କଟକ ସଦର, ୧୭/୧୦: ୪୨ ମୌଜା ପାଟଣା ଗ୍ରାମ ର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମ ର ବିର ପୁରୁଷ ଧୁର୍ବ ଚାରଣ ମହାନ୍ତି ଙ୍କ ପୁଣ୍ୟ ତିଥି ଏବଂ ଢେଙ୍କାନାଳ ଜିଲ୍ଲା ର ହରେ କୃଷ୍ଣ ପୁର ଗ୍ରାମ ର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମ ର ବିର ପୁରୁଷ ସାରଙ୍ଗ ଧର ଦାସ ଙ୍କ ଜନ୍ମ ଜୟନ୍ତୀ ରେ କଟକ ସଦର 42 ମୌଜା ପାଟଣା ଗ୍ରାମ ର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ପୂଜ୍ୟ ପୂଜା ଗୃହ ରେ ଉପଦେଷ୍ଟା ବରିଷ୍ଟ ସାମ୍ବାଦିକ ସାହିତ୍ୟିକ ଡକ୍ଟର ଚିତ ରଞ୍ଜନ ବେହେରା, ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ,ସାଧାରଣ ସଂପାଦକ ବରିଷ୍ଟ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି,ଶିକ୍ଷକ ମିହିର କୁମାର ଦାସ ଓ ଛାତ୍ର ଛାତ୍ରୀ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖ ରେ ପ୍ରଦୀପ ପ୍ରଜ୍ବଳନ କରି ଭକ୍ତି ପୂତ ପ୍ରଣାମ ଜଣାଇଥିଲେ।
