ପୁଅ ବିଷ ପିଇଦେଲେ, ବାପା ରେଳଧାରଣାରେ ଶୋଇପଡ଼ିଲେ
ଭୁବନେଶ୍ବର : କରଜରେ ବୁଡ଼ି ରହିଥିଲେ ବାପା। ବିଦେଶରେ ରହି କରଜ ସୁଝୁଥିଲେ ପୁଅ। ବାପା କରଜ କରିଥିବା ତଥା ସେଥିରୁ ଝିଅକୁ (ବିବାହିତା) ୫ ଲକ୍ଷ ଟଙ୍କା ଦେବା କଥା ଶୁଣି ରାଗି ଯାଇଥିଲେ ପୁଅ। ଏହାକୁ ନେଇ ଗତକାଲି ରାତିରେ ବାପପୁଅଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା। ଏହା ପରେ ରାତି ପ୍ରାୟ ୨ଟା ବେଳେ ବାପା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ଗଲା ବେଳେ କହିଥିଲେ ଯେ ସେ ଆଉ ଫେରିବେନି। […]
ସଂପୂର୍ଣ୍ଣ ପଢନ୍ତୁ