ଶ୍ରୀ ଶ୍ରୀ ସୁବୁଦ୍ଧେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

ରାଜ୍ୟ
Spread the love

ବାରଙ୍ଗ : ବାଆଁରା ସ୍ଥିତ ଶ୍ରୀ ଶ୍ରୀ ସୁବୁଦ୍ଧେଶ୍ୱର ମନ୍ଦିର ର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜି ପ୍ରଭାତ ରେ ଯଜ୍ଞ ଆରମ୍ଭ ଅଗ୍ନିସ୍ଥାପନ, ସ୍ୱର୍ଯ୍ୟପୂଜା, ଗୋପୂଜା, ସାଲା ପୂଜା କରାଯାଇଥିଲା ଅପରାହ୍ନ ରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା ସନ୍ଧ୍ୟା 7 ଘଟିକା ରେ ଓଡିଶା ର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀଯୁକ୍ତ ଦିବାକର ଦାସ ପ୍ରବଚନ ପ୍ରଦାନ କରିଥିଲେ। ପ୍ରାୟ 5 ହଜାର ରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ଆଖପାଖ ଅଞ୍ଚଳ ରୁ ସହସ୍ରାଧିକ ଶ୍ରଦ୍ଧାଳୁ ଏହି ପ୍ରତିଷ୍ଠା ଉତ୍ସବ ରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ ସୁବୁଦ୍ଧେଶ୍ୱର ମନ୍ଦିର ଉନ୍ନୟନ ପରିଚାଳନା କମିଟି ର ବରିଷ୍ଠ ସଭ୍ୟ ଅନ୍ତର୍ଯ୍ୟାମୀ ଜେନା ଦୁଷ୍ମନ୍ତ ବଳ, ଅକ୍ଷୟ ବଳ ଉମାକାନ୍ତ ପତି, ଗୋଲଖ ବିହାରୀ ପାତ୍ର, ପାଣ୍ଡଵ ରାଉତ, ମଣ୍ଟୁ ରାଉତ ଗ୍ରାମବାସୀ ବୃନ୍ଦ ପରିଚାଳନା ରେ ସହାୟତା କରିଥିଲେ

Leave a Reply

Your email address will not be published. Required fields are marked *