Whatsapp Image 2025 07 04 At 1.0

ରାମଚରିତ ମାନସ ମନ୍ଦିର ଭୂମି ପୂଜନ କଲେ ରାମଭଦ୍ରାଚାର୍ଯ୍ୟ

ପୁରୀ:ମଙ୍ଗଳାଘାଟ ଠାରେ ଆୟୋଜିତ ରାମଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମଵିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ସୂଚନାଯୋଗ୍ୟ ଯେ, ରାଘବ ପରିବାର […]

ସଂପୂର୍ଣ୍ଣ ପଢନ୍ତୁ
Himachal Pradesh 750x430

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି, କ୍ଷୟକ୍ଷତି ୪୦୦ କୋଟି ଟପିବ

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ମୌସୁମୀ ବର୍ଷା ବିତ୍ପାତ ଜନସାଧାରଣଙ୍କୁ ନାକେଦମ କରିଛି। ଦୁଇ ସପ୍ତାହ ଧରି ରାଜ୍ୟରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ଘଟିସାରିଛି। ବନ୍ୟାଜଳରେ ଭାସିଯାଇ ଅନେକ ଲୋକ ନିଖୋଜ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏହା ସହିତ ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାଜ୍ୟରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 05 14 200001 750

ତେଲେଙ୍ଗାନା ରାସାୟନିକ କାରଖାନାରେ ବିସ୍ଫୋରଣ; ୮ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ଭୁବନେଶ୍ବର: ସୋମବାର ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ ଆଜି ମୃତ ଓଡିଆଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା […]

ସଂପୂର୍ଣ୍ଣ ପଢନ୍ତୁ
Anu Garg

ପୁରୀ ଦଳାଚକଟାର ଭିଡିଓ ଏବଂ ସୂଚନା ସେୟାର କରିବାକୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ଅନୁରୋଧ କଲେ ଅନୁ ଗର୍ଗ

ପୁରୀ : ପୁରୀ ରଥଯାତ୍ରା ଦଳାଚକଟା ସଂପର୍କିତ ଜନସାଧାରଣଙ୍କ ପାଖରେ ଯାହା ଭିଡିଓ କି ତଥ୍ୟ ଅଛି ତାକୁ ପ୍ରଦାନ କରନ୍ତୁ ।  ଅନେକ ଲୋକ ଶରଧାବାଲିରେ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯାହାକି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ।  କିଛି ଲୋକଙ୍କୁ ପଚରାଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 07 04 At 2.4

ଶ୍ରୀଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି; ଜନ୍ମବେଦୀରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନର କଲେ ତଦାରଖ

ପୁରୀ: ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି ୱାଇ ବି ଖୁରାନିଆ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଛନ୍ତି। ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସେ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଥିବାରୁ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଗୁଣ୍ଡିଚା […]

ସଂପୂର୍ଣ୍ଣ ପଢନ୍ତୁ
Eci

ଭୋଟର ତାଲିକାରୁ ବାଦ ପଡିପାରନ୍ତି ୨କୋଟି: ସମୀକ୍ଷା ପାଇଁ ମଗାଯାଇଛି କାଗଜପତ୍ର

ବିହାରରେ ଭୋଟର ତାଲିକାକୁ ନେଇ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ବିରୋଧୀ ଦଳ ଏହି ପ୍ରଥାକୁ ଲଗାତାର ବିରୋଧ କରୁଛନ୍ତି । କାରଣ ଏହି ପ୍ରକ୍ରିୟା ମାଧ୍ୟମରେ ଅବହେଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଉଛି । ଅନ୍ୟପଟେ ଶାସକ ଦଳ ଏବଂ ନିର୍ବାଚନ କମିଶନ କହୁଛନ୍ତି ଯେ ଏହା ଦ୍ୱାରା ଜଣାପଡିବ ଯେ କୌଣସି ଭୋଟରଙ୍କୁ ବାଦ ଦିଆଯାଉନାହିଁ ତ । ଏହାକୁ ନେଇ ରାଜନୀତି ଜୋର ଧରିଛି । […]

