Ert

ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ବଳିଷ୍ଠ ଭୂମିକା ତୁଲାଇବ । ‘ସହର ସାଥୀ’ ସୁବିଧାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଏକ ନୂଆ ପଦକ୍ଷେପ ନେଉଛୁ, ୧୯୨୯ ଟୋଲ୍-ଫ୍ରି କଲ୍ ସେଣ୍ଟର “ସହର […]

ସଂପୂର୍ଣ୍ଣ ପଢନ୍ତୁ
Image 2025 08 31t163755.965

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା; ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା । ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁଲହାଡ଼ିଘାଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ । ଜବତ ସାମଗ୍ରୀ ମଧ୍ୟରେ ରହିଛି ସିଲାଇ ମେସିନ, ପିଟୁ ବ୍ୟାଗ୍, ଜୋତା, ଦରି,ଔଷଧ, ତଥା ଖାଦ୍ୟ ସାମଗ୍ରୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ । ଏନେଇ ଏଫ ୬୫ ବାଟାଲିୟନ ସୂଚନା ଦେଇଛନ୍ତି । ବିଶେଷ ସୂତ୍ରରୁ ସୂଚନା ପାଇ ଛତିଶଗଡ଼ ରାଜ୍ୟ ସିଆରପିଏଫ ୬୫ ବାଟାଲିୟନ ଏରିଆ […]

ସଂପୂର୍ଣ୍ଣ ପଢନ୍ତୁ
Erwre

ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍, ୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର : ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍ ।  ଭୁବନେଶ୍ବରରେ ଶିମ୍ ଲା ED ପକ୍ଷରୁ ଶକ୍ତି ରଂଜନ ଦାଶ ଓ ତାଙ୍କ କମ୍ପାନୀ ଅନମୋଲ୍ ମାଇନ୍ସରେ ED ପକ୍ଷରୁ ଚଢାଉ କରାଯାଇଛି ।  ଅନମୋଲ୍ ମାଇନ୍ସ ଓ ଅନମୋଲ୍ ରିସୋର୍ସେସ୍ କମ୍ପାନୀରେ ରେଡ୍ ହୋଇଛି ।  ବ୍ୟାଙ୍କ ଜାଲିଆତି ମାମଲାରେ ସର୍ଚ୍ଚ ଅପରେସନ କରାଯାଇଛି ।  ସର୍ଚ୍ଚ ସମୟରେ ଜବତ ହୋଇଛି ଅଚଳ ସମ୍ପତ୍ତି ସମ୍ପର୍କିତ ବିଭିନ୍ନ ଅପରାଧମୂଳକ ରେକର୍ଡ, ୧୦ଟି  ବିଳାସପୂର୍ଣ୍ଣ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 31 160416 2

ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ; ମାଡ଼ି ବସିଲା ଉତ୍ତର ଘୁମୁସର ବନବିଭାଗ

ଗଞ୍ଜାମ:ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ । ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ,ମାଡ଼ି ବସିଲା ଭଞ୍ଜନଗର ଉତ୍ତର ଘୁମୁସର ବନବିଭାଗ । ବାଘ ଛାଲ ସହ ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ବିଭାଗୀୟ କର୍ମଚାରୀମାନେ ଗୋଟିଏ କଲରାପତରିଆ ବାଘ ଛାଲ ,କାତି , ଭୁଜାଲି ଓ ପୂଜା ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସୂଚନାଥାଉକି, ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ଜଣେ ଅବସରପ୍ରାପ୍ତ ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ
Heavy Rain 1200x675 1 1 1024x576

ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ, ୪ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ ।  ଆସନ୍ତା ୨ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ।  ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ପ୍ରଭାବରେ ଆସନ୍ତା କାଲିଠୁ ରାଜ୍ୟରେ ବଡ଼ ବର୍ଷା ଆକଳନ କରାଯାଇଛି । ଆଜି ପ୍ରବଳ ବର୍ଷା ପାଇଁ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାକି ୨୪ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 31 114137 E17

ରେଳ ଧାରଣାରୁ ଟ୍ରାଭେଲ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଳାସପାଲି ଅଞ୍ଚଳରେ ରବିବାର ଦିନ ଜଣେ ଲୋକପ୍ରିୟ ବାଇକର ତଥା ଟ୍ରାଭେଲ୍ ବ୍ଲଗର ସନ୍ଦୀପ କୁମାର ଦାସଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ପଳାସପାଲି ଅଞ୍ଚଳରେ ସ୍ଥାନୀୟ ଲୋକମାନେ ତାଙ୍କ ବିକୃତ ମୃତଦେହ ଦେଖିଥିଲେ। ପୁନମା ଗେଟ୍ କ୍ରସିଂ ନିକଟରେ ରେଳ ଧାରଣାରେ ମୃତଦେହ ପଡ଼ିଥିବା ବେଳେ ତାଙ୍କ ମୋଟରସାଇକେଲ୍ ଘଟଣାସ୍ଥଳ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ […]

