କୁଳଭୂଷଣ ଯାଦବଙ୍କ ଅପହରଣରେ ସଂପୃକ୍ତ ଥିବା ଆଇଏସଆଇ ଏଜେଣ୍ଟକୁ ହତ୍ୟା
ଇସଲାମାବାଦ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ବଡ଼ ବଡ଼ ଅପରାଧୀ ଓ ଆତଙ୍କବାଦୀଙ୍କୁ ନିଜର ଗୁପ୍ତ ଏଜେଣ୍ଟ ମାନଙ୍କ ମାଧ୍ୟମରେ ଅନେକ ଷଡ଼ଯନ୍ତ୍ର ଓ ହତ୍ୟା କରିଥାଏ । କିନ୍ତୁ ଖୋଦ ଆଇଏସଆଇର ଜଣେ ଏଜେଣ୍ଟ ଅଜ୍ଞାତ ଲୋକଙ୍କ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି । ଆଇଏସଆଇ ଏଜେଣ୍ଟ ମୁଫତି ଶାହ ମୀରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ଅପହରଣ ଘଟଣାରେ ମୁଫତି ଶାହା ମୀର ସମ୍ପୃକ୍ତ ଥିଲା […]
ସଂପୂର୍ଣ୍ଣ ପଢନ୍ତୁ