ପ୍ରଗତି ପକ୍ଷରୁ ବିଦ୍ୟାର୍ଥୀଙ୍କୁ ସ୍କୁଲବ୍ୟାଗ ବଣ୍ଟନ
ମାହାଙ୍ଗା : କୁହୁଣ୍ଡା ପଞ୍ଚାୟତ କୋଠପଦା ଠାରେ ପ୍ରଗତି ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ଗୋ ଚାଷୀ ଉପକୃତ ହୋଇପାରୁଛନ୍ତି | ଏହି ଗୋ ଚାଷୀ ମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଏକ ସଚେତନତା ଶିବିର ଆୟୋଜନ ସହିତ ବିଦ୍ୟାର୍ଥୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯିବା ଦେଖିବାକୁ ମିଳିଥିଲା | କୋଠପଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ […]
ସଂପୂର୍ଣ୍ଣ ପଢନ୍ତୁ