Mobile Resoure 750x375 1

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନର ମିଳିତ ସହଯୋଗ ଓ ଜାତିସଂଘ ପ୍ରବାସୀ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡର ସମର୍ଥନରେ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଆରମ୍ଭ କରାଯାଇଛି। ଗଞ୍ଜାମ ଓ କେନ୍ଦ୍ରାପଡ଼ାର ୫ […]

ସଂପୂର୍ଣ୍ଣ ପଢନ୍ତୁ
Sub

ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ଯ ସରକାର, ୯ ରେ ଜୟପୁରରୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି

ଭୁବନେଶ୍ୱର : ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ଯ ସରକାର  । SHGରୁ ବିନା ସୁଧରେ 10 ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ଦେବେ ପ୍ରାଥମିକତା। ସୁଭଦ୍ରା ଭଉଣୀଙ୍କ ସହ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । SHGରୁ ମିଳୁଥିବା ବିନା ସୁଧ ଋଣ ଯୋଗାଇ ବର୍ଷକରେ ଲକ୍ଷପତିଙ୍କୁ କୋଟିପତି ଦିଦି କରାଯିବ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି ।  ଆସନ୍ତା 9 ରେ ଜୟପୁରରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ […]

ସଂପୂର୍ଣ୍ଣ ପଢନ୍ତୁ
Naveen

ଡକ୍ଟର ସୁବାସ ପାଣିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ସଂସ୍କୃତି ଗବେଷକ, ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଗବେଷଣା ବିଶେଷକରି ଜଗନ୍ନାଥ ସଂସ୍କୃତି ଓ ଗୀତ ଗୋବିନ୍ଦ ଉପରେ ସେ ଅନେକ ମହତ୍ୱପୂର୍ଣ୍ଣ କାମ କରିଯାଇଛନ୍ତି । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ମଧ୍ୟ ତାଙ୍କର ବିଶେଷ ସୁନାମ […]

ସଂପୂର୍ଣ୍ଣ ପଢନ୍ତୁ
Fm

ଏଫ ଏମ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବଡ଼ ଖୁଲାସା, ଅଘଟଣ ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା

ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ଏକ ବଡ଼ ଖୁଲାସା ।  ଘଟଣା ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା ।  ସାଇକେଲରେ ଯାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିଥିଲେ । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ ।  ଜୁଲାଇ ୧୨ ତାରିଖ ଦିନ ୧୦ଟା ୪ ମିନିଟର ସିସିଟିଭି ଫୁଟେଜ ।  ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଂ ପରେ ବାହାରକୁ ଯାଇଥିଲେ ।  ସେଠାରୁ ନିଜେ ସାଇକେଲରେ […]

ସଂପୂର୍ଣ୍ଣ ପଢନ୍ତୁ
Sjain

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମିଳିଲା ନାହିଁ ପ୍ରମାଣ; ମାମଲା ବନ୍ଦ କରିଦେଲେ କୋର୍ଟ

ନୂଆଦିଲ୍ଲୀ: ସୋମବାର (୪ ଅଗଷ୍ଟ) ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ପିଡବ୍ଲୁଡି ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଆପ) ନେତା ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ପିଡବ୍ଲୁଡି ଅଧିକାରୀଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ବନ୍ଦ କରି ଦେଇଛନ୍ତି। କୋର୍ଟଙ୍କ ଏହି ମଞ୍ଜୁରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ କହିଛନ୍ତି, ‘ଅନେକ ବର୍ଷର ତଦନ୍ତ ସତ୍ତ୍ୱେ, ପିଓସି ଆଇନ ୧୯୮୮ କିମ୍ବା ଅନ୍ୟ କୌଣସି ଅପରାଧ ଅନୁଯାୟୀ […]

ସଂପୂର୍ଣ୍ଣ ପଢନ୍ତୁ
Spani

ପୂର୍ବତନ ମୁଖ୍ୟ ସଚିବ ଡକ୍ଟର ସୁବାସ ପାଣିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର : ପୂର୍ବତନ ମୁଖ୍ୟ ସଚିବ ଡକ୍ଟର ସୁବାସ ପାଣିଙ୍କ ପରଲୋକ ।  ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।  ଆଜି ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ। ସେ ଜଣେ ବିଶିଷ୍ଟ ଲେଖକ, ଅନୁବାଦକ, ସଙ୍ଗୀତ ରଚୟିତା ତଥା ସୃଜନଶୀଳ ଦାର୍ଶନିକ ଭାବେ ପରିଚିତ ଥିଲେ। ଡ. ସୁବାସ ପାଣିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡ. ସୁବାସ ପାଣିଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Bjd

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା

ପୁରୀ: ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ।  ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ ଟା ଠାରୁ ଦିନ ୧୨ ଟା ଯାଏ ବନ୍ଦ ରହିବ ପୁରୀ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଏହି ବନ୍ଦ ଡାକରା ଦେଇଛି ଦଳ । ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା […]

ସଂପୂର୍ଣ୍ଣ ପଢନ୍ତୁ
Rah

ଚୀନ ଭାରତର ୨୦୦୦ କିମି ଦଖଲ କରିଛି ବୋଲି ଜାଣିଲ କିପରି ? ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତ-ଚୀନ ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ ଆସିଥିବା ରାହୁଲଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଲକ୍ଷ୍ନୌରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି, ‘ଆପଣ […]

ସଂପୂର୍ଣ୍ଣ ପଢନ୍ତୁ
Nigh

ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାର୍ଯ୍ୟ କରିପାରିବେ ମହିଳା

ଭୁବନେଶ୍ୱର: ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ। ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ। ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ଥିବା ଆବଶ୍ୟକ। ରାତିରେ ମହିଳାଙ୍କୁ ଘରୁ ଆଣିବା ଓ ଛାଡ଼ିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ଅତି କମରେ ୩ ଜଣ […]

ସଂପୂର୍ଣ୍ଣ ପଢନ୍ତୁ
Suresh Pujari

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ, ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି ।  କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ, ସେ ନେଇ ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା ଆବଶ୍ୟକ। ଏ ନେଇ କେନ୍ଦ୍ର ସରକାରଙ୍କୁ ଏକ ସମ୍ୱନ୍ୱିତ ପ୍ରସ୍ତାବ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