2

ନଗଡ଼ାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ: ଅଙ୍ଗନବାଡ଼ି ଅବ୍ୟବସ୍ଥା ଦେଖି ବିଗିଡ଼ିଲେ ଅଧ୍ୟକ୍ଷା

କାଳିଆପାଣି: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଏବଂ ଏହାର ୪ ଜଣ ସଦସ୍ୟା ମନସ୍ମିତା ଖୁଣ୍ଟିଆ, କସ୍ତୁରୀ ମିଶ୍ର, ସୁଜାତା ନାୟକ ଓ ଚନ୍ଦନା ଦାସ ଗୁରୁବାର ସଦଳବଳ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ପରଖିଛନ୍ତି। ଅଧ୍ୟକ୍ଷା ଉପରନଗଡ଼ା ଓ ତଳନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଯାଇ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତା ଦେଖି ବିଗିଡ଼ିଥିଲେ। ଶିଶୁଙ୍କ ପାଇଁ ଆବଶ୍ୟକ ଖେଳଣା, ଦୋଳି, ଚୁଡ଼ାଲଡ଼ୁ, ବାଦାମଲଡ଼ୁ ଓ ବିଭିନ୍ନ ଶିଶୁଖାଦ୍ୟ ସାଇତା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Download

ୟୁକ୍ରେନର ପୂର୍ବତନ ବାଚସ୍ପତିଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ୟୁକ୍ରେନର ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଶନିବାର ତାଙ୍କୁ ହତ୍ୟା କରିଥିବା ନେଇ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି। ଜେଲେନସ୍କି ଘଟଣାର କଡ଼ା ନିନ୍ଦା କରିବା ସହିତ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହା ଏକ ଭୟଙ୍କର ହତ୍ୟାକାଣ୍ଡ ବୋଲି ସେ ଦର୍ଶାଇଛନ୍ତି। ଏଲଭିଭ ସହରରେ ପାରୁବୀଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ନେଇ ପୁଲିସ ସ୍ପଷ୍ଟ କରିଥିଲା। କିନ୍ତୁ ହତ୍ୟାର ଶିକାର ବ୍ୟକ୍ତି […]

ସଂପୂର୍ଣ୍ଣ ପଢନ୍ତୁ
2 171 1756568635364

SCO ସମ୍ମିଳନୀ ପରେ ଚୀନ କରିବ ଶକ୍ତି ପ୍ରଦର୍ଶନ, ଯୋଗଦେବେ ୨୪ରୁ ଅଧିକ ଦେଶଙ୍କ ମୁଖ୍ୟ, ଭାରତ ହେବନି ସାମିଲ

ନୂଆଦିଲ୍ଲୀ ୩୦।୮: ଚୀନ୍ ରାଜଧାନୀ ବେଜିଂ ଚଳିତ ସପ୍ତାହରେ ଦୁଇଟି ବଡ଼ ଆୟୋଜନର ସାକ୍ଷ ହେବାକୁ ଯାଉଛି। ଏଥିରେ ପ୍ରଥମିଟି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ହୋଇଥିବା ବେଳେ ଅନ୍ୟଟି ୩୧ ଅଗଷ୍ଟ ଓ ୧ ସପ୍ଚେମ୍ବରରେ ତିଆନଜେନରେ ଅନୁଷ୍ଠିତ ହେବ,ଯେଉଁଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାପାନ ଉପରେ ବିଜୟର ୮୦ତମ ବାର୍ଷିକ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଚୀନ୍ ୨୬ରୁ ଅଧିକ ଦେଶଙ୍କ ରାଷ୍ଟ୍ରମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛି। ହେଲେ ଭାରତ ଦ୍ୱିତୀୟ […]

ସଂପୂର୍ଣ୍ଣ ପଢନ୍ତୁ
1 Copy

ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିଆନଜିନ୍‌ରେ ମୋଦୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ରହିଛନ୍ତି । ଚୀନରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀରେ ଯୋଗ ଦେବେ। ଚୀନରେ ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ସାକ୍ଷାତ କରିବେ। ଆମେରିକା ସହିତ ଶୁଳ୍କ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ହେଉଛି […]

ସଂପୂର୍ଣ୍ଣ ପଢନ୍ତୁ
1df60864 1a78 4772 B7eb 5a6d7aa70504

ଡ. କଲାମଙ୍କ ଭୂମିକାରେ ନଜର ଆସିବେ ସାଉଥ୍‌ ଅଭିନେତା ଧନୁଷ

ମୁମ୍ବାଇ :  ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍‌ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍‌ ରାଉତ କହିଛନ୍ତି, ଏହି ଚରିତ୍ରକୁ ଧନୁଷଙ୍କଠୁ ଭଲ ଆଉ କେହି କରିପାରିବେ ନାହିଁ । ସେ ଜଣେ ଚମତ୍କାର ଅଭିନେତା । ଫିଲ୍ମ ପାଇଁ ସେ ରାଜି ହେଲେ, ତାହା ସବୁଠୁ ଖୁସିର କଥା । ଧନୁଷଙ୍କ ସହ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzzzzz

