ଅଢଙ୍ଗା ଜଗନ୍ନାଥ ମନ୍ଦିରରେ ବିଷ୍ଣୁମଖ ଯଜ୍ଞ ଉଦଯାପିତ

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ ଅନ୍ତର୍ଗତ ପଟିଲୋ ପଞ୍ଚାୟତ ଅନ୍ତର୍ଗତ ଅଢ଼ଙ୍ଗା (ମହିଳୋ ) ସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରପ୍ରତିଷ୍ଠା ର ବାର୍ଷିକଉତ୍ସବ ପାଳନ ଉପଲକ୍ଷେ, ମନ୍ଦିରପ୍ରାଙ୍ଗଣରେ ବିଷ୍ଣୁମଖ ଯଜ୍ଞ ଗତ ଶନିବାରଦିନ ବିଳମ୍ବିତ ରାତ୍ରୀ ରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଦୀର୍ଘ ଦୁଇଦିନଧରି ଘଟସ୍ଥାପନ, ବୈଦିକଋତିନୀତି ରେ ଶ୍ରୀ ଜୀଉ ଙ୍କର ପୂଜାର୍ଚ୍ଚନା, ବିଶ୍ୱକଲ୍ୟାଣ ନିମନ୍ତେ ଯଜ୍ଞରେ ଆହୁତି ପ୍ରଦାନ, ମହାମନ୍ତ୍ରନାମ, ଭଜନସଂକୀର୍ତ୍ତନ, ସାଧୁ […]

ସଂପୂର୍ଣ୍ଣ ପଢନ୍ତୁ

କାର୍ଗିଲ ବିଜୟ ଦିବସ ଅବସରରେ ବୀର ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: କାର୍ଗିଲ ବିଜୟ ଦିବସରେ, ସମଗ୍ର ଦେଶ ଭାରତୀୟ ସେନାର ସୈନିକଙ୍କ ବୀରତ୍ୱ ଏବଂ ସାହସକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ସ୍ମୃତି ନୁହେଁ, ଏହା ଭାରତୀୟ ସେନାର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ ଓ ମାତୃଭୂମି ପ୍ରତି ସର୍ବୋଚ୍ଚ ସମର୍ପଣର ପ୍ରତୀକ । ଏହି ଗୌରବମୟ ଅବସରରେ କାର୍ଗିଲ ଯୁଦ୍ଧର ସମସ୍ତ ବୀର ସହିଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଓ ସାହସୀ […]

ସଂପୂର୍ଣ୍ଣ ପଢନ୍ତୁ
Odisha School Reopening

ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି

ଜଗତସିଂହପୁର: ଲଘୁଚାପଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ଯାତାୟାତ ବ୍ୟାହତ ହେବାର ଆଶଙ୍କା ରହିଥିବାରୁ ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଅନ୍ତା ଭିଡ଼ ହତ୍ୟା ମାମଲା: ସାମ୍ନାକୁ ଆସିଲା ମୃତ ସୌମ୍ୟଙ୍କ ଶେଷ ମେସେଜ୍

ଭୁବନେଶ୍ବର:ବାଲିଅନ୍ତା ଭିଡ଼ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେଲେ ମୃତ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ବାପା ଦୁଶାସନ ସ୍ୱାଇଁ। ୫ ଘଣ୍ଟା ପର୍ଯ୍ୟନ୍ତ ସୌମ୍ୟଙ୍କ ବାପାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଫୋନକୁ କ୍ରାଇମବ୍ରାଞ୍ଚରେ ଦାଖଲ କଲେ ସୌମ୍ୟଙ୍କ ବାପା। ଫୋନରେ ରହିଛି ମୃତ୍ୟୁ ପୂର୍ବରୁ ନିଲମ୍ବିତ ଏଡିଜି ଦୟାଲ ଗଙ୍ଗୱାରଙ୍କ ସହ ସୌମ୍ୟଙ୍କ ମେସେଜ। ଚାର୍ଜସିଟରେ ସୌମ୍ୟଙ୍କ ମୃତ୍ୟୁ ପଛର ଷଡ଼ଯନ୍ତ୍ର ଓ କାରଣକୁ ସାମ୍ନାକୁ ଅଣାଯାଉ। ଆମକୁ ନ୍ୟାୟ ଦିଆଯାଉ। ବୟାନ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି। ଏବେ ସେହି ଦାୟିତ୍ୱ ସହ ତାଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ଏହାସହ ରାଷ୍ଟ୍ରପତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଏହା […]

