Mp Female Judge Resigns

ମଧ୍ୟପ୍ରଦେଶରେ ମହିଳା ଜଜ୍ ଅଦିତି କୁମାର ଶର୍ମାଙ୍କ ଇସ୍ତଫା

ଶହାଡୋଲ ୩୧।୭: ମଧ୍ୟପ୍ରଦେଶ ଶହାଡୋଲ ଜିଲ୍ଲାରେ ଅବସ୍ଥାପିତ ସିଭିଲ ଜଜ୍ ଅଦିତି କୁମାର ଶର୍ମା ବିଚାରବିଭାଗୀୟ ସେବାରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ସହିତ ସେ କେତେକ ଅଭିଯୋଗ ମଧ୍ୟ ଆଣିଛନ୍ତି। କୁହାଯାଉଛି ଅଦିତି କୁମାର ଶର୍ମା ଜନୈକ ବିଚାରବିଭାଗୀୟ ଅଧିକାରୀଙ୍କ ହାଇକୋର୍ଟ ପଦୋନ୍ନତୀକୁ ନେଇ ସେ ଏହି ପଦକ୍ଷେପ ନେଇଛନ୍ତି। ଏହି ଅଧିକାରୀଙ୍କ ବିରୋଧରେ ଅଦିତି କୁମାର ଶର୍ମା ପୂର୍ବରୁ ଯୌନ ଉତ୍ପୀଡନର ଗୁରୁତର ଅଭିଯୋଗ ଆଣିଥିଲେ। ଏବେ ତାଙ୍କୁ ହାଇକୋର୍ଟ ଜଜ୍ ରୂପେ ପଦୋନ୍ନତୀ ଦିଆଯିବାରୁ […]

ସଂପୂର୍ଣ୍ଣ ପଢନ୍ତୁ
Trump 1 750x430

ଟ୍ରମ୍ପ ଆଖି ଖୋଲ: ଆମେରିକାଠାରୁ ଦ୍ୱିଗୁଣ ସ୍ପିଡ୍‌ରେ ବଢୁଥିବା ଅର୍ଥବ୍ୟବସ୍ଥା, ଭାରତର ଅଭିବୃଦ୍ଧି ଉପରେ ବିଶ୍ୱ ସଂସ୍ଥାର ଭରସା

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦୁନିଆର ନୂଆ ସାହୁକାର ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଆଉ ଏହି ସ୍ୱପ୍ନରେ ଅନ୍ଧ ହୋଇ ବାସ୍ତବିକ ତଥ୍ୟରୁ ମୁହଁ ଫେରାଉଛନ୍ତି । ଡୋନାଲ୍ଡ ଟ୍ରମ୍ପ ଭାରତ ଓ ରୁଷକୁ ନେଇ ସୋସିଆଲ୍ ମିଡିଆରେ କଡ଼ା ହମଲା କରି, ଦୁଇ ଦେଶର ଅର୍ଥନୀତିକୁ ମୃତ ବୋଲି କହିଲେ । ଟ୍ରମ୍ପ ଲେଖିଲେ, ରୁଷ ସହ ଭାରତ କ’ଣ କରୁଛି ମୋତେ ଏକଥାରେ ଆଦୌ ଫରକ୍ ପଡୁନି, କିନ୍ତୁ ଏହି ଦୁଇ ଦେଶ ମିଶି […]

ସଂପୂର୍ଣ୍ଣ ପଢନ୍ତୁ
Kyiv 1 1068x601

କିଭ୍‌ ଉପରେ ପୁଣି ରୁଷ୍‌ର ମିଶାଇଲ୍‌ ବର୍ଷା, ୬ ମୃତ

କିଭ୍‌: ୨୦ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ନେଉନି। ଇତି ମଧ୍ୟରେ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଆକ୍ରମଣ କରିଛି ରୁଷ୍। ବୁଧବାର ରାତିରେ ମିଶାଇଲ୍‌ ଓ ଡ୍ରୋନ୍‌ ସାହାଯ୍ୟରେ ଜୋରଦାର ଆକ୍ରମଣ କରିଛି ରୁଷ୍‌। ଏହି ଆକ୍ରମଣରେ ଜଣେ ୬ ବର୍ଷୀୟ ଶିଶୁ ସମେତ ପ୍ରାୟ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୫୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାରୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Australian Rocket

ଉଡାଣର ୧୪ ସେକେଣ୍ଡ ପରେ ଖସିପଡିଲା ରକେଟ୍

ନୂଆଦିଲ୍ଲୀ : ଭୂପୃଷ୍ଠରୁ କକ୍ଷପଥରେ ପହଞ୍ଚିବାକୁ ଚେଷ୍ଟା କରିଥିବା ପ୍ରଥମ ଅଷ୍ଟ୍ରେଲିଆ ନିର୍ମିତ ରକେଟ୍ ବୁଧବାର ଉଡାଣର ମାତ୍ର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇଥିବା ଜଣାପଡିନାହିଁ। ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କମ୍ପାନୀ ଏହି ପରେକୁ ସଫଳ ବୋଲି କହିବା ସହ ପ୍ରଶଂସା କରିଛି। କମ୍ପାନୀ ପୂର୍ବରୁ କହିଥିଲା ଯେ ଯଦି ରକେଟ୍ ଭୁପୃଷ୍ଠରୁ ସାମାନ୍ୟ ଉପରକୁ ଉଠିବ ତେବେ ତାହାକୁ ସଫଳ ବୋଲି ବିବେଚନା କରାଯିବ।

