ଜାତିସଂଘରେ ଚୀନ୍‌ ପାଇଁ ସଙ୍କଟ: ସୁରକ୍ଷା ପରିଷଦର ସଦସ୍ୟ ହୋଇପାରେ ଫିଲିପାଇନ୍ସ

ମାନିଲା: ଦକ୍ଷିଣ ଚୀନ୍ ସାଗରରେ ଦାଦାଗିରି ଦେଖାଉଥିବା ଚୀନ୍‌ ପାଇଁ ଏବେ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଚୀନ୍‌ ପଡୋଶୀ ଦେଶ ଭିଏତନାମ, ଫିଲିପାଇନ୍ସ, ଜାପାନ ଏବଂ ତାଇୱାନକୁ ଭୟଭୀତ କରିବାରେ ବ୍ୟସ୍ତ ଅଛି। ଚୀନ୍‌ର ଏହି ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଫିଲିପାଇନ୍ସକୁ ବର୍ତ୍ତମାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ କରାଯିବା  ପାଇଁ ଯୋଜନା କରାଯାଉଛି। ଚୀନ୍ ଏବଂ ଫିଲିପାଇନ୍ସ ମଧ୍ୟରେ ଅନେକ ଥର ସମୁଦ୍ରରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ଆୟକର ସମ୍ପର୍କିତ କାଗଜପତ୍ର କରୁଛନ୍ତି ଯାଞ୍ଚ

ସମ୍ବଲପୁର : ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍ ।  ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଧନକଉଡ଼ାର ଏକ ଭଡା ଘରେ ଏହି ରେଡ କରାଯାଉଛି ।  ଲଗାତାର ୩ ଦିନ ଧରି ଆୟକର ବିଭାଗର ଅଧିକାରୀମାନେ ଏହି ରେଡ୍ କରୁଛନ୍ତି। ଆଜି ସକାଳୁ ଚତୁର୍ଥ ଦିନରେ ବି ରେଡ୍ କରୁଛନ୍ତି । ୩ଦିନ ଧରି ଆୟକର ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଥିବା ବେଳେ ବ୍ରଜଙ୍କ ସମ୍ପତ୍ତି ଆୟର ସୂତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ବଢୁଛି ନବଙ୍କ ହତ୍ୟାକାଣ୍ଡ ଦ୍ବନ୍ଦ୍ବ: ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ରହିଛି ୨୩ର ସେ ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ । ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଯାହାକୁ ନେଇ ଏବେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଉଠିଛି ପ୍ରଶ୍ନ । ଏବେ ଗଣମାଧ୍ୟମରେ ନବ ଦାସଙ୍କ ହତ୍ୟା କାଣ୍ଡ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚାକୁ ନେଇ, ଏବେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି […]

ସଂପୂର୍ଣ୍ଣ ପଢନ୍ତୁ

ଗାଜାର କରୁଣ ଦୃଶ୍ୟ: ଭଙ୍ଗାଘର ତଳେ ମଣିଷ କଙ୍କାଳ

ଗାଜା: ଗାଜାରେ ଅସ୍ତ୍ରବିରତି ଘୋଷଣା ପରେ ଯୁଦ୍ଧ ବିରାମ ଘୋଷଣା ପରେ ଇସ୍ରାଏଲ୍ ସେନା ପ୍ରତ୍ୟାହାର କରିଛି। ୧୫ ମାସ ପରେ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି। ସେମାନେ ଇସ୍ରାଏଲର ଆକ୍ରମଣ ଯୋଗୁ ସାମରିକ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହୋଇଥିଲେ। ଗାଜାବାସୀ ୧୫ ମାସ ପରେ ନିଜ ଭିଟାମାଟିକୁ ଫେରି ଖୁସି, କିନ୍ତୁ ବିନାଶର ଦୃଶ୍ୟ ସେମାନଙ୍କୁ ମର୍ମାହତ କରିଛି। ସେମାନେ ଏବେ ଚାରିଆଡେ କେବଳ ଆବର୍ଜନା ଗଦା ଦେଖୁଛନ୍ତି। ଯେଉଁଠାରେ ସେମାନଙ୍କ ଘର, ଦୋକାନ, […]

