Patna Accident

ଗଙ୍ଗା ସ୍ନାନ ସାରି ଫେରିବା ବେଳେ ଦୁର୍ଘଟଣା, ଅଟୋ-ଟ୍ରକ୍ ମୁହାଁମୁହିଁ : ୮ ମୃତ, ୪ ଆହତ

ପାଟନା : ବିହାରର ପାଟନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର  ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅଟୋ ଏବଂ ଏକ ଅଜଣା ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ଅଟୋ ଭାଙ୍ଗିରୁଜି ଚୁନା ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତରେ ବ୍ୟସ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Anil Ambani 1 1

ଅଡ଼ୁଆ ଜାଲରେ ଅନୀଲ ଅମ୍ବାନୀ, ଘର, ଅଫିସ୍ ସମେତ ୬ ସ୍ଥାନରେ ସିବିଆଇ ରେଡ୍

ମୁମ୍ବାଇ: ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି  ସିବିଆଇ ।  ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।  ୧୭  ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ ।  ସକାଳ ୭ଟାରୁ ରେଡ୍ ଜାରି ରହିଛି । ଏହି ଅପରେସନରେ ସିବିଆଇର ୭ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି । ସୂଚନାନୁଯାୟୀ, ସିବିଆଇ […]

ସଂପୂର୍ଣ୍ଣ ପଢନ୍ତୁ
Modi 1

ଟ୍ରମ୍ପଙ୍କ ଟାରିଫ୍ ଉପରେ କାର୍ଯ୍ୟାନୁଷ୍ଠାନ, ଆମେରିକାକୁ ଅସ୍ଥାୟୀ ଭାବେ ଡାକ ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଡାକ ବିଭାଗ ୩୦ ଜୁଲାଇ, ୨୦୨୫ ରେ ଯୁକ୍ତରାଷ୍ଟ୍ର ସରକାର ଦ୍ୱାରା ଜାରିକୃତ କାର୍ଯ୍ୟାଦେଶ ସଂଖ୍ୟା ୧୪୩୨୪କୁ ଧ୍ୟାନରେ ନେଇଛି । ଏହି ଆଦେଶାନୁସାରେ, ୨୯ ଅଗଷ୍ଟ ୨୦୨୫ ରୁ USD ୮୦୦ ପର୍ଯ୍ୟନ୍ତ ମୂଲ୍ୟର ପଣ୍ୟ ପାଇଁ ରହିଥିବା ଶୁଳ୍କମୁକ୍ତ “ଡି-ମିନିମିସ୍”ଛାଡ଼କୁ ବିଲୋପ କରାଯିବ । ଏହାର ପରିଣାମରୂପେ, ଆମେରିକାକୁ ପଠାଯାଇଥିବା ସମସ୍ତ ଆନ୍ତର୍ଜାତୀୟ ଡାକୀୟ ସାମଗ୍ରୀ, ସେଥିରେ ମୂଲ୍ୟ କେତେ ବି ହେଉ, IEEPA (International Emergency Economic Power Act) ଅନୁଯାୟୀ […]

ସଂପୂର୍ଣ୍ଣ ପଢନ୍ତୁ
Bridge Collapse

ବେଜିଂରେ ନିର୍ମାଣଧୀନ ପୋଲ ଭୁଶୁଡି ୧୨ ମୃତ ୪ ନିଖୋଜ

ବେଜିଂ : ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚୀନର ନିର୍ମାଣାଧୀନ ଏକ ରେଳ ପୋଲ ଭୁଶୁଡ଼ି ପଡ଼ି ୧୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ନିଖୋଜ ରହିଛନ୍ତି । ଏପରି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତି କିଙ୍ଗହାଇରେ ଦେଖିବାକୁ ମିଳିଛି । ଯାହା ଚୀନର ନିର୍ମାଣ ସାମଗ୍ରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯୋଗ୍ୟ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ ଦେଇଥିବା ଯୁଦ୍ଧାସ୍ତ୍ର ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା । […]

