Sand

୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ

ଭୁବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ । ତେବେ ରାଜଧାନୀ ଉପକଣ୍ଠ ସମେତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲ୍ଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି […]

ସଂପୂର୍ଣ୍ଣ ପଢନ୍ତୁ
Rastra

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୟାଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସୁଛନ୍ତି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଆଜି ନୟାଗଡ ଜ଼ିଲ୍ଲାପାଳ, ନୟାଗଡ SP, ADG, ସେଣ୍ଟ୍ରାଲ IG ଏବଂ ଖଣ୍ଡପଡା ବିଧାୟକ ପ୍ରମୁଖ ଉପସ୍ଥିତ ରହି ମହାମହିମଙ୍କ ଗସ୍ତର ପ୍ରସ୍ତୁତି ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
1 1 E1742724360143 750x375 1

ଭିନ୍ନ ମୋଡ଼ ନେଲା ବିବାଦ; ଯୁବତୀଙ୍କୁ ଗ୍ରହଣ କଲେ ଓଏଏସ୍ ଅଫିସରଙ୍କ ପରିବାର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କ ପ୍ରେମ ବ୍ୟାପାରରେ ପଡିଲା ପୂର୍ଣ୍ଣଚ୍ଛେଦ। ଜଗତସିଂପୁରର ଜଣେ (ଓଏଏସ୍) ଅଧିକାରୀଙ୍କ ପରିବାର ସଦସ୍ୟମାନେ ବହୁ ବାଦବିବାଦ ପରେ ଆଦିବାସୀ ଯୁବତୀଙ୍କୁ ଘରର ବୋହୂ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ଯାହାକୁ ସେ ପ୍ରାୟ ତିନି ମାସ ପୂର୍ବେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିବା ପରେ ପରିତ୍ୟାଗ କରିଥିଲେ ବୋଲି ଅଭିଯୋଗ ହୋଇଛି। ଜଗତସିଂପୁର ଜିଲ୍ଲାର ଆଲବର୍ଟ ହାଂସଦା କେନ୍ଦୁଝରର ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ […]

ସଂପୂର୍ଣ୍ଣ ପଢନ୍ତୁ
Rains 640x426

ଆଉ ୨ ଦିନ ବର୍ଷିବ, ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ

ଭୁବନେଶ୍ୱର : ଆଉ ୨ ଦିନ ବର୍ଷିବ। ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ମୂଷଳଧାରାରେ ବର୍ଷା ହୋଇଛି ।  ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ […]

ସଂପୂର୍ଣ୍ଣ ପଢନ୍ତୁ
Argusnews Ganjam Liquor Case Har

ମହାନଦୀ ଜଳ ବିବାଦ: ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା

ଭୁବନେଶ୍ଵର: ମହାନଦୀ ଜଳ ବିବାଦ । ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା । ବିଜେଡିକୁ ଭର୍ତ୍ସନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ଶାସନରେ ଥିଲା ବେଳେ ସମାଧାନ ପାଇଁ ଆଲୋଚନାକୁ ଗଲେନି । ୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ । କିନ୍ତୁ ଥରେ ମାତ୍ର ଆଲୋଚନାକୁ ଗଲେ, ଆଉ ଦୁଇ ଥର ଗଲେନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ […]

ସଂପୂର୍ଣ୍ଣ ପଢନ୍ତୁ
Cb

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍

ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍ । ୫ ଦିନ ଧରି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଫେରିଲା । ୧୪ରୁ ୧୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଝାରସୁଗୁଡ଼ା ସରବାହାଲସ୍ଥିତ ନବଙ୍କ ଘରେ ଦୀପାଳି ଓ ବିଶାଳଙ୍କ ବୟାନ ରେକର୍ଡ କରାଯାଇଛି । ହସ୍ପିଟାଲ ଓ ବିମାନବନ୍ଦରରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।  ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରାଯିବ ବୋଲି ସୂଚନା ଦେଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Prasanna 750x424

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବିଜେଡିର ଆହ୍ବାନ

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଆମେ ମଧ୍ୟ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ । ସେ ଆହୁରି କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଅନେକ ଥର ଏନେଇ ଉଦ୍ୟମ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ
Police 2 1

ସିଆରପିଏଫ୍ ଯବାନଙ୍କୁ ଚୁନା, ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଲେ ୨୮ଲକ୍ଷ

ଭୁବନେଶ୍ୱର : ସିଆରପିଏଫ୍ ଯବାନଙ୍କୁ ଚୁନା । ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଇଗଲେ ୨୮ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଯବାନ ଉମାକାନ୍ତ ପାଣିଗ୍ରାହୀ । ଏନେଇ ଉମାକାନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ଠକ ନରୋତ୍ତମ ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ । ତା ଘର ସୋର ଅଞ୍ଚଳରେ ବୋଲି ଜଣାପଡିଛି । ନରୋତ୍ତମ ବିଭିନ୍ନ ଜିଲ୍ଲାର ଏକାଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଠକେଇ ନେଇ ପୋଲିସ ତଦନ୍ତ କରୁଛି ।

ସଂପୂର୍ଣ୍ଣ ପଢନ୍ତୁ
Capture 37 750x430

କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ମନ୍ତ୍ରୀ, ଢେଲା ମାଡ କଲେ ଲୋକେ

ବାରିପଦା: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ । କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ରୋଷ ଝାଡ଼ିଲେ ସାଧାରଣ ଜନତା । ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ କଲେ ଢ଼େଲା ମାଡ଼ । ଢ଼େଲା ମାଡ଼ରେ ମନ୍ତ୍ରୀଙ୍କ କାର୍‌ କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଲୋକଙ୍କ ହୋହଲ୍ଲା । ତେବେ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଲ୍‌ଙ୍କ ମୁଣ୍ଡ ଫାଟିଥିବା ନେଇ ସୂଚନା ମିଳିଛି । ବାଙ୍ଗିରିପୋଷି […]

ସଂପୂର୍ଣ୍ଣ ପଢନ୍ତୁ
Mobil 6

ରାଉରକେଲାରେ ନକଲି ମୋବିଲ କାରଖାନା ଠାବ, ୨ ଜଣଙ୍କୁ ଅଟକ

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ ତିଆରି କାରଖାନା ଠାବ ହୋଇଛି । ଆସିୟାନା କଲୋନୀର ଏକ ବିଲ୍ଡିଂରେ ତିଆରି ହେଉଥିଲା ଡୁପ୍ଲିକେଟ ମୋବିଲ । ନାମୀ ଦାମୀ ମୋବିଲ କମ୍ପାନୀର ଲୋଗ ଲଗାଇ ବିକ୍ରୀ କରୁଥିଲେ ନକଲି ସାମଗ୍ରୀ । ରାଉଲକେଲା ପୋଲିସ ଦ୍ବାରା ଚଢ଼ାଉ କରାଯାଇ ହଜାର ହାଜାର ମୋବିଲ ବୋଟଲ, ପୋଡା ମୋବିଲ ସହ ନକଲି ମୋବିଲ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି […]

ସଂପୂର୍ଣ୍ଣ ପଢନ୍ତୁ