ଖାଲିଦା ଜିଆଙ୍କୁ ଖଲାସ କଲା ବାଂଲାଦେଶ ସୁପ୍ରିମକୋର୍ଟ

ଢାକା: ଦୁର୍ନୀତି ମାମଲାରେ ବାଂଲାଦେଶ ହାଇକୋର୍ଟ ବାଂଲାଦେଶ ନ୍ୟାସନାଲିଷ୍ଟ୍‌ ପାର୍ଟି (ବିଏନ୍‌ପି)ର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ (୭୯)ଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଆଜି ଦେଶର ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଖଲିଦା ଜିଆ, ଆୱାମୀ ଲିଗ୍‌ର ନେତ୍ରୀ ତଥା ଗାଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ତୀବ୍ର ବିରୋଧୀ ଭାବେ ବେଶ୍‌ ପରିଚିତ। ଶେଖ୍‌ ହସିନାଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ, ୮ ଫେବ୍ରୁଆରି ୨୦୧୮ରେ ଖାଲିଦା ଗିରଫ […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇରୁ ଅଧିକ ସନ୍ତାନ ଥିଲେ ହିଁ ପଞ୍ଚାୟତ, ପୌର ନିର୍ବାଚନ ଲଢିପାରିବ : ଚନ୍ଦ୍ରବାବୁ

ବିଶାଖାପାଟଣା: ଦିନ ଥିଲା ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ କିମ୍ବା ପୌର ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉନଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି । ଏବେ ଅଧିକ ସନ୍ତାନ ଥିବା ଲୋକଙ୍କୁ ହିଁ ନିର୍ବାଚନ ଲଢିବାକୁ ଅନୁମତି ମିଳିବାକୁ ଯାଉଛି । ଆନ୍ଧ୍ରପ୍ରଦେଶରେ ଏବେ ଲାଗୁ ହେବ ଏକ ନିଆରା ନିୟମ । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଏପର୍ଯ୍ୟନ୍ତ କମ୍ ସନ୍ତାନ ଜନ୍ମ ପାଇଁ ନୀତି ଗ୍ରହଣ କରାଯାଉଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶରେ ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ସୈଫ୍‌ଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତନାଘନା, କର୍ମଚାରୀଙ୍କ ମୋବାଇଲ୍ ଜବତ

ନୂଆଦିଲ୍ଲୀ ୧୬।୦୧: ସୁପରଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ଭୟଭୀତ ବଲିଉଡ । ରାତି ୨ଟାରେ ଦୁର୍ବୃତ୍ତ ଅଭିନେତାଙ୍କୁ କରିଥିଲା ଆକ୍ରମଣ । ଏହାପରେ ସୈଫ୍‌ଙ୍କୁ ଲୀଳାବତୀ ହସ୍ପିଟାଲ୍‌ରେ କରାଯାଇଥିଲା ଭର୍ତ୍ତି । ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ସୈଫଙ୍କ ଅପରେସନ । ତାଙ୍କ ଶରୀରରେ ୬ଟି ସ୍ଥାନରେ କ୍ଷତଚିହ୍ନ ଥିବା କହିଛନ୍ତି ଡାକ୍ତର । ସୈଫଙ୍କ ପିଠି ଓ ହାତରେ ଲାଗିଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼

ମୁମ୍ଵାଇ ୧୬।୦୧; ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ । ମୁମ୍ୱାଇର ବାନ୍ଦ୍ରା ସ୍ଥିତ ଘରେ ପଶି ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଛି ଦୁବୃର୍ତ୍ତ ।୨ରୁ ତିନି ଥର ଛୁରୀରେ ଆଘାତ କରିଥିଲେ। ଯାହା ମଧ୍ୟରୁ ଦୁଇଟି ଗଭୀର ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । ସେପଟେ ଘଟଣାରେ ବାନ୍ଦ୍ରା ପୋଲିସ ମାମଲା ରୁଜୁ କରି ପୁଙ୍ଖାନୁପୁଙ୍ଖ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ବଡ଼ ଭେଟି, ୮ମ ବେତନ ଆୟୋଗ ଗଠନକୁ ମଞ୍ଜୁରି

ନୂଆଦିଲ୍ଲୀ: ମୋଦୀ ସରକାର ଗୁରୁବାର କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି । କେନ୍ଦ୍ରର ମୋଦୀସରକାର ଅଷ୍ଟମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶର କୋଟି କୋଟି ସରକାରୀ କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ସଂଶୋଧନ ପାଇଁ ସରକାର ୮ମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ

