ଲଦାଖ ସତ୍ୟାଗ୍ରହୀ ସୋନମ ୱାଙ୍ଗଚୁକଙ୍କୁ ଅଗଣତାନ୍ତ୍ରିକ ଗିରଫ ବିରୋଧରେ ନାଗରିକ ପ୍ରତିବାଦ
ଭୁବନେଶ୍ୱର,୨୯/୯: ଲଦାଖର ସତ୍ୟାଗ୍ରହୀ, ପରିବେଶବିତ୍ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରାଯାଇଥିବା ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଯୁବ-ଛାତ୍ର, ମହିଳା ଓ ସାଧାରଣ ନାଗରିକମାନଙ୍କ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ ସହ ସୋନମଙ୍କ ଅହିଂସକ ସତ୍ୟାଗ୍ରହ ପ୍ରତି ସମର୍ଥନ ଜ୍ଞାପନ କରାଯାଇଛି। ‘ଥ୍ରି ଇଡିଅଟ୍’ ସିନେମାର ପ୍ରେରଣାଦାୟକ ଚରିତ୍ର‘ଫୁଙ୍ଗସୁକ୍ ୱାଙ୍ଗଡୁ’ଙ୍କ ପଛରେ ଥିବା ବ୍ୟକ୍ତିତ୍ୱ ସୋନମଙ୍କ ‘ହିମାଳୟାନ ଇନଷ୍ଟିଟ୍ୟୁଟ ଅଫ୍ ଅଲଟରନେଟିଭ୍ସ’କୁ ବନ୍ଦ କରିବା, ଲିଜ୍ ଜମି […]
ସଂପୂର୍ଣ୍ଣ ପଢନ୍ତୁ