ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: କ୍ରାଇମ୍‌ବ୍ରାଞ୍ଚର ଚାଞ୍ଚଲ୍ୟକର ତଥ୍ୟ

କଟକ, ୧୮/୧୦: ଓଡ଼ିଶା ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ଏହି କେଳେଙ୍କାରୀରେ ସଂପୃକ୍ତ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇଯାଇଛନ୍ତି। ଅପରାଧ ସିଣ୍ଡିକେଟର ମୁଖ୍ୟ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ବାଲେଶ୍ବରର ଅରବିନ୍ଦ ଦାସ ପଶ୍ଚିମବଙ୍ଗର ମନ୍ଦାରମଣିରେ ଆଶାୟୀଙ୍କ ରହିବା ପାଇଁ ଓ ଦୀଘାରେ ଶିକ୍ଷକଙ୍କ ରହଣି ଉଦ୍ଦେଶ୍ୟରେ ଚାରି ଦିନ ପାଇଁ ଦୁଇଟି ହୋଟେଲ୍ ବୁକ୍ କରିଥିଲା। ସେଠାରେ ସେମାନଙ୍କୁ ପୁଲିସ ଏସ୍‌ଆଇ ପରୀକ୍ଷା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ଚାଞ୍ଚଲ୍ୟ! ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ଘର ବିହାରରେ। ଏମିତି କାଣ୍ଡ ଘଟିଛି କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ। ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଅଛନ୍ତି। ପୁଲିସ୍ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ହେଲେ ଅଭିଯୁକ୍ତମାନଙ୍କର ଟେର ପାଇନାହିଁ। ଗତକାଲି ବିଳମ୍ବିତ ରାତିରେ ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ପିକ୍‌ନିକ୍‌ କରିବାକୁ ଯାଇଥିଲେ ୬ ସାଙ୍ଗ ଝରଣାରେ ବୁଡି ୨ ମୃତ୍ୟୁ

ରାଉରକେଲା, ୧୮/୧୦: ପିକ୍‌ନିକ୍‌ କରିବାକୁ ଯାଇ ଝରଣାରେ ବୁଡ଼ି ଦୁଇଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଚାରିଜଣ ବର୍ତ୍ତିଯାଇଛନ୍ତି। ମୃତକମାନେ ହେଲେ ସେକ୍ଟର-୧୫ର ଓମ୍‌ ସୁନା (୧୬) ଓ ସେକ୍ଟର-୧ର ଅନୁରାଗ ଦାସ (୧୬)। ସୌଭାଗ୍ୟବଶତଃ ସେକ୍ଟର- ୨୦ର ଅଭଜିତ୍‌ ହବୋ (୧୬), ସେକ୍ଟର-୬ର ସୁମିତ ସେଟ୍‌ (୧୬), ସେକ୍ଟର-୨ ଅଭିଷେକ ସାହୁ (୧୬) ଓ ସେକ୍ଟର-୩ର ପ୍ରୀତମ ହାଁସଦା (୧୬) ବର୍ତ୍ତିଯାଇଛନ୍ତି। ସମସ୍ତ ଛାତ୍ର ରାଉରକେଲା ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ‌ ଶ୍ରେଣୀର ଛାତ୍ର। […]

ସଂପୂର୍ଣ୍ଣ ପଢନ୍ତୁ

ରିଲିଜ ହେଲା ଟାଇଗର ଶ୍ରଫଙ୍କ ଆକ୍ସନ ଫିଲ୍ମ୍ “ବାଗୀ ୪”

ମୁମ୍ୱାଇ,୧୭/୧୦:ଓଟିଟିରେ ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ଆକ୍ସନ ଥ୍ରୀଲର ଫିଲ୍ମ “ବାଗୀ ୪” । ଫିଲ୍ମଟି ଗତ ମାସରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଯଦିଓ ଏହା ବକ୍ସ ଅଫିସରେ ଏତେଟା ଭଲ ପ୍ରଦର୍ଶନ କରିନଥିଲା ହେଲେ ଫ୍ୟାନ୍ୟମାନେ ଏହାର ଓଟିଟି ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ‘ବାଗୀ ୪’ ବର୍ଷର ବହୁ ପ୍ରତୀଯିତ ଫିଲ୍ମ ଥିଲା । ଏହା ସେପ୍ଟେମ୍ବର ୫ ତାରିଖରେ ବଡ଼ ପରଦାରେ ରିଲିଜ୍ ହୋଇଥିଲା। ଫିଲ୍ମର ଟ୍ରେଲରକୁ ଏକ ଜବରଦସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ମୟୂରଭଞ୍ଜ, ୧୮/୧୦: ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଜିଠୁ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ସାଧାରଣତଃ ପ୍ରତିବର୍ଷ ନଭେମ୍ବର ଏକ ତାରିଖଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ। ହେଲେ ଏଥର ୧୦ […]

