ତିର୍ତ୍ତୋଲ ମାଟିର ଜନନେତା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ପ୍ରସ୍ତୁତି ବୈଠକ

ଝଙ୍କଡ଼, ୧୪/୯: ଜଗତସିଂହପୁର ବିକାଶ ପରିଷଦ ଆନୁକୁଲ୍ୟରେ, ଗତ ରବିବାର ଦିନ ଅପରାହ୍ନ ରେ ସ୍ଥାନୀୟ ବୀଣାପାଣି ମଣ୍ଡପରେ, ତିର୍ତ୍ତୋଲ ମାଟିର ସ୍ବର୍ଗତ ଜନନେତା ମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବେନ୍ଦ୍ର କୁମାର ମଲ୍ଲିକ ଙ୍କ ଆବାହକତ୍ୱରେ ଓ ଆଇନଜୀବି ଅମର ଜ୍ୟୋତି ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସ୍ବର୍ଗତ ନିଶାମଣି ଖୁଣ୍ଟିଆ, ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି, ସ୍ଵର୍ଗତ ବସନ୍ତ କୁମାର ବିଶ୍ବାଳ ଓ ସ୍ବର୍ଗତ […]

ସଂପୂର୍ଣ୍ଣ ପଢନ୍ତୁ

ରସୁଲପୁର ଅବଦୁଲ ରହିମ୍ ହାଇସ୍କୁଲର ୧୯୮୮ ବ୍ୟାଚ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁମିଳନ

ଝଙ୍କଡ଼, ୧୪/୯: ଦୀର୍ଘ ୩୭ ବର୍ଷର ବ୍ୟବଧାନ ପରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଅବଦୁଲ ରହିମ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୮ ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନେ, ରାଜଧାନୀ ଭୁବନେଶ୍ଵର ର ସ୍ବସ୍ତି ଗ୍ରାଣ୍ଡ ହୋଟେଲ ରେ ଏକାଠି ହୋଇ, ଏକ ସ୍ବତନ୍ତ୍ର ବନ୍ଧୁମିଳନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଦୀର୍ଘ ୩୭ ବର୍ଷ ପରେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଭାବବିନିମୟ ଓ […]

ସଂପୂର୍ଣ୍ଣ ପଢନ୍ତୁ

ବୟାଳିଶମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ ।

କଟକ ,୧୪/୯: ବୟାଳିଶମୌଜା ବିକାଶ ପରିଷଦର ମେଧା ଓ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୫ ର ସମୀକ୍ଷା ବୈଠକ ଧୁଳେଶ୍ୱର ଗ୍ରାମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର ସଭାରେ ସଭାପତିତ୍ୱ କରିଥିଲେ । ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ମେଧା ଓ ପ୍ରତିଭା ସମ୍ମାନ ଉତ୍ସବ-୨୦୨୫ ଖୁବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବାରୁ ସଭାପତି ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପାରମ୍ଭରେ […]

ସଂପୂର୍ଣ୍ଣ ପଢନ୍ତୁ

ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର,୧୪/୯: ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଅଭିଭାଷଣରେ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଯୁବସମାଜ ନିମନ୍ତେ ରହିଥିବା ଆହ୍ବାନ ବିଷୟରେ ଧାରଣ ଦେଇ କହିଥିଲେ ଯେ, ଆଇନ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିଛନ୍ତି ଓ ଆଇନକୁ ସମାନ ଦେଇ ଛାତ୍ର ସମାଜ, ଯେଉଁମାନେ ଭବିଷ୍ୟତର ନାଗରିକ, ସେମାନଙ୍କ ଦାୟିତ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ବଣୁଆ ହାତୀ ଆକ୍ରମଣରେ ଜଣକର ମୃତୁ

ବାମରା, ୧୪/୯: ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଗୋବିନ୍ଦପୁର ରେଞ୍ଜ ଗଡପୋଷ ବିଟ୍ ଅନ୍ତର୍ଗତ ବନ୍ଧାବାର ସଂରକ୍ଷିତ ଜଙ୍ଗଲ କୁ ମସନିକାନି ଗାଁ ର ହେରମାନ ଡାଙ୍ଗ (୫୫) ଉକ୍ତ ଜଙ୍ଗଲ କୁ ଛତୀ ସଂଗ୍ରହ କରିବା ପାଇଁ ଗତକାଲି ଭୋର ୫ ଟା ସମୟରେ ଯାଇଥିଲେ। ସେହି ସମୟରେ ସେ ବଣୁଆ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତକାଲି ହେରମାନ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି […]

