ପିଏମ୍ ମୋଦୀଙ୍କ ସହ କଥା ହେଲେ ନେତାନ୍ୟାହୁ: ଇସ୍ରାଏଲ୍ ସ୍ୱାଧୀନତା ଦିବସରେ ସ୍ମିତ୍ ମଚ୍ଛାରଙ୍କ ସହ ମଶାଲ ଜାଳିବାକୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଇସ୍ରାଏଲର ସ୍ୱାଧୀନତା ଦିବସ ଅବସରରେ ପିଏମ୍ ମୋଦୀଙ୍କୁ ଭାରତୀୟ ଫାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସହ ମିଶି ମଶାଲ ଜାଳିବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି । ନେତାନ୍ୟାହୁ ନିଜେ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏକ୍ସରେ ସେ ଲେଖିଛନ୍ତି, “ମୁଁ ମୋର ବନ୍ଧୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା […]

ସଂପୂର୍ଣ୍ଣ ପଢନ୍ତୁ

ମରାଠା ଆରକ୍ଷଣ ଆନ୍ଦୋଳନ: ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମନୋଜ ଜାରଙ୍ଗେ

ମୁମ୍ବାଇ: ମରାଠା ଆରକ୍ଷଣ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ପୁଣି ବିବାଦ ତୀବ୍ର ହୋଇଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ସାଙ୍ଗୀନ ଅଭିଯୋଗ ଆଣିଛନ୍ତି ମରାଠା ଆରକ୍ଷଣ ଆନ୍ଦୋଳନର ପ୍ରମୁଖ ନେତା ମନୋଜ ଜାରଙ୍ଗେ ପାଟିଲ । ଏହି ଆନ୍ଦୋଳନ ବନ୍ଦ କରିବାକୁ ଏକନାଥ ସିନ୍ଦେ ବିଜେପି ପାଖରୁ ୫୦୦ କୋଟି ଟଙ୍କା ନେଇଛନ୍ତି ବୋଲି କହିଛନ୍ତି ମନୋଜ । ଏନେଇ ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ସୂଚନା ଦେଇଥିବା ନେଇ ସେ ଦାବି କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ-ଏନସିଆରରେ ଲାଗୁ ହେଲା GRAP-I କଟକଣା, AQI-300 ପାର

ନୂଆଦିଲ୍ଲୀ: ଦଶହରା ନ ସରୁଣୁ ଦିଲ୍ଲୀର ବାୟୁ ମାନ ଖରାପ ହେବାରେ ଲାଗିଛି। ଋତୁ ବଦଳିବା ସବ ବାୟୁର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିବାକୁ ଲାଗିଲାଣି। ଦିନରେ ଖରା ଓ ରାତିରେ ହାଲୁକା ଥଣ୍ଡା ମଧ୍ୟରେ ପ୍ରଦୂଷଣ ସ୍ତର ଦ୍ରୁତ ବଢୁଛି। ଦିଲ୍ଲୀ ଏନସିଆର ଅନ୍ତର୍ଗତ ଅନେକ ଅଞ୍ଚଳର ବାୟୁମାନ ସୂଚକାଙ୍କ ୩୦୦ ପାର କରିଯାଇଛି, ଅର୍ଥାତ ଖରାପ ଶ୍ରେଣୀରେ ରେକର୍ଡ ହୋଇଛି। ଏଣୁ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଆଲର୍ଟ ମୋଡକୁ ଆସିଯାଇଛି ଓ […]

ସଂପୂର୍ଣ୍ଣ ପଢନ୍ତୁ

ସାତ ଦିନ ପରେ ସୌରଭ ଓ ଆଶୁତୋଷଙ୍କୁ ମିଳିଲା ଜାମିନ, ମୁକ୍ତ କରିବାକୁ ଆଦେଶ ଦେଲେ SEM କୋର୍ଟ

ନୂଆଦିଲ୍ଲୀ: ସାତ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ଶେଷରେ ଜାମିନ ପାଇଛନ୍ତି କକରୋଚ୍ ଜନତା ପାର୍ଟି(CJP)ର ସହ ସଂଯୋଜକ ଆଶୁତୋଷ ରାଙ୍କା ଓ ସୌରଭ ଦାସ। ବୁଧବାର ଚାଲିଥିବା ମାରାଥନ ଶୁଣାଣି ପରେ ଦିଲ୍ଲୀ ସ୍ଵତନ୍ତ୍ର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ(SEM) ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଏମିତି ସମୟରେ ମିଳିଛି ଯେତେବେଳେ ଉଭୟ ଦିଲ୍ଲୀ ହାଇକୋର୍ଟରେ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ। ଆଜି ହୋଇଥିବା ଶୁଣାଣି ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ

