Download

ଗିରଫ ହେଲେ ବୀରେନ୍ଦ୍ର ସେହୱାଗଙ୍କ ଭାଇ

ନୂଆଦିଲ୍ଲୀ: ଚଣ୍ଡିଗଡ଼ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ପୁଲିସ ଗିରଫ କରିଛି। ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲା ବିଚାରାଧୀନ ଅଛି। କୋର୍ଟ ବିନୋଦ ସେହୱାଗଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ବିନୋଦ ଜାଲ୍ଟା ଫୁଡ୍ ଆଣ୍ଡ୍ ବେଭେରେଜେସ୍ କମ୍ପାନିର ନିର୍ଦ୍ଦେଶକ ଥିଲେ। ଏହି ମାମଲା ଜାଲ୍ଟା ଫୁଡ୍ ଆଣ୍ଡ୍ ବେଭେରେଜେସ୍ କମ୍ପାନି ସହିତ ଜଡ଼ିତ ଅଛି। ଏହି ମାମଲାରେ ବିନୋଦଙ୍କ ସହିତ ବିଷ୍ଣୁ ମିତ୍ତଲ ଏବଂ ସୁଧୀର […]

ସଂପୂର୍ଣ୍ଣ ପଢନ୍ତୁ
Xvvtp41xkwtzuqditjrl

ପୁଣି ଇରାନ ସହ ପରମାଣୁ ଚୁକ୍ତି କରିବେ ଟ୍ରମ୍ପ୍ !

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଇରାନ ସହ ପରମାଣୁ ଚୁକ୍ତି କରିବାକୁ ଚାହୁଁଛନ୍ତି ଏବଂ ଏ ନେଇ ଇରାନର ସର୍ବୋଚ୍ଚ ନେତାଙ୍କୁ ଏକ ଚିଠି ପଠାଇଛନ୍ତି। ଶୁକ୍ରବାର ଫକ୍ସ ବିଜନେସ ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, “ମୁଁ ଆଶା କରୁଛି ଆପଣମାନେ କଥାବାର୍ତ୍ତା କରିବେ, କାରଣ ଏହା ଇରାନ ପାଇଁ ବହୁତ ଭଲ ହେବ । ମୁଁ ଭାବୁଛି ସେମାନେ ସେହି ଚିଠି ପାଇବାକୁ ଚାହୁଁଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Nityananda Gond

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୩ ସଙ୍ଗୀତ ଶିକ୍ଷକ ପଦବୀ ଖାଲି ରହିଛି

ଭୁବନେଶ୍ବର: ରାଜ୍ୟର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୩ଟି ସଙ୍ଗୀତ ଶିକ୍ଷକ ପଦବୀ ଖାଲି ରହିଛି। ବିଭିନ୍ନ ନ୍ୟାୟାଳୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ମାମଲା ବିଚାରାଧୀନ ଥିବାରୁ ଖାଲିଥିବା ପଦବୀଗୁଡ଼ିକରେ ୨୦୧୯ ମସିହାରୁ ନିଯୁକ୍ତି ପ୍ରକ୍ରିୟା ହୋଇପାରି ନାହିଁ ବୋଲି ଶୁକ୍ରବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୨୦୧୬-୧୭ ଏବଂ ୨୦୧୭-୧୮ ମସିହାରେ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଏବଂ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସଂଖ୍ୟା […]

ସଂପୂର୍ଣ୍ଣ ପଢନ୍ତୁ
1

ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ

ଭୁବନେଶ୍ୱର,୭।୩: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ। ରାଜ ରାସ୍ଥାରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ୧୦ ଦଫା ଦାବିରେ ବିକ୍ଷୋଭ କରିଛନ୍ତି। ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ଦେବାକୁ ଦାବି କରିଛନ୍ତି। ଦାବି ପୁରାଣ ନ ହେଲେ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ମଧ୍ୟାହ୍ନ ଭୋଜନ,  ଶିକ୍ଷା ବିକାଶ ଭଳି ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟକରି ପାଚିକା ମହାସଂଘ ଆସୁଛନ୍ତି । କିନ୍ତୁ […]

ସଂପୂର୍ଣ୍ଣ ପଢନ୍ତୁ
Zxx

ଭାଇରାଲ ହେଉଛି ବିଧାୟକଙ୍କ ନିଆଁ ଲିଭାଇବା ଫଟୋ

ଭୁବନେଶ୍ୱର,୭।୩: ବଡ଼ପଣ ଦେଖାଇଲେ ବଡ଼ଚଣା ବିଧାୟକ ଅମର ନାୟକ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ସେ ଭୁବନେଶ୍ୱର ଫେରୁଥିବା ସମୟରେ ଚଣ୍ଡିଖୋଲ ନେଳିଆ ଛକରେ କାଳିଆ ଜଳଖିଆ ଦୋକାନରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ପାଇଥିଲେ। ସେଠାରେ ବିଧାୟକ ତାଙ୍କ ଗାଡ଼ି ଅଟକାଇଥିଲେ। ପରେ ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଭାଜପା ଦଳୀୟ କର୍ମୀ ସେଠାରେ ରହି ନିଆଁ ଲିଭାଇଥିଲେ। ବିଧାୟକ ଏକ ବାଉଁସରେ ନିଆଁକୁ ଲିଭାଉଥିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ […]