ସଂପୂର୍ଣ୍ଣ ପଢନ୍ତୁ

ଏସସିବିରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୨ଜଣ ଅଟକ

କଟକ : କଟକ ଏସସିବିରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ।  କାଜୁଆଲଟି ମେଡିକାଲ ଅଫିସରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।  ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।  ଏନେଇ ଏସସିବି ଫାଣ୍ଡିରେ ଅଭିଯୋଗ ପରେ ୨ଜଣଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ତିନି ଜଣ ଏସସିବି କାଜୁଆଲିଟ ଆସିଥିଲେ ।  କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସା ପାଇଁ ଆସିଥିଲେ।  […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୨୪ରୁ ପିଏମ୍ ଆବାସ ସର୍ଭେ

ଭୁବନେଶ୍ବର: ଆଉ ନାହିଁ ବିଜ ପକ୍କାଘର । ଏଥର ପିଏମ୍ ଆବାସରେ ଘର ପାଇଁ ସହାୟତା ଯୋଗାଇବେ ରାଜ୍ୟ ସରକାର । ଯାହାକୁ ନେଇ ଆସନ୍ତା ୧୪ରେ ପିଏମ ଆବାସ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଏନେଇ ମନ୍ତ୍ରୀ କହିଛନ୍ତି, ଉଭୟ ଅଫଲାଇନ ଏବଂ ଅନଲାଇନରେ ହିତାଧିକାରୀ ଆବେଦନ କରିପାରିବେ । ଏଥିପାଇଁ ଆସନ୍ତା ୨୪ରେ ଆବାସ ପୋର୍ଟାଲ ଲଞ୍ଚ କରିବା ରାଜ୍ୟସରକାର । ଏହି ସର୍ଭେ ଦେଢରୁ […]

ସଂପୂର୍ଣ୍ଣ ପଢନ୍ତୁ

ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ

କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏହା ସହିତ, କୋର୍ଟ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। କୋର୍ଟ ରାୟ ଦେବା ପୂର୍ବରୁ ମୃତକଙ୍କ ବାପା ଦୋଷୀକୁ ସର୍ବାଧିକ ଦଣ୍ଡ ଦେବାକୁ ଦାବି କରିଥିଲେ। ସିଆଲଦା କୋର୍ଟର ବିଚାରପତି ଜାନୁଆରୀ ୧୮ତାରିଖରେ ସ୍ପଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ

କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ।  ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣି ବହୁଳ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । କେନ୍ଦ୍ର ଖଣିଜ ସମ୍ପଦ ମନ୍ତ୍ରୀ ଜି.କିଶନ ରେଡ୍ଡୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।  ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ପୂରଣ ହେବ ନୂଆ ଦୁଇ ହଜାର ଟ୍ରାଫିକ୍ ପୋଲିସ ପଦବୀ

ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଡ଼କ ଦୁର୍ଘଟଣା, ସାଇବର ଅପରାଧ ରୋରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଡକ ଦୁର୍ଘଟଣା କମ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ଗୁରୁତ୍ୱ ଦିଆଯାଇଛି। ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ […]

ସଂପୂର୍ଣ୍ଣ ପଢନ୍ତୁ

ଅଂଶୀଦାରଙ୍କ ସହ ଆଲୋଚନା କଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତରେ ଆସି ଆଜି ଖଣି ଏବଂ କୋଇଲା ଶିଳ୍ପ ସହିତ ଜଡିତ ବିଭିନ୍ନ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ଶିଳ୍ପ ସଂଘର ଅଂଶୀଦାରମାନଙ୍କ ସହିତ ଏକ ପାରସ୍ପରିକ ଆଲୋଚନା କରିଥିଲେ। ଭୁବନେଶ୍ୱରସ୍ଥିତ ନାଲକୋ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀଙ୍କ ସହିତ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଭି.ଏଲ. କାନ୍ଥା ରାଓ ଏବଂ କୋଇଲା ଓ ଖଣି […]

ସଂପୂର୍ଣ୍ଣ ପଢନ୍ତୁ