ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ସଭାପତି ଇଞ୍ଜିନିୟର ଗିରିଜା ଶଙ୍କର ପତିଙ୍କୁ ସମ୍ବର୍ଦ୍ଧନା
କଟକ : ସାମାଜିକ ସଂଗଠନ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ(ଓଆରଏସ) କିଶନନଗର ଥାନା ଉପକଣ୍ଠ ସିର୍ଲୋ ଶାଖା ତରଫରୁ ସଂଘ ବରେଣ୍ୟ ସଭାପତି ବିଶିଷ୍ଟ ଗବେଷକ,ଯୁବ ସଙ୍ଗଠକ ଇଂ.ଗିରିଜା ଶଙ୍କର ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି । ଏହି ସ୍ବାଗତ ସମ୍ବର୍ଦ୍ଧନା ସଭାରେ ସଂଘ କାର୍ଯ୍ୟକର୍ତ୍ତା କୃଷକ ନେତା ଦେବୀ ପ୍ରସାଦ ପତି, ମନୋଜ ଦାସ,ତପନ ନାୟକ,ବୈଷ୍ଣମ ଗାୟା,ସଞ୍ଜୟ ସେଠୀ,ଚନ୍ଦନ ସେନା ପତି,ବେଣୁଧର ଭୋଇ,ଦୁଲାଲ ଭୋଇ,କୈଳାସ ପ୍ରଧାନ,ଗୁରୁଚରଣ ପରିଡ଼ା,ସୁଧାକର ମାଦେଳି, ରଞ୍ଜନ ଚକ୍ରବତୀ,ଗଗନ ଭୋଇ,ଦିବାକର ଭୋଇ,ପବିତ୍ର ଦାଶ […]
ସଂପୂର୍ଣ୍ଣ ପଢନ୍ତୁ