Krushna Chandra Mohapatra

ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର, ଅଗଷ୍ଟ ୩୧ରେ ନୂଆ ଏନଏସି ଓ ମହାନଗର ନିଗମ ଘୋଷଣା

ଭୁବନେଶ୍ବର ୨୮।୮: ବିକଶିତ ଓଡ଼ିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ତ୍ରୀ କହିଛନ୍ତି, ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର । ଆଗକୁ ସହରୀକରଣକୁ ବୃଦ୍ଧି କରାଯିବ । ରାଜ୍ୟରେ ମାତ୍ର ୧୭%ରେ ସୀମିତ ରହିଆସିଥିବା ସହରୀକରଣକୁ ୪୦% ବୃଦ୍ଧି କରାଯିବ । ଅଗଷ୍ଟ ୩୧ ତାରିଖରେ ନୂଆ ଏନଏସି ଓ ନୂଆ ମହାନଗର ନିଗମ ଘୋଷଣା କରିବେ ସରକାର । ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୧୬ ତାରିଖରେ ୧୨ଟି ନୂଆ ଏନଏସି […]

ସଂପୂର୍ଣ୍ଣ ପଢନ୍ତୁ
Cm Grievance 750x430 1

ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର ୨୮।୮: ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସଂପୂର୍ଣ୍ଣ ପଢନ୍ତୁ
4

ନୂତନ ଓଡ଼ିଶା ଗଠନ ପାଇଁ ନବୀନ ଅବଦାନ ଲୋକଙ୍କର ଜୀବନସାରା ମନେ ରହିବ

ଭୁବନେଶ୍ବର ୨୮।୮: ବିଜେଡିରେ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି, ନୂତନ ଓଡ଼ିଶା ଗଠନରେ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଥିଲା ରୂପାନ୍ତରିତ କରିବାକୁ ଉଦ୍ୟମ କରିଛନ୍ତି ଦୁଇ ଦମ୍ପତ୍ତି । ପୁରୀର ଅନେକ ବିକାଶ ହୋଇଛି । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ବିକାଶ ହୋଇଛି । ମହିଳା ମାନେ ଝୁରୁଛନ୍ତି । ଯିଏ କାମ କରିଛି ତାଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ଅଛି । ନୂତନ ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ଗଣେଶ ମଣ୍ଡପ ସମ୍ମୁଖରେ ଓଲଟିଲା ମାଲବାହୀ ଟ୍ରକ୍, ଘଟଣାସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର

କଟକ ୨୮।୮: କଟକ ବାଲିକୁଦା ଛକ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣା । ଦ୍ରୁତ ଗତିରେ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଟ୍ରକ୍ । ଠିକ୍ ଗଣେଶ ମଣ୍ଡପ ସମ୍ମୁଖରେ ହିଁ ଓଲଟି ପଡ଼ିଛି ଟ୍ରକ୍ । ସୌଭାଗ୍ୟ ବଶତଃ ମଣ୍ଡପରେ ବସିଥିବା କ୍ଳବ୍ ସଦସ୍ୟ ଓ ସ୍ଥାନୀୟ ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ଟ୍ରକ୍ ଚଳାଉଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଥିବା ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ
Download

ଦିଲ୍ଲୀ, କଲକାତା ଅସୁରକ୍ଷିତ​‌; ମହିଳାଙ୍କ ପାଇଁ ଭୁବନେଶ୍ବର ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ଓ କଲକାତା ସମେତ ୭ଟି ସହର ମହିଳାଙ୍କ ପାଇଁ ସୁରକ୍ଷିତ ନ ଥିବା ମହିଳା ସୁରକ୍ଷା ସୂଚକାଙ୍କ, ନାରୀ- ୨୦୨୫ ରିପୋର୍ଟରୁ ଜଣାପଡିଛି। ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ, ପାଟନା ଏବଂ ଜୟପୁର ଭଳି ସହର ମହିଳାଙ୍କ ପାଇଁ ସବୁଠାରୁ କମ୍ ସୁରକ୍ଷିତ ସହର ମଧ୍ୟରେ ସ୍ଥାନିତ ହୋଇଥିବା ବେଳେ କୋହିମା, ବିଶାଖାପାଟନମ୍, ଭୁବନେଶ୍ୱର, ଆଇଜଲ୍, ଗ୍ୟାଙ୍ଗଟକ୍, ଇଟାନଗର ଏବଂ ମୁମ୍ବାଇକୁ ସୁରକ୍ଷିତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ମହିଳା ସୁରକ୍ଷା ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
2