ସଂପୂର୍ଣ୍ଣ ପଢନ୍ତୁ
Manmohan Samal 750x430

‘ଛୋଟ ବଡ କିଛି ନାହିଁ, ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା’

ଭୁବନେଶ୍ବର: ମିଳିବ ଚିଟଫଣ୍ଡ ଟଙ୍କା । ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ ବୋଲି ଆଜି ଆଶ୍ବସ୍ତି ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଛୋଟ ଜମାକାରୀ, ବଡ ଜମାକାରୀ କିଛି ନାହିଁ, ଯାହାଙ୍କ ପାଖରେ ଜମା କରିବାର ଛୋଟ ପ୍ରମାଣଟିଏ ବି ଥିବ ତାଙ୍କୁ ଟଙ୍କା ଫେରାଇ ଦିଆଯିବ । ଏନେଇ ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ମନମୋହନ । ମନମୋହନ କହିଛନ୍ତି, କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ଼ ଜମାକାରୀ […]

ସଂପୂର୍ଣ୍ଣ ପଢନ୍ତୁ
Puri Air Port

ପୁରୀ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ

ପୁରୀ : ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ବାଧା ।  ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ ।  କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଫରେଷ୍ଟ ଆଡଭାଇଜରୀ କମିଟି FAC ଅନୁମୋଦନକୁ ସ୍ଥଗିତ ରଖିଛି ।  ଅଲିଭ ରିଡଲେ କଇଁଛ, ଇରାଓ୍ୱାଡି ଡଲଫିନ ଏବଂ ଚିଲିକା ଆସୁଥିବା ପକ୍ଷୀଙ୍କ ସୁରକ୍ଷା ଲାଗି ଅନୁମୋଦନକୁ ସ୍ଥଗିତ କରାଯାଇଛି । ଫରେଷ୍ଟ ଆଡଭାଇଜରୀ କମିଟି ଓଡ଼ିଶା ସରକାରଙ୍କୁ ଏ ଦିଗରେ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି […]

ସଂପୂର୍ଣ୍ଣ ପଢନ୍ତୁ
24512642 Ggrrrry Aspera

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ ବୋଲି ସେ କହିଛନ୍ତି । ସୁନ୍ଦରଗଡ଼, ଛତିଶଗଡ଼ ଛଡ଼ା କେଉଁଠି ବର୍ଷା ନଥିବା ସେ କହିଛନ୍ତି । ସ୍ୱାଭାବିକ ପ୍ରକ୍ରିୟାରେ ଏସଓପି ଅନୁସାରେ, ହୀରାକୁଦର ୬ ଗେଟ ଖୋଲା ହେବ। ୬୩୦ ଫୁଟ ହୀରାକୁଦ ଜଳ ଧାରଣ […]

ସଂପୂର୍ଣ୍ଣ ପଢନ୍ତୁ
Kyiv 750x430

ରୁଷ ଆକ୍ରମଣରେ କିଭ୍ ବିମାନବନ୍ଦର ଛାରଖାର

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶୁକ୍ରବାର ଭୋର ସମୟରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନର ଆବାସିକ ଅଞ୍ଚଳର ଏବଂ ବିଭିନ୍ନ ସହର ଉପରେ ଏହି ଆକ୍ରମଣ ହୋଇଛି। ୬ ଘଣ୍ଟା ଧରି ରୁଷ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଛି। ଏଥିରେ କିଭ୍‌ ବିମାନବନ୍ଦର ଛାରଖାର ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ରେ ବିମାନବନ୍ଦରର ବହୁ ଅଞ୍ଚଳ ଧ୍ବଂସ ହୋଇଛି। କିଭ୍‌ ସାମରିକ ପ୍ରଶାସନ ମୁଖ୍ୟ ତାଇମୁର କାଚେଙ୍କୋ କହିଛନ୍ତି ଯେ, ୫ଟି ଜିଲାର ୧୩ଟି […]

ସଂପୂର୍ଣ୍ଣ ପଢନ୍ତୁ