ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ

କାଠମାଣ୍ଡୁ: ନେପାଳ ବନ୍ୟାର ସପ୍ତାହେ ପରେ ମଧ୍ୟ ଉଦ୍ଧାରକାରୀ ଦଳ ବିଭିନ୍ନ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥଳରେ ଥିବା ଭୂତଳ ପାୱାର୍‌ହାଉସ୍‌ ଓ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି। ଅନ୍ୟପ‌କ୍ଷେ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ଉଦ୍ଧାର ଅପରେସନ୍‌ ମନ୍ଥର ହୋଇଯାଇଛି। ଏଥିପାଇଁ ଲୋକମାନେ ସରକାର ଓ ପ୍ରୋଜେକ୍ଟ ଅପରେଟରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନାରାୟଣୀ ଯୋଶୀ ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଖବର ଜାଣିବା […]

ସଂପୂର୍ଣ୍ଣ ପଢନ୍ତୁ

ଜଳଶକ୍ତି ଶୀର୍ଷ ସମ୍ମିଳନୀରେ ଓଡ଼ିଶାର ଜଳସେଚନ ସଫଳତା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର: ଓଡ଼ିଶାର ଅର୍ଥନୀତି କୃଷି ପ୍ରଧାନ ହୋଇଥିବାରୁ ଜଳ ସୁରକ୍ଷା ଓ ସିଞ୍ଚନର ବିକାଶକୁ ଆମ ସରକାର ସବୁଠାରୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି। ଅତି କମ୍ ସମୟ ମଧ୍ୟରେ ୩,୨୦,୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବିଭାଗୀୟ ଶୀର୍ଷ ସମ୍ମିଳନୀରେ ବକ୍ତବ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ପୌର ଉପାଧ୍ୟକ୍ଷଙ୍କ ସମେତ ବିଜେଡି ଛାଡ଼ିଲେ ୯ କାଉନ୍‌ସିଲ, ବିଜେପିରେ ହେଲେ ସାମିଲ

ଛତ୍ରପୁର : ଗଞ୍ଜାମଜିଲ୍ଲା ଛତ୍ରପୁର ପୌରପରିଷଦ ରାଜନୀତିରେ ଏକ ବଡ଼ ହଟଚମଟ ଦେଖିବାକୁ ମଳିଛି। ଗୋଟିଏ ପଟେ ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଜେଲ୍‌ରୁ ଫେରିବା ପରେ ଗଞ୍ଜାମ ବିଜେଡି ଦଳ ଚଳଚଚଂଳ ହୋଇପଡ଼ିଛି। ଅପରପକ୍ଷେ ଜିଲ୍ଲା ସଦର ମହକୁମା ଛତ୍ରପୁର ବିଜେଡିକୁ ଲାଗିଛି ବଡ ଶକ୍ତ ଝଟକା। ଆଜି ଗୋଟିଏ ଦିନରେ ବିଜେଡିର ଉପାଧ୍ୟକ୍ଷଙ୍କ ସମେତ ୯ କାଉନ୍‌ସିଲର ଦଳ ଛାଡ଼ିଛନ୍ତି। ସ୍ଥାନୀୟ ଅଂଚଳର ଆଇନଜୀବୀ ତଥା ଯୁବ ସଂଗଠକ ଓ ଏକାଧାରାରେ କହିବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ସାର କଳାବଜାର: ୧୧,୬୮୪ ଟି ସାର ଦୋକାନରେ ଚଢଉ, ୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଚଳିତ ଖରିଫ ୨୦୨୬-୨୭ ଋତୁରେ ଚାଷୀଙ୍କୁ ରିହାତିଦରରରେ ମିଳୁଥିବା ସାରର ବ୍ୟାପକ କଳାବଜାର ହେଉଛି। ଏହାକୁ ରୋକିବାକୁ ବିଭାଗ ପକ୍ଷରୁ ବର୍ତ୍ତମାନ ବ୍ୟାପକ ଧରପଗଡ଼ କରାଯାଉଛି। ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ଇତିମଧ୍ୟରେ ୧୧,୬୮୪ ଟି ସାର ଦୋକାନରେ ଚଢଉ, ୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ସହ ୩୨୧ ଡିଲରଙ୍କ ସାର ବିକ୍ରି ବନ୍ଦ, ୧୭୦ ଡିଲରଙ୍କ ଲାଇସେନ୍ସ ଖାରଜ (ସସ୍‌ପେଣ୍ଡ୍‌) […]

ସଂପୂର୍ଣ୍ଣ ପଢନ୍ତୁ

ବାଙ୍କୀରେ ଅବକାରୀ ବିଭାଗର ଚଢ଼ାଉ: ୪୪ ଗ୍ରାମ ବ୍ରାଉନସୁଗାର ସହ ଯୁବକ ଗିରଫ, ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ବାଙ୍କୀ: କଟକ ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଜୋରଦାର କାର୍ଯ୍ୟାନୁଷ୍ଠାନ। ବୁଧବାର କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଦା ଗ୍ରାମସ୍ଥିତ ଶିବ ମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ନିଶା ଚୋରା ଚାଲାଣ […]

ସଂପୂର୍ଣ୍ଣ ପଢନ୍ତୁ

ଆଇ ଲଭ ମୂଳିସିଂହ ସ୍ମୃତିଫଳକର ଲୋକାର୍ପଣ ଉତ୍ସବ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପ୍ରସିଦ୍ଧ ପାତାଳିକ୍ଷେତ୍ର ଭାବେ ପରିଚିତ ଗୁପ୍ତମାଣିକା ପୀଠ, ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ର ସହରହାଟ ଛକ ରେ, ଜିଲ୍ଲାପରିଷଦ ସଦସ୍ୟ ସୁନୀଲ କୁମାର ବେହେରା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱ୍ୱାବଧାନ ରେ ଗତ ବୁଧବାର ସଂଧ୍ୟା ରେ, ଆଇ ଲଭ ମୂଳିସିଂହ, ର ନୂତନ ସ୍ମୃତିଫଳକ ର ଲୋକାର୍ପଣ ଉତ୍ସବ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା […]

