ନିଶା-ଏ-ନୁର କମିଟି ପକ୍ଷରୁ ମହାପୁରୁଷ ହଜରତ ମହମ୍ମଦ(ସ)ଙ୍କ ଜୟନ୍ତୀରେ ବୃକ୍ଷ ରୋପଣ 

ରାଜ୍ୟ
Spread the love

କଟକ ସଦର :  କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡ଼ା ଗ୍ରାମର ନୁରାନୀ ମହଲାରେ ଥିବା ନିଶା-ଏ-ନୁର୍ କମିଟି ପକ୍ଷରୁ ମହାପୁରୁଷ ହଜରତ ମହମ୍ମଦ(ସଲଅଲ୍ଲା ହୁଅଲେହିଶୋସଲମ୍) ଙ୍କ ଜୟନ୍ତୀ  ଅବସରରେ ‘ଏକ ପେଡ୍  ମହମ୍ମଦ(ସ) ଙ୍କ ନାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମୀର କୁମାର ସେନାପତି ମୁଖ୍ୟ ଅତିଥି,ଶିକ୍ଷାବିତ ରୋଶନ ରଥ,ପୂର୍ବତନ ସମିତି ସଭ୍ୟ ଅଶୋକ ବେହେରା,ସୁଦାମ ଭୋଇ,ସାମ୍ବାଦିକ ସାଜିଦ୍ ଅଲ୍ଲି,ବସନ୍ତ ରଥ ,ଅମୂଲ୍ୟ ରଥ, ଶକିଲ ଅହମଦ,ସୟଦ୍ ନଇମ ଅଲ୍ଲି, ତଜମୁଲ ହୁସେନ, ଅବଦୁଲ ଗଫାର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।

ଆୟୋଜକ କମିଟି ର ଶେଖ ଯଫିର,ଶେଖ ସଦାକତ ଅଲ୍ଲି,ହୁମେରା ସାହେବା, ମନଜର ଅଲ୍ଲି ଖାନ୍,ମହମ୍ମଦ ରିଜୱାନ,ମହମ୍ମଦ ସରତାଜ୍,ମହମ୍ମଦ ରିୟାଜ,ଶାହରୁଖ ଖାନ୍,ଶେଖ ଅରମାନ, ଅକ୍ସା,ଖୁସି,ଶେଖ ଅଲମସ୍,ଶେଖ ଅରଫାକ୍, ଅଫ୍ରିନ୍,ଗଜଲା,ବୁଲବୁଲ, ନାଜନି, ରାନୀ, ସାନି, ସାକିବ, ଯୁନେଦ୍ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *