ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ମାହାଙ୍ଗା  :  କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶତାୟୁ ଶିକ୍ଷାନୁଷ୍ଠାନ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପୁରାତନ ଛାତ୍ର ସଂଘ ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ସମ୍ମାନିତ ବକ୍ତା ଭାବେ ସ୍କୁଲ ଶିକ୍ଷା କମିଟି ସଭାପତି ଶରତ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

ଭୁବନେଶ୍ୱର: ତେଲଙ୍ଗାନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଲୋକଭବନଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ ଓଡ଼ିଶାର ପ୍ରଗତି ଏବଂ ଦେଶର ବିକାଶରେ ରାଜ୍ୟର ଯୋଗଦାନ ବିଷୟରେ ଅବଗତ କରାଇଛନ୍ତି। ମତବିନିମୟ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ କହିଛନ୍ତି, ଗତ କିଛି ବର୍ଷ ହେବ ଓଡ଼ିଶାର ବିକାଶ ଧାରା ଜାରି ରହିଛି। ଓଡ଼ିଶାର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି ଏବଂ ଏହା ରାଜସ୍ୱ ବଳକା […]

ସଂପୂର୍ଣ୍ଣ ପଢନ୍ତୁ

ଦଲାଲ କିମ୍ବା ଏଜେଣ୍ଟଙ୍କୁ ଟଙ୍କା ଦିଅନ୍ତୁ ନାହିଁ, ମୋଟର ଯାନ କିଣା–ବିକା ବେଳେ ସତର୍କ ରହିବାକୁ STAର ପରାମର୍ଶ

କଟକ/ଭୁବନେଶ୍ୱର: ପୁରୁଣା ଯାନବାହନ କିଣା–ବିକା ଦିନକୁ ଦିନ ବୃଦ୍ଧି ପାଉଛି । କ୍ରେତା ଓ ବିକ୍ରେତା ଉଭୟଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ଏସଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବ୍ୟବହୃତ ଗାଡ଼ି ବିକ୍ରି କିମ୍ବା କ୍ରୟ ଯେଉଁ ଡିଲରଙ୍କ ମାଧ୍ୟମରେ କରାଯାଉଛି, ଉକ୍ତ ଡିଲର ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ବାଧ୍ୟତାମୂଳକ । ବିନା ସ୍ୱୀକୃତିରେ କୌଣସି ଡିଲର ଯାନବାହନ କିଣା–ବିକା କରିବା […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ ଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ ଉଦଯାପିତ, ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର ୬।୨: ଭୁବନେଶ୍ୱର ଲୋକସେବା ଭବନରେ ଉଦଯାପିତ ହୋଇଛି ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍ । ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିକଶିତ ଭାରତ ୨୦୪୭ର ସ୍ବପ୍ନକୁ ସରକାର କରିବା ପାଇଁ ହେଲେ ଆମକୁ AI ଉପଯୋଗୀତାରେ ଫାଇନାନ୍ସ ସହ ଟେକ୍ନୋଲୋଜି ଉଭୟର ଆବଶ୍ୟକତା ରହିଛି । ଯାହା ଭାରତ ବର୍ଷରେ ଡିଜିଟାଲ ପେମେଣ୍ଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଆଗକୁ ବଢୁଛି । ଏଭଳି ସ୍ଥିତିରେ […]

ସଂପୂର୍ଣ୍ଣ ପଢନ୍ତୁ

୧୨ ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ବିଜେଡି ନିଜ ସଂଗଠନକୁ ମଜଭୁତ କରିବା ପାଇଁ ଲଗାତାର ସଂଗଠନାତ୍ମକ ସ୍ତରରେ ନୂଆ ନିଯୁକ୍ତି ଦେଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଶୁକ୍ରାବର ୧୨ ଜିଲ୍ଲା ପାଇଁ ନୂଆ କମିଟି ଗଠନ କରିଛନ୍ତି । ବରଗଡ, ରାୟଗଡା, କୋରାପୁଟ, ନୂଆପଡା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ବଲାଙ୍ଗୀର, କଟକ, ମୟୁରଭଞ୍ଜ ୧, ମୟୁରଭଞ୍ଜ ୨ ଓ ଯାଜପୁର ପାଇଁ ନୂଆ କମିଟି ଗଠନ କରାଯାଇଛି । ପୂର୍ବରୁ ଗତ ଡିସେମ୍ବର ୨୭ରେ […]

ସଂପୂର୍ଣ୍ଣ ପଢନ୍ତୁ

ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ, ସରିଲା ବିଡ୍ ଦାଖଲ, ୩ ପର୍ଯ୍ୟାୟରେ ନିର୍ମାଣ ହେବ ୧୧୧ କି.ମି. ରାସ୍ତା

ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ । ଖୋର୍ଦ୍ଧା ରାମେଶ୍ୱରରୁ ଏହି ରାସ୍ତା ବାହାରି ବିଲିପଡା ପର୍ଯ୍ୟନ୍ତ ଯିବ । ଟ୍ଵିନ ସିଟିରୁ କମିବ ଭିଡ଼ । ଖୋର୍ଦ୍ଧାବାସୀ ବି ହେବେ ଉପକୃତ । ବର୍ତ୍ତମାନ ଏହି ପ୍ରକଳ୍ପକୁ ସମସ୍ତ ପ୍ରକାର ମଞ୍ଜୁରୀ ମିଳିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏନଏଚଏଆଇ ସିଜିଏମ ବୀରେନ୍ଦ୍ର ସିଂହ । ସେ କହିଛନ୍ତି, ୧୧୧ କିଲୋମିଟର ଏହି ରାସ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ସଫି ଆଜମ ହେଲେ ନୂତନ ବ୍ଲକ କଂଗ୍ରେସ ସଭାପତି

ଝଙ୍କଡ଼ : ଯୁବ ନେତୃତ୍ୱ ଦ୍ୱାରା ନୂତନ ଆଶା ସଂଚାର କରିବା ସହିତ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦେଉଛି ଜାତୀୟ କଂଗ୍ରେସ | ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ଦେବ ପ୍ରସାଦ ନାୟକ ଅବସ୍ଥାପିତ ହେବା ପରେ ଜିଲ୍ଲା କଂଗ୍ରେସ ଏକ ନୂଆ ଉଦ୍ଦୀପନା ସହିତ ଆଗକୁ ବଢୁ ଥିବା ଦେଖିବାକୁ ମିଳୁଛି | ତୃଣମୂଳ ସ୍ଥରରେ କଂଗ୍ରେସ କୁ ମଜଭୁତ କରିବା ଉଦ୍ଦେସ୍ୟରେ ତିର୍ତ୍ତୋଲ ବ୍ଲକ୍ କଂଗ୍ରେସ ଦଳ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସଫି […]

ସଂପୂର୍ଣ୍ଣ ପଢନ୍ତୁ

କରଞ୍ଜିଆରେ ଅବକାରୀ ବିଭାଗର ଚଢ଼ାଉ: ୭୦ ଲିଟର ମହୁଲି ମଦ ସହ ବାଇକ୍ ଜବତ, ୨ ଗିରଫ

କରଞ୍ଜିଆ: କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଇନ୍ସପେକ୍ଟର ଜୟନ୍ତୀ ଆଚାର୍ଯ୍ୟ ଏବଂ ଓଆଇସି (OIC) ରଶ୍ମି ରଞ୍ଜନ ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ପ୍ରଥମେ କେଝରା ଗ୍ରାମର ଦୁଲୁ ହେମ୍ବ୍ରମ୍‌ଙ୍କ ଉପରେ ଚଢ଼ାଉ କରାଯାଇ ୩୦ ଲିଟର ମହୁଲି ମଦ ସହ ଏକ ହିରୋ ସ୍ପ୍ଲେଣ୍ଡର ମୋଟର […]

ସଂପୂର୍ଣ୍ଣ ପଢନ୍ତୁ

ଗାଁ ଦାଣ୍ତରେ ଚାଲିଚାଲି ଗଲେ ରାଷ୍ଟ୍ରପତି

ବାରିପଦା : ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଦ୍ବିତୀୟ ଦିବସରେ ରାଷ୍ଟ୍ରପତି ପାହାଡପୁର ଗସ୍ତ କରିଛନ୍ତି। ପାରମ୍ପରିକ ନୂତ୍ୟ ଓ ବାଦ୍ୟଯନ୍ତ୍ର ରେ ପାହାଡପୁରବାସୀ ସ୍ବାଗତ କରିଛନ୍ତି। ସେଠାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେ​‌ବେ ରାଷ୍ଟ୍ରପତି । ସେ ନିଜେ ନିର୍ମାଣ କରିଥିବା ପାହାଡପୁର SLS ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂ ରେ ଭାଗ ନେଇଥିଲେ। ପରେ ମୁର୍ମୁ ଛକରେ ନିର୍ମାଣ କରାଯାଇଥିବା ନିଜ ସ୍ବାମୀଙ୍କ ପ୍ରତିମୃର୍ତ୍ତୀକୁ ରେ ମାଲ୍ୟାର୍ପଣ କରିଛନ୍ତି। ସେଠାର […]

ସଂପୂର୍ଣ୍ଣ ପଢନ୍ତୁ
Govt Of Odisha

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଦେଓରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସର ଅତିରିକ୍ତ ଦାୟିତ୍ବ ମିଳିଛି । ବତ୍ତର୍ମାନ ଉନ୍ନୟନ କମିଶନର ଅଛନ୍ତି ଦେଓରଞ୍ଜନ । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବେଳେ, ସେ ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ୍ୟ ରହିବେ। ବିଷ୍ଣୁପଦ ସେଠୀ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ହୋଇଛନ୍ତି । ବିଷ୍ଣୁପଦ ସେଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