ଟଙ୍କା ନଦେବାରୁ ବେଙ୍ଗାଳୁରୁରେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ : ଟଙ୍କା ନଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ।  ସାଙ୍ଗମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ।  ବେଙ୍ଗାଳୁରୁ ହ୍ୱାଇଟ ଫିଲଡ ଅଞ୍ଚଳରେ ଘଟିଛି ଘଟଣା ।  ମୃତକ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ନାରାୟଣ ମଲ୍ଲିକଙ୍କ ପୁଅ ନିରାକାର ମଲ୍ଲିକ  ।  ବେଙ୍ଗାଳୁରୁରେ ଜଣେ ପ୍ରବାସୀ ଶ୍ରମିକ ଭାବେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ ।  ସେ ବାହାରେ ଖାଇ କେବଳ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ରୁମରେ ରହୁଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା ; କମିଶନରେଟ ପୁଲିସକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ସପ୍ତାହ ଧରି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ପଡ଼ିଛି। ଗୋଟିଏ ସପ୍ତାହ ମଧ୍ୟରେ କଣାସ, ବାଲିଅନ୍ତା, ବାଲିପାଟଣା ଭିଡ଼ ହତ୍ୟା ଘଟିଛି। ତେବେ ବାଲିଅନ୍ତା ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାରେ ଆଜି କମିଶନରେଟ ପୁଲିସ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ସୋମବାର ପୁଲିସ ସେବା ଭବନ ଘେରାଉ କରିଛନ୍ତି। ରାଜ୍ୟରେ ଦିନକୁ ଦିନ ହିଂସା ବୃଦ୍ଧି ପାଉଥିବା ସହ […]

ସଂପୂର୍ଣ୍ଣ ପଢନ୍ତୁ

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ !

ଭୁବନେଶ୍ଵର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ସମ୍ଭାବନା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବା ଆଶା। ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆସିବା ସମ୍ଭାବନା। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦନଯାତ୍ରା ମହୋତ୍ସବର ଉଦଯାପିତ ସନ୍ଧ୍ୟାରେ, ଶୁଭଲକ୍ଷ୍ମୀ ଭଜନ ସନ୍ଧ୍ୟା

ଝଙ୍କଡ଼ :  ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ଗତ ସୋମବାର ଦିନ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଭକ୍ତିସଙ୍ଗୀତ ଆସର ର ପ୍ରଯୋଜକ ପ୍ରଦୀପ କୁମାର ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ, ଉପସ୍ଥାପକ ଭାବେ କ୍ଷୀରୋଦ କୁମାର ଦଳାଇ ଅଂଶଗ୍ରହଣ କରିଥିଲେ l ଏଥିରେ କୁମାର ବାପି, ଲିପି ପରିଡା, କୁମାର ଚିଣ୍ଟୁ […]

ସଂପୂର୍ଣ୍ଣ ପଢନ୍ତୁ

ଇସ୍କନ ପକ୍ଷରୁ ଲଣ୍ଡନରେ ମହାପ୍ରଭୁଙ୍କ ଅଦିନିଆ ସ୍ନାନଯାତ୍ରା

ଭୁବନେଶ୍ବର: ପୁଣି ମହାପ୍ରଭୁଙ୍କୁ ଅସମ୍ମାନ କଲା ଇସ୍କନ। ଲଣ୍ଡନରେ ଆଜି ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ଅଦିନିଆ ସ୍ନାନ ଯାତ୍ରା ଆୟୋଜନ କରାଯାଇଛି । ଲଣ୍ଡନ ନିକଟ ୱାଟଫୋର୍ଡରେ ଥିବା ଇସ୍କନର ଭକ୍ତି ବେଦାନ୍ତ ମନ୍ଦିରରେ ଏହି ସ୍ନାନ ଯାତ୍ରା ହେଉଛି । ଭାରତୀୟ ସମୟ ଅନୁସାରେ ପାଖାପାଖି ଦିନ ଗୋଟାଏ ୪୫ ମିନିଟରେ ଏହି ସ୍ନାନ ଯାତ୍ରା ଆରମ୍ଭ ହେବ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା ପରେ ହାତୀ ବେଶ ମଧ୍ୟ କରାଯିବ ବୋଲି ଇସ୍କନ […]

ସଂପୂର୍ଣ୍ଣ ପଢନ୍ତୁ

ଶେଷହେଲା ଝଙ୍କଡ଼ ସାରଳାଙ୍କ ୨୧ ଦିନବ୍ୟାପି ଚନ୍ଦନ ଯାତ୍ରା, ଲଟାଭଉଁରୀ ଚାପଖେଳ ଦର୍ଶନକଲେ ଶ୍ରଦ୍ଧାଳୁଭକ୍ତ

ଝଙ୍କଡ଼ : ପବିତ୍ର ଅକ୍ଷୟତୃତୀୟା ଠାରୁ, ଆରମ୍ଭ ହୋଇଥିବା ଦୀର୍ଘ ଏକୋଇଶିଦିନ ବ୍ୟାପି ଚନ୍ଦନଯାତ୍ରା ଓ ଚାପଖେଳ ଗତ ଦଶତାରିଖ ରବିବାର ଦିନ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କୁ ଏହିଉପଲକ୍ଷେ ପ୍ରତିଦିନ ମଧ୍ୟାହ୍ନରେ ବଡ଼ସିଂହାର ସମୟରେ ମାଆଙ୍କ ବଡ଼ପଣ୍ଡା ସିଂହାସନ ଉପରେ ମାଆଙ୍କୁ ଚନ୍ଦନ ଲାଗି କରିବାବେଳେ, ଚାମର, ଆଲଟ ପଡୁଥିବାବେଳେ ସେବାୟତ ମାନେ ପଖାଉଜ, ଝାଞ୍ଜ, ଗିନି ବଜାଇ ସେବାଗୀତି ଗାନ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦନଯାତ୍ରା ମହୋତ୍ସବର ନବମସନ୍ଧ୍ୟାରେ ଶ୍ରୀଜଗନ୍ନାଥ ଭଜନ ସନ୍ଧ୍ୟା

