ପୋଲ ଉପରେ ୩ଫୁଟ୍ ପାଣି ରାଜ୍ୟ August 8, 2026Nagar KhabarLeave a Comment on ପୋଲ ଉପରେ ୩ଫୁଟ୍ ପାଣି Spread the loveବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ରେ ଲଗାଣ ବର୍ଷା। ଧଣ୍ଡାମୁଣ୍ଡା ପଞ୍ଚାୟତ ହରିଶଙ୍କର ତୀର୍ଥ କ୍ଷେତ୍ରକୁ ଯୋଗାଯୋଗ କରୁଥିବା ଶୁଖାଯୋର ପୋଲ ଉପରେ ୩ ଫୁଟ୍ ପାଣି ପ୍ରବାହିତ। ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ିଛି।