ସଂପୂର୍ଣ୍ଣ ପଢନ୍ତୁ
Paneerselvam 1068x601

ବିଜେପି ହାତ ଛାଡ଼ିଲା ଏଆଇଏଡିଏମକେ

ନୂଆଦିଲ୍ଲୀ : ବିଜେପି ହାତ ଛାଡ଼ିଲା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମଙ୍କ ନେତୃତ୍ଵାଧୀନ ଏଆଇଏଡିଏମକେ ଦଳ। ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସହିତ ଦଳ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବା ନେଇ ଗୁରୁବାର ଘୋଷଣା କରାଯାଇଛି। ଏଆଇଏଡିଏମକେ କ୍ୟାଡର୍ସ ରାଇଟ୍ସ ରିଟ୍ରିଭାଲ କମିଟିର ଉପଦେଷ୍ଟା ପନରୁତି ଏସ. ରାମଚନ୍ଦ୍ରନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏହା ପରଠାରୁ କମିଟି ଏନଡିଏର ଆଉ ଅଂଶ ହୋଇ ରହିବ ନାହିଁ ବୋଲି ରାମଚନ୍ଦ୍ରନ କହିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
123018767

ଆମେରିକୀୟ ଶୁଳ୍କର ପ୍ରଭାବ ଆକଳନ କରାଯାଉଛି : ପିୟୁଷ

ନୂଆଦିଲ୍ଲୀ : ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବେ। ଲୋକସଭାରେ ସେ କହିଛନ୍ତି ଆମେରିକାର ଶୁଳ୍କର ପ୍ରଭାବ ଉପରେ ଏବେ ଆକଳନ କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବାର ଗୋଟିଏ ଦିନ ପରେ ଗୋୟଲ ଲୋକସଭାରେ ଏହା କହିଛନ୍ତି। ସେ କହିଛନ୍ତି ଯେ ସରକାର ସାମ୍ପ୍ରତିକ […]

ସଂପୂର୍ଣ୍ଣ ପଢନ୍ତୁ
08d8c30e 05bb 452f A1c4 470835795fc7 2025 07 31 17 31 12

ଭାରତର ୭ ଶ୍ରମିକଙ୍କୁ ସମ୍ମାନିତ କରି ୪୪ ଲକ୍ଷ ଟଙ୍କା ଦେବେ ସିଙ୍ଗାପୁର ରାଷ୍ଟ୍ରପତି

ନୂଆଦିଲ୍ଲୀ: ସିଙ୍ଗାପୁରରେ ଭାରତୀୟ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଭାରତକୁ ଗର୍ବିତ କରିଛନ୍ତି। ଗତ ଶନିବାର, ୭ ଜଣ ଭାରତୀୟ ପ୍ରବାସୀ ଶ୍ରମିକ ଜଣେ ମହିଳା ଡ୍ରାଇଭରଙ୍କୁ ତାଙ୍କ କାର ସହିତ ଏକ ସିଙ୍କହୋଲରେ ପଡ଼ିଯିବାରୁ ଉଦ୍ଧାର କରିଥିଲେ। ସେମାନଙ୍କ କାର୍ଯ୍ୟରେ ଖୁସି ହୋଇ, ସିଙ୍ଗାପୁର ରାଷ୍ଟ୍ରପତି ଥରମନ ଶନମୁଗାରତ୍ନମ୍ ସମସ୍ତ ଶ୍ରମିକଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ଭାରତୀୟ ଶ୍ରମିକ ଏବଂ ଅନ୍ୟାନ୍ୟ ବିଶେଷ ଅତିଥିମାନଙ୍କୁ ଅଗଷ୍ଟ ୩ରେ […]

ସଂପୂର୍ଣ୍ଣ ପଢନ୍ତୁ
Infopedia 1728361327 Ashwini Vaishnaw3

କୃଷକ, ରେଳବାଇ ପାଇଁ କ୍ୟାବିନେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ସରକାରୀ ଯୋଜନାର ବଜେଟ୍ ବଢ଼ାଇବାଠୁ ଆରମ୍ଭ କରି ଭାରତୀୟ ରେଳର ଅନେକ ପ୍ରକଳ୍ପକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହାସହ ଏହି ବୈଠକରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଖାସ୍ କରି ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନାକୁ ଆହୁରି ଅଧିକ ସଶକ୍ତ କରିବାକୁ ଏହାର ବଜେଟରେ ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ମୋଦୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Rahul

ଟ୍ରମ୍ପ ସତ କହୁଛନ୍ତି, ଭାରତ ମୃତ ଅର୍ଥନୀତି : ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି ଯେଉଁଥିରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ବୟାନ ସତ୍ୟକୁ ପ୍ରତିଫଳିତ କରେ, ଯାହାକୁ କେବଳ ଭାରତ ସରକାର ଗ୍ରହଣ କରିବାକୁ ମନା କରନ୍ତି। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଥିଲେ, “ଭାରତ ରୁଷ ସହିତ କ’ଣ […]

ସଂପୂର୍ଣ୍ଣ ପଢନ୍ତୁ
Images

ଆଉ ବିଳମ୍ବ ନକରି ସ୍ବାଧୀନତା ସଂଗ୍ରାମୀଙ୍କୁ ଶୀଘ୍ର ପେନ୍‌ସନ ଦିଅ: ହାଇକୋର୍ଟ

କଟକ: ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜଣେ ଶତାୟୁ ସଂଗ୍ରାମୀଙ୍କୁ ଏ ପର୍ଯ୍ୟନ୍ତ ପେନସନ ପ୍ରଦାନ କରା ନ ଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଆଉ ବିଳମ୍ବ ନ କରି ୬ ସପ୍ତାହ ଭିତରେ ୧୦୧ ବର୍ଷିୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ସ୍ବାଧୀନତା ପାଇଁ ଦେଇଥିବା ବଳିଦାନ ଲାଗି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ କରିବା ସରକାରଙ୍କ ବିଧିସମ୍ମତ କର୍ତ୍ତବ୍ୟ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