ନେତାଙ୍କୁ ତୀବ୍ର ବିରୋଧ କଲେ ଦଳୀୟ କର୍ମୀ; ମନ୍ଦିର ଯାଇ ନପାରି ଫେରିଗଲେ ମନ୍ତ୍ରୀ
ଝାରସୁଗୁଡ଼ା : ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ୍ସ୍ତରର ମନ୍ତ୍ରୀଙ୍କୁ ସାଧାରଣ ଜନତା ତୀବ୍ର ବିରୋଧ କରିଛନ୍ତି। ମନ୍ତ୍ରୀ କାର ଆଗକୁ ଯାଇ ସ୍ଲୋଗାନ ଦେଇଛନ୍ତି। ମନ୍ତ୍ରୀଙ୍କ କାରକୁ ଆଗକୁ ବଢ଼ିବାକୁ ଦେଇ ନାହାନ୍ତି। ମନ୍ତ୍ରୀ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି କହିଲା ପରେ ମଧ୍ୟ ସାଧାରଣ ଜନତା ଶୁଣି ନାହାନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀମାନେ ଆଜି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ତୀବ୍ର ବିରୋଧ କରିଛନ୍ତି। ବିରୋଧ ସମୟର ଭିଡିଓ ଏବେ […]
ସଂପୂର୍ଣ୍ଣ ପଢନ୍ତୁ