ଝଙ୍କଡ଼ :  ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ, କନକପୁର ଠାରେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ର ନବମସନ୍ଧ୍ୟାରେ, ଭୁବନେଶ୍ୱର, ଶ୍ରୀଜଗନ୍ନାଥ ଭଜନ ସନ୍ଧ୍ୟା ର ଖ୍ୟାତନାମା କଳାକାର ମାନଙ୍କ ଦ୍ୱାରା ଏକ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ପ୍ରଯୋଜକ ଅଜୟ କୁମାର ପାଣି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆସର ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ତ୍ରିଲୋଚନ ଦାସ, ସୁଦାମ ମହାପାତ୍ର, ସତ୍ୟଜିତ ବାରିକ, […]

ସଂପୂର୍ଣ୍ଣ ପଢନ୍ତୁ

ଆଇଆଇଟି କ୍ୟାମ୍ପସରେ ହଷ୍ଟେଲ ବାଲକୋନୀରୁ ପଡ଼ି ପିଏଚଡି ଛାତ୍ର ମୃତ

ଭୁବନେଶ୍ୱର : ଆଇଆଇଟି କ୍ୟାମ୍ପସରେ ଅଘଟଣ। ବଏଜ୍ ହଷ୍ଟେଲର ବାଲକୋନୀରୁ ପଡ଼ି ଛାତ୍ର ମୃତ। ଘଟଣା ଘଟିଛି ଗତକାଲି ମଧ୍ୟରାତି ସମୟରେ। ମୃତ ଛାତ୍ର ଜଣକ ହେଉଛନ୍ତି ଆନ୍ଦ୍ରପ୍ରଦେଶର ତନିକୋଣ୍ଡା ନିଶାନ୍ତ କୁମାର। ନିଶାନ୍ତ ସେହି କଲେଜର ପିଏଚଡିର ଛାତ୍ର ଥିଲେ। ସେ ରହୁଥିବା ବ୍ରହ୍ମପୁତ୍ର ହଲର A ବ୍ଲକର ଷଷ୍ଠ ମହଲା ବାଲକୋନୀରୁ ତଳେ ପଡି ଅଚେତ୍ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ କ୍ୟାମ୍ପସରେ ଥିବା ହସ୍ପିଟାଲକୁ ନିଆଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ […]

ସଂପୂର୍ଣ୍ଣ ପଢନ୍ତୁ

ମେଧା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

କଟକ : କଟକ ସଦର ଆୟତପୁର ପଞ୍ଚାୟତ ତରଫରୁ ଚଳିତ ମାଟ୍ରିକ୍ ପରୀକ୍ଷାରେ ଏ – ୧ ଗ୍ରେଡ୍ ପାଇ ସଫଳତା ଆଣିଥିବା ଆୟତପୁର ନୋଡାଲ ହାଇସ୍କୁଲର ଛାତ୍ର ନିର୍ମାଲ୍ୟ ବେହେରା(୫୪୮) ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କନ୍ଦରପୁରର ଛାତ୍ରୀ ରିତୀପ୍ରଜ୍ଞା ବେହେରା(୫୫୭)ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ୱାର୍ଡ ସଭ୍ୟ ଗୋଲେଖ ବିହାରୀ ଲେଙ୍କାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ୱାର୍ଡ ସଭ୍ୟ ସଭ୍ୟା,ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ହୋଇ ୨ ଜଣ ସଫଳ ଛାତ୍ର ଛାତ୍ରୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦନଯାତ୍ରା ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଭଜନସନ୍ଧ୍ୟା ଓ ଭକ୍ତିସଙ୍ଗୀତ ର ଆସର

ଝଙ୍କଡ଼ (୮/୫) :  ପବିତ୍ର ଚନ୍ଦନଯାତ୍ରା ଉପଲକ୍ଷେ ଆୟୋଜିତ ଚନ୍ଦନଯାତ୍ରା ମହୋତ୍ସବ 2026 ର ସପ୍ତମ ସନ୍ଧ୍ୟାରେ ପୁରୀ ଶ୍ରୀକ୍ଷେତ୍ର ର ଭକ୍ତି ସମର୍ପଣ ଭଜନସନ୍ଧ୍ୟା ଓ ଭକ୍ତିରେ ଶ୍ରୀ ଜଗନ୍ନାଥ ମିଳିତ ଆନୁକୂଲ୍ୟରେ ଏକ ମନୋଜ୍ଞ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ଗତ ଶୁକ୍ରବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ, ଗୀତିକାର, ସଂଗୀତଜ୍ଞ ଓ ପ୍ରଯୋଜକ ସନ୍ତୋଷ କୁମାର ମଲ୍ଲିକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ […]

ସଂପୂର୍ଣ୍ଣ ପଢନ୍ତୁ