ସଂପୂର୍ଣ୍ଣ ପଢନ୍ତୁ

୫ ବର୍ଷର ଶିଶୁକୁ ହତ୍ୟା କରିଛି ୧୪ ବର୍ଷୀୟ ନାବାଳକ

ନବରଙ୍ଗପୁର, ୧୮/୧୦: ୫ ବର୍ଷର ଶିଶୁକୁ ହତ୍ୟା କରିଛି ଜଣେ ୧୪ ବର୍ଷୀୟ ନାବାଳକ। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଗୁଡ଼ା ଗ୍ରାମରେ। ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।ଅଭିଯୁକ୍ତ ନାବାଳକ ଜଣକ ଉକ୍ତ ଗ୍ରାମର ଜରେ ୫ ବର୍ଷର ଶିଶୁକୁ ତଣ୍ଟିଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ଏକ ପରିତ୍ୟକ୍ତ ଘରେ ଭର୍ତ୍ତି କରି କବାଟ ଦେଇ ବାହାରେ ଜଗି ରହିଥିଲେ। ଲୋକଙ୍କ ସନ୍ଦେହ ହେବାରୁ ଉକ୍ତ ଘର ଖୋଲି ଦେଖିବା […]

ସଂପୂର୍ଣ୍ଣ ପଢନ୍ତୁ

ଆଦି କର୍ମଯୋଗୀ ଅଭିଯାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଓଡ଼ିଶା

ନୂଆଦିଲ୍ଲୀ,୧୮।୧୦: ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧୀନରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧୀନରେ ଦେଶରେ ଚାଲିଥିବା ଆଦି କର୍ମଯୋଗୀ ଅଭିଯାନ ଓ ଜନଭାଗିଦାରୀ ଯୋଜନାରେ ଓଡ଼ିଶାର ପ୍ରୟାସକୁ ସର୍ବଭାରତୀୟସ୍ତରରେ ସମ୍ମାନିତ କରାଯାଇଛି। ଏହି ସମ୍ମାନକୁ ଗ୍ରହଣ କରିଛନ୍ତି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, […]

ସଂପୂର୍ଣ୍ଣ ପଢନ୍ତୁ

ସଂଗ୍ରାମୀ ଧୂର୍ବ ଚାରଣ ମହାନ୍ତି ଙ୍କ ପୁଣ୍ୟ ତିଥି ଏବଂ ସଂଗ୍ରାମୀ ସାରଙ୍ଗ ଧର ଦାସ ଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ ସଦର, ୧୭/୧୦: ୪୨ ମୌଜା ପାଟଣା ଗ୍ରାମ ର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମ ର ବିର ପୁରୁଷ ଧୁର୍ବ ଚାରଣ ମହାନ୍ତି ଙ୍କ ପୁଣ୍ୟ ତିଥି ଏବଂ ଢେଙ୍କାନାଳ ଜିଲ୍ଲା ର ହରେ କୃଷ୍ଣ ପୁର ଗ୍ରାମ ର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମ ର ବିର ପୁରୁଷ ସାରଙ୍ଗ ଧର ଦାସ ଙ୍କ ଜନ୍ମ ଜୟନ୍ତୀ ରେ କଟକ ସଦର 42 ମୌଜା ପାଟଣା ଗ୍ରାମ ର ସର୍ବ ପୁରାତନ […]

ସଂପୂର୍ଣ୍ଣ ପଢନ୍ତୁ

ଫେବ୍ରୁଆରୀ ୧୫ରୁ ୨୫ଭିତରେ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର,୧୭/୧୦: ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୫ରୁ ୨୫ଭିତରେ ଯେକୌଣସି ତାରିଖରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା । ଡିସେମ୍ବର ୧୫ତାରିଖ ସୁଦ୍ଧା ପିଲମାନଙ୍କୁ ମିଳିବ ଆଡମିଟ୍‍ କାର୍ଡ । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ଯାଏଁ ହେବ । ଜାନୁଆରୀ ୨ରୁ ୧୫ଯାଏଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ନଭେମ୍ବର ୨୯ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୭/୧୦: ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ରହିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନୂଆପଡାରେ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ସଭାପତି ନବୀନ ପଟ୍ଟନାୟକ ।

ସଂପୂର୍ଣ୍ଣ ପଢନ୍ତୁ