ସଂପୂର୍ଣ୍ଣ ପଢନ୍ତୁ
Dhar

ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ତୀବ୍ର ଜନଆକ୍ରୋଶ ଓ ବିରୋଧ ପ୍ରଦର୍ଶନ ପରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ”କକ୍ରୋଚ୍ ଜନତା ପାର୍ଟି” (ସିଜେପି), ବିଭିନ୍ନ ଛାତ୍ର ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବି ଓ ଆନ୍ଦୋଳନ ଆଗରେ ନଇଁ ଶେଷରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସିଜେପି ନେତୃତ୍ୱାଧୀନ ଆନ୍ଦୋଳନର ମୁଖ୍ୟ ଦାବି ଥିଲା ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା। ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାପୀଠ଼ରେ ରଥଯାତ୍ରା ପାଲା ମହୋତ୍ସବ ଉଦଯାପିତ

ଝଙ୍କଡ଼  :  ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ରଥଯାତ୍ରା ଉପଲକ୍ଷେ ଆରମ୍ଭ ହୋଇଥିବା ପାଲା କାର୍ଯ୍ୟକ୍ରମ ଗତ ଶନିବାର ରାତିରେ ଉଦଯାପିତ ହୋଇଯାଇଛି, ଜଗତସିଂହପୁର, ସଭାମୂଳ ର ଖ୍ୟାତନାମା ଗାୟକ ଜ୍ଞ୍l ନସିନ୍ଧୁ ସୁବାସ ଚନ୍ଦ୍ର ସେନାପତି ଙ୍କ ସହିତ ବାୟକ ଜୟନ୍ତ କୁମାର ବିଶ୍ୱାଳ ଓ ସହଯୋଗୀ ସଙ୍ଗୀତ ଶୁକଦେବ ଦାସ, ଧ୍ରୁବଚରଣ ବରାଳ, ଅରୁଣ କୁମାର ଦାସ ଓ ରବୀନ୍ଦ୍ର ବାରିକ, ମା ସାରଳା ଙ୍କ ସିଂହଦ୍ୱାର ସମ୍ମୁଖସ୍ଥ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ମହାଭାରତ ସମାଜର ଦର୍ପଣ

ଝଙ୍କଡ :  ଆଦିକବି ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ପୂବପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମାନଙ୍କୁ ନେଇ ସାରଳା ସାହିତ୍ୟ ପରିକ୍ରମା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ସାରସ୍ୱତ ସଂଗଠକ ଝୁଲରାମ ଦାସ ଯୋଗଦେଇ ସାରଳା ମହାଭାରତରେ ସାମାଜିକ ଚଳଣି, ସାମାଜିକ ବିଧିବ୍ୟବସ୍ଥା,କୃଷି ଓ କୃଷକ ବିଷୟରେ ଆଲୋକପାତ କରି ସାରଳା ମହାଭାରତ ସମାଜ ର […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଏକାଡେମୀ ୧୯୯୦ ବ୍ୟାଚ ପକ୍ଷରୁ : ଭଲପାଇବାର ସ୍ମୃତିରେ ଶିକ୍ଷୟିତ୍ରୀ ଅପର୍ଣ୍ଣା ପଣ୍ଡା

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ, ସାରଦା ଏକାଡେମୀ 1990 ବ୍ୟାଚ ର ପୁରାତନ ବିଦ୍ୟାର୍ଥୀ ମାନଙ୍କ ତରଫରୁ, ସହପାଠିନୀ ତଥା ଏକାଡେମୀ ର ଯଶସ୍ବୀ ଶିକ୍ଷୟିତ୍ରୀ ଅପର୍ଣ୍ଣାପଣ୍ଡାଙ୍କ ଏକାଦଶାହ ଉପଲକ୍ଷେ, ବିଦ୍ୟାଳୟର ଐତିହ୍ୟପ୍ରାସାଦ ରେ, ଭଲପାଇବା ର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗତ ପଚିଶ ତାରିଖ ଶନିବାର ଦିନ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଆବାହକ ସାମ୍ବାଦିକ ମନୋଜ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ପଣ୍ଡିତ ବାସବ […]

ସଂପୂର୍ଣ୍ଣ ପଢନ୍ତୁ

୨୬ ଦିନ ପରେ ଅନଶନ ଭାଙ୍ଗିଲେ ୱାଙ୍ଗଚୁକ, ଦେଶରେ ଶାନ୍ତି ବଜାୟ ରଖିବାକୁ ଅପିଲ୍

ନୂଆଦିଲ୍ଲୀ : ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ । ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ । ୨୬ ଦିନ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ଶେଷ କରିଛନ୍ତି ପ୍ରଖ୍ୟାତ ଶିକ୍ଷାବିତ୍ ଓ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ । ଗତକାଲି ବିଳମ୍ବିତ ରାତିରେ ସେ ଅନଶନ ଭାଙ୍ଗିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଡ଼. ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ଦୀର୍ଘ ଆଲୋଚନା ଏବଂ ବିଭିନ୍ନ ଦଳର ପ୍ରାୟ ୬୫ ଜଣ […]

ସଂପୂର୍ଣ୍ଣ ପଢନ୍ତୁ