ବିଜେଡିରୁ ନିଲମ୍ବିତ ହେଲେ ମୁକ୍ତିକାନ୍ତ ମଣ୍ତଳ ଓ ମଞ୍ଜୁଲତା ମଣ୍ତଳ
ଭୁବନେଶ୍ଵର:ବିଜେଡିରୁ ନିଲମ୍ବିତ ହେଲେ ଦମ୍ପତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ ଅଭିଯୋଗରେ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଧାମନଗରରୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ୨୦୧୯ମସିହାରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ନିଲମ୍ବିତ ପରେ ମୁହଁ ଖୋଲିଲେ ମୁକ୍ତିକାନ୍ତ ମଣ୍ତଳ। ସେ କହିଛନ୍ତି ଯେ କାହିଁକି […]
ସଂପୂର୍ଣ୍ଣ ପଢନ୍ତୁ