ସଂପୂର୍ଣ୍ଣ ପଢନ୍ତୁ
Z

ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି

ନୂଆଦିଲ୍ଲୀ/ ଭୁବନେଶ୍ୱର,୭।୩: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଶୁକ୍ରବାର ଶନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାକ୍ଷାତ କରିଛିନ୍ତି। ଏହି ସମୟରେ ରାଜ୍ୟରେ ମହିଳା ନିର୍ଯ୍ୟାତନା ସମ୍ପର୍କରେ ଆଲୋଚନା କରିଛନ୍ତି । ଅନ୍ୟପକ୍ଷେ ,୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ […]

ସଂପୂର୍ଣ୍ଣ ପଢନ୍ତୁ
Barabati 1 300x166

ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ: ମନ୍ତ୍ରୀ

ଭୁବନେଶ୍ବର: ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ନେଇ ଓଡ଼ିଶା ବିଧାନସଭାରେ ପ୍ରଶ୍ନ ଉଠାଇଲେ କଟକ ବିଧାୟିକା ସୋଫିଆ ଫିରଦୋସ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି ଯେ, ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। କଟକର ଐତିହାସିକ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ ଯୋଜନା ବିଷୟରେ ଜାଣିବା ପାଇଁ କଟକ ବିଧାୟିକା ସୋଫିଆ ଫିରଦୋସ ବିଧାନସଭାରେ ଏକ ପ୍ରଶ୍ନ ଉଠାଇଥିଲେ। ସୋଫିଆ ଏକ ଲିଖିତ ପ୍ରଶ୍ନରେ ପଚାରିଥିଲେ, କ୍ରୀଡା […]

ସଂପୂର୍ଣ୍ଣ ପଢନ୍ତୁ
Tvfgbgdyxjryagrvmzp2

ପୁଲିସ ବିଭାଗର ଆଧୁନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:: ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ […]

ସଂପୂର୍ଣ୍ଣ ପଢନ୍ତୁ
Images (2)

ବିଜୁ ପଟ୍ଟନାୟକଙ୍କୁ ବିଜେଡି ନିଜର ପେଟେଣ୍ଟ ବୋଲି ବିଚାର କରୁଛି: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ଦିନ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିବାରୁ ଓଡ଼ିଶା ବିଧାନସଭା ଅଚଳ ହୋଇପଡ଼ିଥିଲା। ବିଜୁ ଜନତା ଦଳର ବିଧାୟକମାନେ ପଞ୍ଚାୟତିରାଜ ଦିବସ ପାଳନକୁ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀ ମାର୍ଚ୍ଚ ୫ ରୁ ଏପ୍ରିଲ ୨୪କୁ ସ୍ଥାନାନ୍ତର କରିବା ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ। ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ ଯୋଗୁ ଓଡ଼ିଶାର ଲୋକମାନେ ଅସନ୍ତୁଷ୍ଟ ବୋଲି ପ୍ରକାଶ କରି, ବିଜେଡି ବିଧାୟକ ଅରୁଣ […]

ସଂପୂର୍ଣ୍ଣ ପଢନ୍ତୁ
El

ବାଇଡେନଙ୍କ ପାଇଁ ଫସିଛନ୍ତି ସୁନୀତା: ଏଲନ ମସ୍କ

ୱାସିଂଟନ ଡିସି: ମହାକାଶରୁ ସୁନୀତା ୱିଲିୟମସଙ୍କ ଫେରିବା ପଛରେ ବିଳମ୍ବକୁ ନେଇ ଏଲନ ମସ୍କଙ୍କ ବଡ଼ ବୟାନ । କହିଲେ ମହାକାଶଚାରୀଙ୍କ ଫେରିବାରେ ବିଳମ୍ବ ପଛରେ ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲ୍‌ ଥିଲା । ଦୁଇ ନାସା ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା ନାସା । ରାଜନୈତିକ କାରଣ ଯୋଗୁ ସୁନୀତା ଏବଂ ତାଙ୍କ ସହଯୋଗୀ ଇଣ୍ଟରନ୍ୟାସନାଲ ସ୍ଫେଶ ଷ୍ଟେସନରେ ଫଶି ରହିଛନ୍ତି । ଗତବର୍ଷ ଜୁନ ମାସରେ ଇଣ୍ଟରନ୍ୟାସନାଲ […]

ସଂପୂର୍ଣ୍ଣ ପଢନ୍ତୁ