ସଂପୂର୍ଣ୍ଣ ପଢନ୍ତୁ

ମେଡିକାଲ ପରିସରରୁ ବାଇକ ଚୋରି: CCTV ଫୁଟେଜ୍ ଥାଇ ବି ଚୋର ଫେରାର, ପୁଲିସର ଭୂମିକା ଉପରେ ପ୍ରଶ୍ନବାଚୀ

ଜଗତସିଂହପୁର : ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାରମ୍ବାର ବାଇକ୍ ଚୋରି ଘଟଣା ଏବେ ସାଧାରଣ ଲୋକ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଗୋଟିଏ ପଟେ ମେଡିକାଲଠାରୁ ମାତ୍ର ୨୦୦ ମିଟର ଦୂରରେ ଏସପିଙ୍କ କାର୍ଯ୍ୟାଳୟ, ଅନ୍ୟପଟେ ୨୦୦ ମିଟର ଦୂରରେ ଟାଉନ୍ ଥାନା ଏବଂ ମେଡିକାଲ ପରିସରରେ ନିଜସ୍ୱ ଫାଣ୍ଡି ରହିଥିବା ସତ୍ତ୍ୱେ ଏଭଳି ଚୋରି ଘଟଣା ପୁଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାପ୍ତ ଖବର […]

ସଂପୂର୍ଣ୍ଣ ପଢନ୍ତୁ
Cbi 1 750x430

SI ପରୀକ୍ଷା ତଦନ୍ତ : ଗୃହ ବିଭାଗକୁ CBIର ଚିଠି, ପଚରାଉଚରା ହୋଇପାରନ୍ତି OPRB ଅଧ୍ୟକ୍ଷ !

ଭୁବନେଶ୍ୱର : ଓଡ଼ିଶା ପୋଲିସ SI ପରୀକ୍ଷାର ପୂରା ପ୍ରକ୍ରିୟା CBI ସ୍କାନରରେ । OPRB ଅଧ୍ୟକ୍ଷଙ୍କୁ ପଚରାଉଚରା କରାଯାଇପାରେ । ବହୁଚର୍ଚ୍ଚିତ ୨୦୨୫ ଓଡ଼ିଶା ପୋଲିସ ସବ୍ -ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାର କେବଳ ନିର୍ଦ୍ଦିଷ୍ଟ ଅନିୟମିତତା ନୁହେଁ, ବରଂ ପରୀକ୍ଷା ସହ ଜଡ଼ିତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବେ CBI ତଦନ୍ତ ପରିସରରେ। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB), ପରୀକ୍ଷା ପରିଚାଳନା ସହ ଜଡ଼ିତ ସଂସ୍ଥା ଏବଂ ଅନ୍ୟମାନଙ୍କ ଭୂମିକାକୁ ନେଇ ତଦନ୍ତ ଚାଲିଥିବା ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଲୋକ ଭବନକୁ ମିଳିଲା ପ୍ଲାଟିନମ ଗ୍ରୀନ କ୍ୟାମ୍ପସ ମାନ୍ୟତା

ଭୁବନେଶ୍ୱର : ଲୋକ ଭବନକୁ ମିଳିଲା ପ୍ଲାଟିନମ ଗ୍ରୀନ କ୍ୟାମ୍ପସ ମାନ୍ୟତା । ଗ୍ରୀନ ଏନର୍ଜି ବା ଅକ୍ଷୟ ଶକ୍ତି ବ୍ୟବହାର କରି ଓଡିଶା ଲୋକ ଭବନ ସୁନାମ ଅର୍ଜନ କରିଛି । ଓଡ଼ିଶାର ଲୋକ ଭବନକୁ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC) ପକ୍ଷରୁ ‘ପ୍ଲାଟିନମ୍’ ରେଟିଂ ପ୍ରଦାନ କରାଯାଇଛି । ଏହା ସହ ଗ୍ରୀନ୍ ପ୍ଲାଟିନମ୍ ପ୍ରମାଣପତ୍ର ପାଇବାରେ ଲୋକ ଭବନ ଭାରତର ପ୍ରଥମ ଲୋକ ଭବନ ହୋଇଛି । ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, […]

ସଂପୂର୍ଣ୍ଣ ପଢନ୍ତୁ
Supremecourtwikimediacommons 1068x665

ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ଛାତ୍ରଛାତ୍ରୀଙ୍କ ବିରୋଧରେ ଥିବା ସମସ୍ତ FIR ରଦ୍ଦ

ନୂଆଦିଲ୍ଲୀ  :  ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ।  ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ସମସ୍ତ FIR ରଦ୍ଦ। ଦେଶବ୍ୟାପୀ ରୁଜୁ ସମସ୍ତ FIR ରଦ୍ଦ କଲେ ସର୍ବୋଚ୍ଚ ଅଦାଲତ। ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା ଅସାଧାରଣ କ୍ଷମତା ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କ ବିରୋଧରେ ଥିବା ସମସ୍ତ FIR ରଦ୍ଦ କଲେ ସୁପ୍ରିମକୋର୍ଟ। ନିଟ୍ ପରୀକ୍ଷା ବିବାଦ ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ବଡ଼ […]

ସଂପୂର୍ଣ୍ଣ ପଢନ୍ତୁ