ସଂପୂର୍ଣ୍ଣ ପଢନ୍ତୁ
Baleswar E1756640229152

ଗଣେଶ ଭସାଣି ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ଵର: ଗଣେଶ ବିସର୍ଜନ ପରେ ଘଟିଗଲା ଏତେ ବଡ଼ ଅଘଟଣ । କେଡ଼େ ଖୁସିରେ ଗଣେଣ ଭସାଣି ପାଇଁ ଯାଇଥିଲେ । ଡିଜେର ତାଳେ ତାଳେ ନାଚି ନାଚି ଗଣେଶଙ୍କ ବିସର୍ଜନ କରି ଫେରିଥିଲେ । ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଏମିତି କିଛି । ଘରୁ ହସ ଖୁସିରେ ନାଚିକୁଦି ବାହାରିକି ଯାଇଥିବା ମଣିଷଟି ପରିବାର ପାଖକୁ ଶବ ହୋଇ ଫେରିଲେ । ଗଣେଶ ଠାକୁର ଭସାଣିରୁ ଫେରିବା ସମୟରେ ଜେନେରେଟରରୁ ବିଦ୍ୟୁତ ଆଘାତର ଶିକାର […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 31 133640 E17

ଉଚ୍ଚ ସ୍ୱରରେ ସଂଗୀତ ବଜାଇବା ଅଭିଯୋଗରେ ୨୦ ଡିଜେ ଗାଡି ଜବତ

ବାଲେଶ୍ବର: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବ୍ୟବହୃତ ପ୍ରାୟ ୨୦ଟି ଡିଜେ ଗାଡିକୁ ଶବ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରବିବାର ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ବିସର୍ଜନ ଶୋଭାଯାତ୍ରା ସମୟରେ ଗାଡିଗୁଡ଼ିକ ଅତ୍ୟନ୍ତ ଉଚ୍ଚ ସ୍ୱରରେ ସଂଗୀତ ବଜାଉଥିବା ନେଇ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାରଣ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ […]

ସଂପୂର୍ଣ୍ଣ ପଢନ୍ତୁ
Abhijit

ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଖରାପ ! କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

କଟକ : ସ୍ୱନାମ ଧନ୍ୟ କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ଖବର ମିଳିଛି । ତାଙ୍କ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ଆଜି ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ କଟକର […]

ସଂପୂର୍ଣ୍ଣ ପଢନ୍ତୁ
4daf9602 55e1 4fc9 9eb1 Ebcf800d7e3d

କନକପୁର ଦେଉଳି ରାସ୍ତାରେ ଦିନରାତି ପାଣିର ସୁଅ ଛୁଟିଛି, ବିଭାଗୀୟ ଅଧିକାରୀଙ୍କର ନିଘା ନାହିଁ

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, କନକ ପୁର ଦେଉଳି ଗ୍ରାମ ରେ ଆଜକୁ ପ୍ରାୟ ମାସେ ହେଲା, ପାନୀୟଜଳ ଯୋଗାଣ ପାଇପ୍ ଟି ଫାଟି ଯିବାରୁ, ରାସ୍ତା ଉପରେ ଅନବରତ ପାଣିର ସୁଅ ଛୁଟିଛି। ଏଲ୍ ଏନ୍ ଟି କମ୍ପାନୀ ତରଫରୁ ଏହି ପାଇପ୍ ବିଛାଇ କାମ ଅତିନିମ୍ନମାନର ହୋଇଥିବା ବେଳେ, ପାଇପ୍ ବସିବା ବେଳେ ଯେଉଁ ରାସ୍ତା ସବୁ ଖୋଳା ଯାଇଥିଲା, ତାହାର ସଠିକ ପୁନଃ ନିର୍ମାଣ କରାଯାଇନଥିବାରୁ ଏହି ପଞ୍ଚାୟତ ସମେତ ଆଖ ପାଖ […]

ସଂପୂର୍ଣ୍ଣ ପଢନ୍ତୁ