ମାସେ ପୂର୍ବରୁ ଛାତ୍ରୀଙ୍କୁ କରିଥିଲେ ଅପହରଣ, ଏବେ ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ କଙ୍କାଳ
ଗଞ୍ଜାମ: ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ ମଣିଷ କଙ୍କାଳ । ପୂରା ଗାଁରେ ଚହଳ ପଡ଼ି଼ଗଲା । କାହାର ଏ କଙ୍କାଳ? କେବେ ଠାରୁ ଏଠାରେ ପଡ଼ି ରହିଛି ? ଘଞ୍ଚ ଜଙ୍ଗଲ ଭିତରେ କଙ୍କାଳ ପୁଣି ଗଛରେ ଲାଗିଛି ଏକ ଓଢଣୀ ? ଏ କଥା ଶୁଣିଲା ବେଳକୁ ହିଁ ଛାତି ଥରି ଉଠୁଛି । ଏଭଳି ଏକ ଖବର ଏବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯାହାପରେ ଘଟଣା ସ୍ଥଳରେ […]
ସଂପୂର୍ଣ୍ଣ ପଢନ୍ତୁ