ସଂପୂର୍ଣ୍ଣ ପଢନ୍ତୁ
Nirmala

୨୦୨୬ ଏପ୍ରିଲରୁ କାର୍ଯ୍ୟକାରୀ ହେବ ନୂଆ ଆୟକର ଆଇନ

ନୂଆଦିଲ୍ଲୀ: ଆୟକର ଆଇନ, ୨୦୨୫ ଅଧୀନରେ ନୂତନ ଆଇନ ୨୦୨୬ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ମୌସୁମୀ ଅଧିବେଶନ ସମୟରେ ସଂସଦରେ ଗୃହୀତ ହୋଇଥିବା ସଂଶୋଧିତ ଆୟକର ବିଧେୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ଲାଭ କରିବାର ଗୋଟିଏ ଦିନ ପରେ ଅଗଷ୍ଟ ୨୨ ତାରିଖରେ ସରକାରୀ ଗେଜେଟରେ ପ୍ରକାଶ ପାଇଛି। ୧୯୬୧ ଆଇନ ବଦଳରେ ଏହି ସଂଶୋଧିତ ଆୟକର ଆଇନ ଅନୁକୂଳ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବ। ନୂଆ ଆୟକର ଆଇନରେ ୧୯୬୧ ମସିହାର […]

ସଂପୂର୍ଣ୍ଣ ପଢନ୍ତୁ
Modi 3 V Jpg 510x300 4g

୨୯ରୁ​‌ ଜାପାନ ଓ ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖଠାରୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ୨୯ ଓ ୩୦ ତାରିଖ ଦୁଇ ଦିନ ଜାପାନ ଗସ୍ତ କରିବେ। ପରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଚୀନ ଗସ୍ତ କରିବେ। ଜାପାନ ଗସ୍ତ କାଳରେ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗଦେବେ। ଏହା ପରେ ଚୀନ […]

ସଂପୂର୍ଣ୍ଣ ପଢନ୍ତୁ
Ohrc Office

ଡିଗ୍ରୀ ଦେବାରେ ବିଫଳ ଘରୋଇ କଲେଜ, ୨୯ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଓଏଚଆରସିର ନିର୍ଦ୍ଦେଶ

ଭୁବନେଶ୍ୱର: ଏକ ଘରୋଇ କଲେଜ ୨୯ ଜଣ ଇଞ୍ଜିନିୟରିଂ ସ୍ନାତକଙ୍କୁ ଗ୍ରେଡ୍ ସିଟ୍ ଏବଂ ଡିଗ୍ରୀ ପ୍ରମାଣପତ୍ର ଦେବାରେ ବିଫଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୁଲ୍ ଦ୍ଵାରା ଛାତ୍ରଛାତ୍ରୀ ମାନେ ମାନସିକ ଯନ୍ତ୍ରଣା ଓ କ୍ୟାରିୟରରେ କ୍ଷତି ସହିଥିବାରୁ ଦୁଇଟି ପ୍ରମୁଖ ଖବରକାଗଜରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପୂର୍ବରୁ କଲେଜର […]

ସଂପୂର୍ଣ୍ଣ ପଢନ୍ତୁ

ହୀରାକୁଦର ୪ ଗେଟ୍ ଖୋଲିଲା

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଅବିରତ ବର୍ଷା ପରେ ଜଳଭଣ୍ଡାରରେ ଜଳପ୍ରବାହ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଯାହା ଫଳରେ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଜିଲ୍ଲା ପ୍ରଶାସନ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 23 171441

ସୀତା ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ; ଅନେକ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର:ଗତକାଲିଠାରୁ ପ୍ରବଳ ବର୍ଷା ଫଳରେ ଫୁଲୁଛି ନଦୀ ନାଳ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ବାରା ପାଟଣା ବ୍ଲକ ଚୀନା ମାଳି ପୋଷି ପଞ୍ଚାୟତ ନୂଆପଡ଼ାରୁ ଢେଙ୍କିକୋଟ, କପାସପଡ଼ା ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ଘଟଗାଁ, ଢେଙ୍କିକୋଟ ପାଶର୍‌ବରୁ ପର୍ଯ୍ୟଟନ ଭୀମ […]

ସଂପୂର୍ଣ୍ଣ ପଢନ୍ତୁ
Gokula

ବୁଲା କୁକୁର ଗଣିବେ ସରକାର: ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

 ଭୁବେନଶ୍ବର: ରାଜ୍ୟରେ ବୁଲା କୁକୁରଙ୍କ ଗଣତି କରାଯିବ । ବୁଲା କୁକୁରମାନଙ୍କର ଗଣନା କରିବେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ । ଏବେ ରାଜ୍ୟରେ ୭ଲକ୍ଷ ବୁଲା ଓ ୬୪ହଜାର ପୋଷା କୁକୁର ରହିଛନ୍ତି । ବୁଲା କୁକୁରମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ। ରାସ୍ତା କଡରେ ଖାଇବା […]

ସଂପୂର୍ଣ୍ଣ ପଢନ୍ତୁ