ଏନଏମଏମଏସ (NMMS) ପରୀକ୍ଷାରେ ବୀଣାପାଣି ଷ୍ଟଡି ସର୍କଲର ୩ ଜଣ ମେଧାବୀ ଛାତ୍ରୀଙ୍କ ସଫଳତା
କଟକ : କଟକ ସଦର ୪୨ ମୌଜା ଅନ୍ତର୍ଗତ କୂଳସରିଚୁଆଁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବୀଣାପାଣି ଷ୍ଟଡି ସର୍କଲ’ର ତିନି ଜଣ ମେଧାବୀ ଛାତ୍ରୀ ଚଳିତ ବର୍ଷର ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି (NMMS) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସଫଳତା ପାଇଥିବା ଏହି ତିନି ଜଣ ଛାତ୍ରୀ ହେଉଛନ୍ତି ଜୟନ୍ତୀଦେବୀ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧା ସୁମନ ପୃଷ୍ଠି, ଆରକ୍ଷୀ ବେହେରା ଓ ସ୍ନେହାଶ୍ରୀ ମୁଦୁଲି। ସେମାନେ ସମସ୍ତେ ଖଲର୍ଦା ଗ୍ରାମପଞ୍ଚାୟତର […]
ସଂପୂର୍ଣ୍ଣ ପଢନ୍ତୁ