ଶ୍ରୀ ଶ୍ରୀ ସୁବୁଦ୍ଧେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ
ବାରଙ୍ଗ : ବାଆଁରା ସ୍ଥିତ ଶ୍ରୀ ଶ୍ରୀ ସୁବୁଦ୍ଧେଶ୍ୱର ମନ୍ଦିର ର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜି ପ୍ରଭାତ ରେ ଯଜ୍ଞ ଆରମ୍ଭ ଅଗ୍ନିସ୍ଥାପନ, ସ୍ୱର୍ଯ୍ୟପୂଜା, ଗୋପୂଜା, ସାଲା ପୂଜା କରାଯାଇଥିଲା ଅପରାହ୍ନ ରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା ସନ୍ଧ୍ୟା 7 ଘଟିକା ରେ ଓଡିଶା ର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀଯୁକ୍ତ ଦିବାକର ଦାସ ପ୍ରବଚନ ପ୍ରଦାନ କରିଥିଲେ। ପ୍ରାୟ 5 ହଜାର ରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ […]
ସଂପୂର୍ଣ୍ଣ ପଢନ୍ତୁ