ଭୟର କାରଣ ନାହିଁ: ଏଚ୍ଏମ୍‌ପିଭି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚ୍ଏମ୍‌ପିଭି)ର କୌଣସି ସମ୍ଭାବ୍ୟ ମାମଲା ପାଇଁ ପ୍ରସ୍ତୁତି ଆକଳନ କରିବା ଲାଗି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.। କମିସନର-କମ୍-ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କୁହାଯାଉଛି ଯେ, ଭୟ ଅବା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଏଚ୍ଏମ୍‌ପିଭି ମାମଲା ଚିହ୍ନଟ ହୋଇନାହିଁ। […]

ସଂପୂର୍ଣ୍ଣ ପଢନ୍ତୁ

ନନ୍ଦନକାନନରେ ଆଖିବୁଜିଲା ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକ, ୨୭କୁ ଖସିଲା ସଂଖ୍ୟା

ବାରଙ୍ଗ ୧୫।୧: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ ହୋଇଛି । ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଅସୁସ୍ଥ ହେବା ପରେ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଉଥିଲା । ତେବେ ଏହି ଧଳା ଶାବକର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସାନଥ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍, ସୁରକ୍ଷିତ ଉଦ୍ଧାର ହେଲେ ୮ ଯାତ୍ରୀ

ଚାନ୍ଦବାଲି ୧୫।୧: ଭଦ୍ରକ ଜିଲ୍ଲା ଧାମରା ଠାରେ ଏକ ମାଛ ଧରା ଟ୍ରଲରକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବୋଟ ବୁଡ଼ିଯାଇଛି । ୮ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଯାତ୍ରୀବାହୀ ବୋଟ ୮ଜଣ ଯାତ୍ରୀଙ୍କୁ ଧରି ଚାନ୍ଦବାଲିରୁ ଧାମରା ଆସିଥିଲା । ସମ୍ପୃକ୍ତ ଯାତ୍ରୀବାହୀ ବୋଟ ଚାଳକଙ୍କ ଅସାବଧାନତା ଯୋଗୁ ସମ୍ପୃକ୍ତ ଚାଳକ ନିଜର ବୋଟ୍‌କୁ ନେଇ ଏକ ମାଛଧରା ଟ୍ରଲରରେ ଧକ୍କା ଦେଇ ସେହି ସ୍ଥାନରେ ବୁଡ଼ିଯାଇଥିଲା । ମାଛ ଧରା ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୮ ଜଣ ବୋଟ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି

ଝାରସୁଗୁଡ଼ା: ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ବାପା ନବ ଦାସଙ୍କୁ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଏବଂ ଭାଇ ବିଶାଲଙ୍କୁ ଛତିଶଗଡ଼ରେ ଅଟକ ରଖିବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଛନ୍ତି ଦୀପାଳି। ସେ କହିଛନ୍ତି ‘‘ମିଡିଆରେ ଏକତରଫା ଖବର ପରିବେଷଣ ହେଉଛି। ମୋ ଉପରେ, ମୋ ପରିବାର ଉପରେ ଆକ୍ଷେପ କରୁଛନ୍ତି। ଗଣମାଧ୍ୟମ ଟିପ୍ପଣୀ ଆମକୁ ଆଘାତ ଦେଉଛି। ବିଜେପି ନେତାମାନେ ନାନା ପ୍ରଶ୍ନ ଉଠାଉଛନ୍ତି ଯେ, ମୁଁ କାହିଁକି ସିବିଆଇ ତଦନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଓଏଏସ୍ ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ନିଯୁକ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ଉପ ଜିଲ୍ଲାପାଳ ପଦ୍ମ ଚରଣ ସାହୁଙ୍କୁ ବର୍ତ୍ତମାନ କ୍ରୀଡା ଏବଂ ଯୁବ ସେବା ଉପ ସଚିବ ଭାବରେ ନିଯୁକ୍ତ କରାଯାଇଛି। । କେନ୍ଦୁଝର ଆନନ୍ଦପୁରର ଅତିରିକ୍ତ ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଭାବରେ ଦାୟିତ୍ବ ଦିଆଯାଇଛି। ଏହା ସହିତ ତାଙ୍କୁ ପୁରୀ […]

ସଂପୂର୍ଣ୍ଣ ପଢନ୍ତୁ