୫ଦିନ ପରେ ବନ୍ୟାପାଣି କମିଛି; ଦୁର୍ଦ୍ଦଶା ବଢୁଛି

ଭଦ୍ରକ : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଏବେ କମିବାରେ ଲାଗିଛି। ବନ୍ୟା ଯୋଗୁଁ ଭଦ୍ରକ ଜିଲାର  ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ ରୁ ଉର୍ଦ୍ଧ ଗାଁ ଜଳଵନ୍ଦୀ ହୋଇ ରହିଥିବା  ଵେଳେ ଚାନ୍ଦବାଲି ବ୍ଲକର  ୪ ପଞ୍ଚାୟତରେ  ୨୦ ଗାଁ  ପ୍ରଭାବିତ ହୋଇଥିଲା।  ଏପରିକି ଆରଡି ଅଞ୍ଚଳର  ୧୪ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା।  ଏବେବି ଅନେକ ଗାଁ ରାସ୍ତାରେ ବନ୍ୟା […]

ସଂପୂର୍ଣ୍ଣ ପଢନ୍ତୁ
Court

ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

ସମ୍ବଲପୁର: ସମ୍ବଲପୁର ଏଡିଜେ–ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେବା ସହିତ ପୀଡ଼ିତାଙ୍କୁ ୧୩ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ମାମଲା ବିବରଣୀରୁ ପ୍ରକାଶ ଯେ, ୨୦୨୪ ଏପ୍ରିଲରେ ପୀଡ଼ିତା ନାବାଳିକା ମହୁଲପାଲି ଥାନାଞ୍ଚଳକୁ ତାର ମାମୁଁ ଘରକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ସୁନ୍ଦରଗଡରୁ ଆସିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzzzz

ସଂସଦରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ

ପୁରୀ : ସଂସଦରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ। ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସଂସଦୀୟ କମିଟି ଏ ନେଇ ପ୍ରସ୍ତାବ ଦେଇଛି। କମିଟିର ପ୍ରସ୍ତାବରେ ବାଚସ୍ପତି ସମ୍ମତି ଜଣାଇଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ୩ ରଥର ଚକକୁ ସଂସଦରେ ଏକ ସ୍ବତନ୍ତ୍ର ସ୍ଥାନରେ ସମ୍ମାନର ସହ ସ୍ଥାନିତ କରାଯିବ ବୋଲି କୁହାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ
Zzzzzzzz

ଟ୍ରମ୍ପଙ୍କୁ ଭାରତର ଝଟକା, ନୋବେଲ ଶାନ୍ତି ପୁରସ୍କାର ପାଇଁ କଲାନି ନୋମିନେଟ

ନୂଆଦିଲ୍ଲୀ ୩୦।୮:   ଭାରତ-ପାକିସ୍ତାନ ଯୁଦ୍ଧ ରୋକିବାରେ ବାରମ୍ବାର ନିଜ ଭୂମିକା ଥିବାର କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ଝଟକା ଲାଗିଛି। ଏହି ଯୁଦ୍ଧ ରୋକିବାର ଶ୍ରେୟକୁ ନେଇ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଚାହୁଁଥିଲେ। ହେଲେ ଭାରତ ଏଥି ପାଇଁ ଟ୍ରମ୍ପଙ୍କୁ ନୋମିନେଟ କରିବାକୁ ମନା କରିଦେଇଛି। ନ୍ୟୁୟର୍କ ଟାଇମ୍ସ ଅନୁସାରେ ଟ୍ରମ୍ପ ପୁଣି ଥରେ ଜୁନ ୧୭ ତାରିଖରେ ମୋଦିଙ୍କୁ ଭାରତ-ପାକ ଯୁଦ୍ଧ ରୋକିବାରେ ତାଙ୍କ ଭୂମିକା ସମ୍ପର୍କରେ ଜଣାଇଥିଲେ। ଏଥି ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzz

କଳାପତାକା ଦେଖାଉଥିଲେ ବିଜେପି କାର୍ଯ୍ୟକର୍ତ୍ତା, ହାତରେ ଟଫି ଧରାଇଦେଲେ ରାହୁଲ ଗାନ୍ଧି

ଆରା ୩୦।୮: ବିହାର ଆରା ରେ ଭୋଟ ଅଧିକାର ଯାତ୍ରା କାଳରେ ଶନିବାର କଂଗ୍ରେସ ନେତା ରାହୁଲଙ୍କୁ କଳାପତାକା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ପ୍ରତି ଅପଶବ୍ଦ କୁହାଯିବା ମାମଲାରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା କଂଗ୍ରେସ ବିରୋଧୀ ସ୍ଲୋଗାନ ଦେବା ସହ କଳାପତାକା ଦେଖାଇଛନ୍ତି। ଏଥିରେ ରାହୁଲ ଗାନ୍ଧି ଗାଡି଼ ଅଟକାଇ କଳା ପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପାଖକୁ ଡାକି ଟଫି ଦେଇଛନ୍ତି। ଶନିବାର ଆରାରେ ଯାତ୍ରା କାଳରେ […]

ସଂପୂର୍ଣ୍ଣ ପଢନ୍ତୁ