୨୮ ବର୍ଷ ପରେ ଗାଁକୁ ବିଜୁଳି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ କଳର ତତ୍ପରତା
ଧରାକୋଟ, ୨୦/୧୧: ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ପଞ୍ଚାୟତର ଉପାନ୍ତ ଗାଁ ସୁବର୍ଣ୍ଣପୁରରେ ଏବେ ବି ବିଦ୍ୟୁତ୍ ସେବା ପହଞ୍ଚିପାରିନାହିଁ। ଜିଲ୍ଲାପାଳ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।’ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗତକାଲି ଭୁବନେଶ୍ବରରେ ଆୟୋଜିତ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀରେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିବା ପରେ ଆଜି ପ୍ରଶାସନିକ କଳ ତତ୍ପରତା ଦେଖାଇଛି। ଧରାକୋଟ ବିଡିଓ ସଂଗ୍ରାମକେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ଯୋଗେନ୍ଦ୍ର […]
ସଂପୂର୍ଣ୍ଣ ପଢନ୍ତୁ