ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ସଭାପତି ଇଞ୍ଜିନିୟର ଗିରିଜା ଶଙ୍କର ପତିଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ
Spread the love

କଟକ : ସାମାଜିକ ସଂଗଠନ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ(ଓଆରଏସ) କିଶନନଗର ଥାନା ଉପକଣ୍ଠ ସିର୍ଲୋ ଶାଖା ତରଫରୁ ସଂଘ ବରେଣ୍ୟ ସଭାପତି ବିଶିଷ୍ଟ ଗବେଷକ,ଯୁବ ସଙ୍ଗଠକ ଇଂ.ଗିରିଜା ଶଙ୍କର ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି ।

ଏହି ସ୍ବାଗତ ସମ୍ବର୍ଦ୍ଧନା ସଭାରେ ସଂଘ କାର୍ଯ୍ୟକର୍ତ୍ତା କୃଷକ ନେତା ଦେବୀ ପ୍ରସାଦ ପତି, ମନୋଜ ଦାସ,ତପନ ନାୟକ,ବୈଷ୍ଣମ ଗାୟା,ସଞ୍ଜୟ ସେଠୀ,ଚନ୍ଦନ ସେନା ପତି,ବେଣୁଧର ଭୋଇ,ଦୁଲାଲ ଭୋଇ,କୈଳାସ ପ୍ରଧାନ,ଗୁରୁଚରଣ ପରିଡ଼ା,ସୁଧାକର ମାଦେଳି, ରଞ୍ଜନ ଚକ୍ରବତୀ,ଗଗନ ଭୋଇ,ଦିବାକର ଭୋଇ,ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *