ବିଜୟ ଦାବି କଲା ଇରାନ, ହର୍ମୁଜ ଅବରୋଧ ଜାରି

ତେହେରାନ/ୱାସିଂଟନ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଆମେରିକା-ଇରାନ ସାମରିକ ସଂଘର୍ଷ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି, ଯାହା ଭୂ-ରାଜନୈତିକ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ମୋଜତବା ଏକ ଲିଖିତ ବାର୍ତ୍ତା ମାଧ୍ୟମରେ ଦାବି କରିଛନ୍ତି ଯେ ଆମେରିକା ଓ ଇସ୍ରାଏଲ୍ ସାମରିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ପରାଜିତ ହୋଇଛନ୍ତି। ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନକୁ ଦୁର୍ବଳ କରିବାରେ ବିଫଳ ହେବା ପରେ ଏବେ ବିଦେଶୀ ଶକ୍ତିମାନେ ଦେଶ ଭିତରେ ଭେଦଭାବ […]

ସଂପୂର୍ଣ୍ଣ ପଢନ୍ତୁ

‘ଅପରେସନ ଡେଲଟା ହଣ୍ଟ୍‌’ ଅଧୀନରେ ୭୮୨ରୁ ଅଧିକ ଅଟକ

ଅହମଦାବାଦ: ଗୁଜରାଟରେ ‘ଅପରେସନ୍‌ ଡେଲଟା ହଣ୍ଟ୍‌’ ଅଧୀନରେ ଏକାଧିକ ସହର ଏବଂ ଜିଲ୍ଲାମାନଙ୍କରେ ଚଢ଼ଉ କରାଯାଇଛି ଏବଂ ୩୬୨ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସ ମଧ୍ୟ ଅପରେସନ୍‌ ଡେଲଟା ହଣ୍ଟ୍‌ ଅଧୀନରେ ୭୮୨ ସନ୍ଦୀଗ୍ଧଙ୍କୁ ଅଟକ ରଖି ଜେରା କରୁଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୧୦୩ ପୁରୁଷ, ୧୮୮ ମହିଳା ଏବଂ ୭୧ ଶିଶୁ ଅଛନ୍ତି। ଅହମଦାବାଦ ସହରରେ ସର୍ବାଧିକ ୧୫୫ ଜଣ ଗିରଫ ହୋଇଥିବାବେଳେ ସୁରଟ ସହରରେ ୮୪, ଅହମଦାବାଦ ରୁରାଲ୍‌ରେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି, ପ୍ରମୁଖ ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Debasish 1627631203

ବିଜେପିରୁ ରାଜ୍ୟସଭାକୁ ଯିବେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀଙ୍କ ନାମ ଗୁରୁବାର ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କ ନାମରେ ବିଜେପି ମୋହର ମାରିଛି। ଫଳରେ ଦେବଶିଷ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ବିଜେପିରୁ ଟିକଟ ମିଳିବା ପରେ ଦେବାଶିଷ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେପି ମୋ ଉପରେ ଭରସା ରଖିଛି। ରାଜ୍ୟର ବିକାଶ ପାଇଁ ଯାହା ଦରକାର ତାହା କରିବି। ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୨୭ଟି ରାଜ୍ୟସଭା ଆସନ […]

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗାରେ ନକଲି ମଦ କାରଖାନା ଉପରେ ଚଢ଼ାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଦମ୍ପତି ଗିରଫ

କଟକ, ୪/୬: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାହାଙ୍ଗା ଥାନା ଅନ୍ତର୍ଗତ ଅଲିନଗର ଗ୍ରାମରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଅଲିନଗର ଗ୍ରାମର ଅଭିଯୁକ୍ତ ସୁକୁଦେବ ସାମଲ ଓ ବିଦୁଲତା ସାମଲଙ୍କ ଘରୁ ବିପୁଳ ପରିମାଣର ବେଆଇନ ନକଲି ମଦ ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି। ଜବତ ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଶତାୟୁ ଧର୍ମପ୍ରାଣ ମହିଳାଙ୍କ ବିୟୋଗରେ ଶୋକ

ମାହାଙ୍ଗା  : କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁର ଗ୍ରାମର ଶତାୟୁ ଧର୍ମପ୍ରାଣା ମହିଳା ପ୍ରଭାବତୀ ମହାନ୍ତିଙ୍କ ଦେହାନ୍ତ ହୋଇଯାଇଛି l ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ମେଳାପୀ ତଥା ଆଧ୍ୟାତ୍ମିକବାଦୀ ମହିଳା ଥିଲେ l ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିବା ସହିତ ଅନ୍ତିମ ଯାତ୍ରାରେ ସାମିଲ ହେବା ଦେଖିବାକୁ ମିଳିଥିଲା l ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ପରେ ବିରୂପା ନଦୀ ତଟରେ ଥିବା ସ୍ମଶାନରେ ପ୍ରଭାବତୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ […]

