ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା, ସିବିଆଇ ତଦନ୍ତ ପାଇଁ ଲିଖିତ ଦେବୁ ବୋଲି କହିଲେ ଦୀପାଳି
ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ CBI ତଦନ୍ତ ପାଇଁ ଲିଖିତ ଦେବୁ। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଝିଅ ଦୀପାଳି ଦାସ। ଏନେଇ ପରିବାର ସହ ଆଲୋଚନା ହୋଇଛି। ଆଗାମୀ ସମୟରେ ଲେଖିକି ଦେବୁବୋଲି କହିଛନ୍ତି ଦୀପାଳି। ଆମ ପକ୍ଷରୁ ତଦନ୍ତ ପାଇଁ ସବୁପ୍ରକାର ସହଯୋଗ କରିବୁ। ଯେତେବେଳେ କିଛି କହୁନଥିଲି ଆକ୍ଷେପ କରୁଥିଲେ। କହିବା ପରେ ଲେଖିକି ଦେବାକୁ କହୁଛନ୍ତି ବୋଲି କହିଛନ୍ତି ଦୀପାଳି। […]
ସଂପୂର୍ଣ୍ଣ ପଢନ୍ତୁ