ ଦେଖିବାକୁ ମିଳିଛି, ତିର୍ତ୍ତୋଲ ବ୍ଲକ, କନକପୁର ଗ୍ରାମପଞ୍ଚାୟତ ଅଧିନ ସାରଳାହାଟରେ l ବିଗତ ପାଞ୍ଚସାତବର୍ଷ ପୂର୍ବରୁ ଏହି ସାରଳାହାଟର ଧରଣୀ ସ୍ୱାଇଁ ଙ୍କ ଘର ପାଖରୁ ଅନାମଓଝା ଙ୍କ କମାରଶାଳ ଦୋକାନ ପର୍ଯ୍ୟନ୍ତ ଏକ କଂକ୍ରିଟରୋଡ଼ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ବିଗତ କିଛିମାସ ପୂର୍ବରୁ ସେହିରାସ୍ତା କାମପାଇଁ ଚାରି ଲକ୍ଷଟଙ୍କା ବ୍ୟୟ ଅଟକଳ ଦର୍ଶାଯାଇ, ଆଉ ଏକ ଫଳକ ରେ ଦେଖିବାକୁ ମିଳିଛି […]

ସଂପୂର୍ଣ୍ଣ ପଢନ୍ତୁ

ରସୁଲପୁରରେ ପୈତୃକ ସମ୍ପତ୍ତିକୁ ହଡପ କରିବାକୁ ଉଦ୍ୟମ : ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ

ଝଙ୍କଡ଼  :  ପୈତୃକ ସମ୍ପତିକୁ ଚଞ୍ଚକତା କରି ନିଜନାମରେ ବେଆଇନି କବଲା କରିନେବା ପରେ, ସେହି ସମ୍ପତିଉପରେ ଅନ୍ୟ ଭାଗିଦାରୀ ଭାଇମାନେ ଆପତ୍ତି କରିବାରୁ, ଜୀବନ ରୁ ମାରିଦେବାକୁ ଧମକ ଦେଉଥିବା ସାନଭାଇ ବିରୁଦ୍ଧରେ, କନକପୁର ପୋଲିସ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରାଯାଇଛି l ଖବରଅନୁଯାଇ, ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ଗ୍ରାମର ମହମଦ ଜାଫର ଖାଁ, ଜଣେ ଶାରୀରିକ ଓ ମାନସିକ ଅକ୍ଷମ ଅଶିବର୍ଷର ବୃଦ୍ଧ l ତାଙ୍କର ଘରବାଡ଼ି ତିନିଗୁଣ୍ଠ […]

ସଂପୂର୍ଣ୍ଣ ପଢନ୍ତୁ