ଫ୍ରାନ୍ସ ଆନ୍ଦୋଳନରେ ନୂଆ ନାରା’ବିସ୍‌ମିଲ୍ଲା ସେ ଲେ ତେନେବ୍ରେ’: ଏହି ଭାଇରାଲ୍ ସ୍ଲୋଗାନ୍‌ର ପ୍ରକୃତ ଅର୍ଥ କ’ଣ ?

ନୂଆଦିଲ୍ଲୀ: ଫ୍ରାନ୍ସରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ଗଣ ଆନ୍ଦୋଳନର ରୂପ ନେଇଛି । ଆନ୍ଦୋଳନରେ ବର୍ବରତା ଏବଂ ହିଂସାକାଣ୍ଡ ଘଟଣା ଘଟୁଛି । ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ଏକ ନାରା ବା ସ୍ଲୋଗାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆନ୍ଦୋଳନକାରୀ ନାରା ଦେଉଛନ୍ତି, ‘Bismillah c’est les ténèbres’(ବିସ୍‌ମିଲ୍ଲା ସେ ଲେ ତେନେବ୍ରେ) । ଫ୍ରାନ୍ସରେ ଶିକ୍ଷା ବଜେଟ୍‌ ହ୍ରାସ, […]

ସଂପୂର୍ଣ୍ଣ ପଢନ୍ତୁ

ରାଜନୀତିକୁ ଓହ୍ଲାଇବେ ଧନୁଶ ! AIADMKରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା

ତାମିଲନାଡୁ ରାଜନୈତିକ ଦଳ ଏଆଇଏଡିଏମ୍‌କେ(AIADMK)ରେ ଯୋଗ ଦେଇପାରନ୍ତି ସିନେମା ସୁପର ଷ୍ଟାର ଧନୁଶ। ଅଭିନେତା ତାଙ୍କ ଅଫିସିଆଲ୍ ଫ୍ୟାନ କ୍ଲବର ନାଁ ପରିବର୍ତ୍ତନ କରି ଧନୁଶ ନରପାନୀ ଇୟକ୍କମ(ଧନୁଶ କଲ୍ୟାଣ ଆନ୍ଦୋଳନ) କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଧୁନୁଶ ଏବେ ରାଜନୀତିକୁ ଓହ୍ଲାଇପାରନ୍ତି ବୋଲି ତାମିଲନାଡୁରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଲୋକେ ଏଥିପାଇଁ ଚର୍ଚ୍ଚା କରୁଛନ୍ତି କାରଣ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଜୋସେଫ ବିଜୟ ମଧ୍ୟ ସମାନ ଢଙ୍ଗରେ ରାଜନୀତିକୁ ଆସିଥିଲେ। ସେ ୨୦୦୯ରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରିୟାଗୋଲ୍ଡ ବିସ୍କୁଟରେ ଗୋଖାଦ୍ୟ, କ୍ଷୀରରେ ଡିଟରଜେଣ୍ଟ ! ୩ ବଡ଼ କମ୍ପାନୀ ବିରୋଧରେ FSSAIର ଆକ୍ସନ