ଘୋଷଣା ହେଲାନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଗଣେଶ ପୂଜା, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଭଳି ପାର୍ବଣରେ ପ୍ରଚାରକୁ ଜୋରଦାର କରନ୍ତି ଛାତ୍ର ସଙ୍ଗଠନ, ମାତ୍ର ଏବେ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରୁ ନଥିବାରୁ ନେଇ ଛାତ୍ର ସଙ୍ଗଠନ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୨୫-୨୬ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଘୋଷଣା କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
1

ଉଦଘାଟିତ ହେଲା ଏସ୍‍ସି ଓ ଏସ୍‍ଟି କଲ୍ୟାଣ କମିଟି ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଲୋକସଭାର ବାଚସ୍ପତି ଓମ୍‍ ବିର୍ଲା ଉଦଘାଟନ କରିଛନ୍ତି । ୧୯୯୪ ପରେ ପ୍ରଥମ ଥର ପାଇଁ ଏହା ଓଡ଼ିଶାରେ ଆୟୋଜନ କରାଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଅଧ୍ୟକ୍ଷ, ୫ଜଣ ସଦସ୍ୟ ଏବଂ ୪ଜଣ ବିଧାୟକ ଯୋଗ ଦେଇଛନ୍ତି । ଅନୁସୂଚିତ ଜାତି […]

ସଂପୂର୍ଣ୍ଣ ପଢନ୍ତୁ
1952519 Untitled Design 64

ଆଦିବାସୀଙ୍କୁ ଅଧିକାର ମିଳିବା ଜରୁରୀ- ଓମ୍‍ ବିର୍ଲା

ଭୁବନେଶ୍ୱର ୨୯/୦୮: ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା । କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ସେନେଇ ଚିନ୍ତା କରିବା ଜରୁରୀ । ଏପରି ହେଲେ ଦେଶ ଆଗକୁ ବଢ଼ିବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ସେ ଆହୁରି କହିଛନ୍ତି ବେଳେ ବେଳେ ସଂସଦୀୟ କମିଟିର ରିପୋର୍ଟରେ ଦେଖିବାକୁ ମିଳୁଛି ଯେଉଁ ବିଷୟ ବସ୍ତୁ ପାଇଁ ବଜେଟ ଆବଣ୍ଟନ ହେଉଛି ତାହା […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 08 29 At 16.41.28 1068x712

ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ : କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର କ୍ରୀଡ଼ାବିତଙ୍କ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଅସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ
7babdf1b Be7e 4f36 Bb31 2bb63b7c1139

ପ୍ରାକ୍ତନ ପ୍ରଧାନ ଶିକ୍ଷକ ସମରେନ୍ଦ୍ର ସିଂହ ଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା

ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ କନକପୁର ସ୍ଥିତ ସାରଦା ଏକାଡେମୀ ର ପ୍ରାକ୍ତନ ଗଣିତଶିକ୍ଷକ ତଥା କୁଜଙ୍ଗ ଚ ଟୁ ଆ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରବତ୍ସଳ , ମିଷ୍ଟଭାଷୀ , ସରଳ, ନିରାଡମ୍ବର, ଲୋକପ୍ରିୟ ସମରେନ୍ଦ୍ର ସିଂହ ଙ୍କ ଏକାଦଶାହ ଉପଲକ୍ଷେ ତାଙ୍କର ଜନ୍ମମାଟି ମୁଳିସିଂହ ସିଂହସାହି ରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ଗତ ଗୁରୁବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି। ମା ସାରଳା ଙ୍କ ମୂଖ୍ୟପୂଜକ ରଞ୍ଜନ କୁମାର […]

ସଂପୂର୍ଣ୍ଣ ପଢନ୍ତୁ