ସଂପୂର୍ଣ୍ଣ ପଢନ୍ତୁ

ମହାପ୍ରଭୁଙ୍କ ପାଇଁ ଇ-ହୁଣ୍ଡି ବ୍ୟବସ୍ଥାର କାର୍ଯ୍ୟକାରୀ ନିମନ୍ତେ ବୈଠକ

ଭୁବନେଶ୍ଵର:ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଛନ୍ତି।ମହାପ୍ରଭୁଙ୍କ କରୁଣାରୁ ଅନେକଙ୍କ ମନସ୍କାମନା ପୂରଣ ହୋଇ ଆସୁଛି। ତେବେ ନିଜ ମନୋବାଞ୍ଛା,ଖୁସି ଏବଂ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ତେବେ ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ଶ୍ରଦ୍ଧାଳୁଙ୍କ ଲାଗି ଅନଲାଇନ ମାଧ୍ୟମରେ ହୁଣ୍ଡିରେ ଦାନ ଦେବା ବ୍ୟବସ୍ଥା ପାଇଁ ଅନେକ […]

ସଂପୂର୍ଣ୍ଣ ପଢନ୍ତୁ

କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀଙ୍କୁ ବଦଳି

ବ୍ରହ୍ମପୁର: :ଗଞ୍ଜାମଜିଲ୍ଲାକବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସର ନିର୍ଘାତ ମାଡ଼ରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଏହି ମାମଲାରେ ସରକାର ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ଏବେ ଥାନାର ସମସ୍ତ କର୍ମଚାରୀଙ୍କୁ ବଦଳି କରାଯାଇଛି। ବାଲିଛାଇ ଫାଣ୍ଡିର ସବୁ କର୍ମଚାରୀ ବି ବଦଳିଲେ। ୨୬ କର୍ମଚାରୀଙ୍କୁ ଅନ୍ୟ ଉପଖଣ୍ଡକୁ ବଦଳି କରାଯାଇଛି। ୨ ଏସଆଇ ଓ ୩ ଏଏସଆଇ ବି ବଦଳିଲେ। ହୋମଗାର୍ଡ, କନେଷ୍ଟବଳଙ୍କୁ ବି ବଦଳି । […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଆ ନାବାଳିକାକୁ ଉତ୍ତରପ୍ରଦେଶରେ ‌ଯୌନ ନିର୍ଯାତନା ମାମଲା: ଡିଜିପିଙ୍କୁ NHRC ନୋଟିସ୍‌

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ଅଞ୍ଚଳର ଜଣେ ୧୭ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଉତ୍ତର ପ୍ରଦେଶର ଝାନ୍ସୀକୁ ଚାଲାଣ କରି ବିକ୍ରି କରିବା ଏବଂ ସେଠାରେ ପ୍ରାୟ ଦୁଇ ବର୍ଷ ଧରି ଯୌନ ନିର୍ଯାତନା ଦେବା ମାମଲାରେ ଜାତୀୟ ମାନବାଧିକାର କମିସନ (NHRC) ଅବଗତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଚାକିରି ଯୋଗାଇ ଦେବା ବାହାନାରେ ପୀଡ଼ିତା ଏବଂ ଅନ୍ୟ ତିନି ଜଣ ବାଳିକାଙ୍କୁ ଉତ୍ତର ପ୍ରଦେଶ ଚାଲାଣ କରାଯାଇଥିଲା। ନିର୍ଯାତନାର ଶିକାର ହେଲା ପରେ ନାବାଳିକା ସେଠାକାର […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଅନ୍ତା ବର୍ବରତାରେ କ୍ରାଇମବ୍ରାଞ୍ଚର ଗୁରୁତ୍ବପୂର୍ଣ୍ଣ ତଥ୍ୟ: ଆମ୍ବୁଲାନ୍ସ ଆସିନଥିଲା, ୨୫ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲା ପୁଲିସ

କଟକ: ବାଲିଅନ୍ତା ବର୍ବରତା ଘଟଣାରେ ଫେରାର ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ ଦୀପୁକୁ କ୍ରାଇମବ୍ରାଞ୍ଚ ଟିମ୍ ଢେଙ୍କାନାଳ ବାଇପାସ୍ ନିକଟରୁ ଗିରଫ କରିଛି। ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଅଭିଯୁକ୍ତ ପ୍ରଦୀପ ଭିଡ଼ ଭିତରେ ଚପଲରେ ପିଟିବା ସହିତ ମୁହଁକୁ ଗୋଇଠା ମାରୁଥିବା ଭିଡିଓ ରେକର୍ଡ ହୋଇଛି। ଏହି ଭାଇରାଲ୍ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ପଡ଼ିବା ପରେ ତାକୁ ଗିରଫ କରିଛି। ତେବେ ପ୍ରଦୀପ ପ୍ରାୟ ୫ ଦିନ ହେବ ଦେବଗଡ଼ରେ ଜଣେ ବନ୍ଧୁଙ୍କ ଗୋଦାମରେ ଲୁଚି ରହିଥିଲା। ସେଠାରେ […]

ସଂପୂର୍ଣ୍ଣ ପଢନ୍ତୁ