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରୁଥିବା ଅସାଧୁ ବ୍ୟବସାୟୀ ଓ କମ୍ପାନୀଗୁଡ଼ିକ ବିରୋଧରେ ଦେଶର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା ସଂସ୍ଥା FSSAI (Food Safety and Standards Authority of India) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ପ୍ରିୟାଗୋଲ୍ଡ ବିସ୍କୁଟ, ଡୋଡଲା ଡାଏରୀ ଏବଂ ୟୁଇଆଇଆର୍ (UEIR) ଅର୍ଗାନିକ ଫୁଡ୍ସ ଭଳି ୩ଟି ବଡ଼ ବ୍ରାଣ୍ଡ୍ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ବିସ୍କୁଟରେ ଗୋରୁ ଗାଈ ଖାଉଥିବା ଚୋକଡ଼, କ୍ଷୀରରେ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ୍‌ରେ ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୮ ରେକର୍ଡ

ନୂଆଦିଲ୍ଲୀ ୧୭।୧୦; ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା। ଭାରତର କିଛି ସ୍ଥାନରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲ ଭୂକମ୍ପର ତୀବ୍ରତା ୫.୮ ଥିଲା, ଏହାର କେନ୍ଦ୍ରସ୍ଥଳ ଥିଲା ପାକିସ୍ତାନରେ । ଭୂମିକମ୍ପ ପର୍ଯ୍ୟବେକ୍ଷଣ ସଂସ୍ଥା ରିପୋର୍ଟ କରିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ କେନ୍ଦ୍ରୀୟ ବେଲୁଚିସ୍ତାନର ଖୁଜଦାର ସହର ନିକଟରେ ଥିଲା। ନିକଟବର୍ତ୍ତୀ ଅନେକ ଜିଲ୍ଲାରେ ଝଟକା ଅନୁଭୂତ ହୋଇଥିଲା, ଯାହା ଫଳରେ ସତର୍କତା ସ୍ୱରୂପ ବାସିନ୍ଦାମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ମହେଲା ଜୟବର୍ଦ୍ଧନେ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ଶ୍ରୀଲଙ୍କାର କିମ୍ବଦନ୍ତି ଖେଳାଳି ମହେଲା ଜୟବର୍ଦ୍ଧନେ। ଏନେଇ ଶନିବାର ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାଞ୍ଜାଇଜ୍ ସହ ୧୦ ବର୍ଷର ସମ୍ପର୍କ ତୁଟାଇ ସେ ପଦ ଛାଡ଼ିଥିବା ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ସୂଚନା ଦେଇଛି। ୨୦୧୭ ଆଇପିଏଲ୍‌ ପାଇଁ ସେ ଆଉ ମୁଖ୍ୟ କୋଚ ହେବେ ନାହିଁ।   ଜୟବର୍ଦ୍ଧନେ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଦଳର ମୁଖ୍ୟ କୋଚ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ଗୋଟିଏ ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ଅଟୋମୋବାଇଲ୍ ସେକ୍ଟରରେ ଏଲନ ମସ୍କଙ୍କ ଚମତ୍କାର, ଉଡ଼ନ୍ତା କାର୍ର ଡେମୋ ଦେଖାଇଲା ଟେସ୍ଲା

ନୂଆଦିଲ୍ଲୀ: ବିଶ୍ୱର ୧ ନମ୍ବର ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ କାର୍ କମ୍ପାନି ‘ଟେସଲା’ ପୁଣି ଥରେ ଅଟୋମୋବାଇଲ୍ ଜଗତରେ ହଇଚଇ ସୃଷ୍ଟି କରିଛି । କାରଣ ଟେସଲା ଏହାର ‘ରୋଡଷ୍ଟର’ (Roadster) ସେକେଣ୍ଡ ଜେନେରେସନ୍ ଇଲେକ୍ଟ୍ରିକ୍ କାରର ଏକ ସ୍ୱତନ୍ତ୍ର ଡେମୋ ପ୍ରଦର୍ଶନ କରିଛି । ଏହାର ବିଶେଷତ୍ବ ହେଉଛି, ଏହା ଏକ ଉଡ଼ନ୍ତା କାର୍ । କମ୍ପାନି ଦେଖାଇଥିବା ଡେମୋରେ ଗାଡ଼ିଟି ଆକାଶରେ ଉଡ଼ିବା ସହ ଚମତ୍କାର ଷ୍ଟଣ୍ଟ ଦେଖାଇ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ […]

ସଂପୂର୍ଣ୍ଣ ପଢନ୍ତୁ