ସଂପୂର୍ଣ୍ଣ ପଢନ୍ତୁ

୨୭ରେ ଗଞ୍ଜାମ ଆସିବେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର,୧୪/୯: ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଗସ୍ତରେ ଆସିବେ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେବାପକ୍ଷ ପାଳନ ଅବସରରେ ମୋଦୀ ଏଠାକୁ ଆସିବା ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ତେବେ କେଉଁ ସବୁ କାର୍ଯ୍ୟକ୍ରମରେ ସେ ସାମିଲ ହେବେ ତାହା ଚୂଡ଼ାନ୍ତ ‌ହୋଇନାହିଁ। ଏହି ମର୍ମରେ ଆସନ୍ତା ସୋମବାର ଭର୍ଚୁଆଲ୍‌ ବୈଠକ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ ଭୁବନେଶ୍ୱରକୁ ଭାରତର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା

ନୂଆଦିଲ୍ଲୀ,୧୪/୯: ଏମ୍ସ ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୫ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୪ତମ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏହା ସହିତ ଏହା ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି, ଯାହା ଏକ ବିରଳ ସଫଳତା। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡକ୍ଟର ଅଶୁତୋଷ ବିଶ୍ୱାସ କହିଛନ୍ତି, ୨୦୨୧ରେ ୩୧ତମ ଓ ୨୦୨୪ରେ ୧୫ତମ ସ୍ଥାନରୁ ଏହି ଉନ୍ନତି ମେଡିକାଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗବେଷଣାରେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ମନୋନୀତ

ଝଙ୍କଡ଼ , ୧୩/୯: ଶ୍ରୀକ୍ଷେତ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ନିଷ୍ପତ୍ତି କ୍ରମେ, ଯେଉଁ ସାଂସ୍କୃତିକ ସବକମିଟି ଗଠନ କରଯାଇଛି, ସେଥିରେ, ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଅଧ୍ୟକ୍ଷ ଥିଲା ବେଳେ ସେଥିରେ ଡଃ ଗିରିଶ ଚନ୍ଦ୍ର ମୁର୍ମୁ ସଭ୍ୟ ଓ ମୂଖ୍ୟପ୍ରଶାସକ , ପଦପ୍ରଯୁକ୍ତ ସଭ୍ୟ, ପୁରୀ ଜିଲ୍ଲାପାଳ ତଥା ଉପମୂଖ୍ୟ ପ୍ରଶାସକ ପଦପ୍ରଯୁକ୍ତ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡଃ ସିଦ୍ଧେଶ୍ୱର ମହାପାତ୍ର , […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି

ଭୁବନେଶ୍ୱର,୧୩/୯: ଏଣିକି AI (Artificial intelligence) ବା କୃତ୍ରିମ ବୁଦ୍ଧିମତ୍ତାରେ ଦୌଡ଼ିବ ମୋହନ ସରକାର। ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଛି ସାଧାରଣ ପ୍ରଶାସନ ବିଭାଗ। ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଆଯାଇଛି। ଦୈନନ୍ଦିନ ସରକାରୀ କାର୍ଯ୍ୟରେ AI ଉପକରଣ ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ବିଭାଗ କହିଛି। Al ଗ୍ରହଣ କାର୍ଯ୍ୟପ୍ରଣାଳୀକୁ ସୁଗମ, ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ। […]

ସଂପୂର୍ଣ୍ଣ ପଢନ୍ତୁ

OAS-୨୦୧୯ ଟପ୍ପର ଅଶ୍ୱିନୀ କୁମାର ପଣ୍ଡା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ

ବାମରା, ୧୩/୯: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା -୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା ଶୁକ୍ରବାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି। ସେ ଏବେ ସମ୍ବଲପୁର ଜିଲା ବାମରା ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି। ଚାଷଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗକାରୀଙ୍କଠାରୁ ଅଶ୍ୱିନୀଙ୍କ ପାଇଁ ଲାଞ୍ଚ ନେଉଥିବାବେଳେ ତାଙ୍କ ଅଫିସ ଡ୍ରାଇଭର ପି. ପ୍ରବୀନ କୁମାରଙ୍କୁ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