ମୋବାଇଲ ଫୋନ୍ ଆଲୁଅରେ ଫୋଡ଼ା ହେଲା ସାଲାଇନ୍, ଇଞ୍ଜେକସନ୍

ଜଗତସିଂହପୁର: ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ ହଠାତ୍ ଜଗତସିଂହପୁରଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧା ଅନ୍ଧାର ହୋଇଗଲା। ଅନ୍ଧାରରେ ରୋଗୀ ସେବା ଚାଲିଲା। ସାଲାଇନ୍, ଇଞ୍ଜେକସନ୍ ବି ଫୋଡ଼ା ହେଲା। ପ୍ରାୟ ଘଣ୍ଟାଏ କାଳ ଧରି ଏମିତି ଚିକିତ୍ସା ଚାଲିଥିଲା। ଗରମ, ଗୁଳୁଗୁଳିରେ ସନ୍ତୁଳି ହୋଇ ଯାଇଥିଲେ ରୋଗୀ। ଘଣ୍ଟାଏ ପରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା। କିନ୍ତୁ ଯଦି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୁଏ ତାହେଲେ ପରିସ୍ଥିତି ଜଟିଳ ହେବ ବୋଲି କୁହାଯାଉଛି। ମିଳିଥିବା ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ

ଲୋକସଭାରେ ଏନ୍‌ଡିଏର ସଂଖ୍ୟା ୩୦୦ ପାର !

ନୂଆଦିଲ୍ଲୀ: ଲୋକସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସଦସ୍ୟ ସଂଖ୍ୟା ୩୦୦ ଅତିକ୍ରମ କରିବା ପରେ ବିରୋଧୀ ଇଣ୍ଡିମେଣ୍ଟରେ ଚିନ୍ତା ବଢ଼ିଛି। ନିକଟରେ କିଛି ଲୋକସଭା ଆସନରେ ଉପନିର୍ବାଚନ ଓ କିଛି ଆଞ୍ଚଳିକ ଦଳ ଭାଙ୍ଗିବା ଦ୍ବାରା ସାଂସଦମାନଙ୍କ ସ୍ଥିତିରେ ପରିବର୍ତ୍ତନ ଫଳରେ ଏନ୍‌ଡିଏର ସଂଖ୍ୟାଗତ ସ୍ଥିତି ଆହୁରି ମଜବୁତ ହୋଇଛି। ଏହି ପରିସ୍ଥିତିରେ ବିରୋଧୀ ଶିବିର ନିଜର ଏକତା ଅକ୍ଷୁଣ୍ଣ ରଖିବାକୁ ଉଦ୍ୟମ ଜୋରଦାର କରିଛି। ବିଶେଷ କରି କଂଗ୍ରେସ ଅସନ୍ତୁଷ୍ଟ ସହଯୋଗୀ ଦଳମାନଙ୍କ ସହ […]

ସଂପୂର୍ଣ୍ଣ ପଢନ୍ତୁ

ସିସିଟିଭିକୁ ଘୋଡ଼ାଇ ଶୌଚାଳୟରେ ରଖାଯାଉଥିଲା ଦାନ ଟଙ୍କା

ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ପ୍ରଭୁ ରାମଲାଲାଙ୍କ ପାଇଁ ଆସିଥିବା କୋଟି କୋଟି ଟଙ୍କାର ଦାନ ସାମଗ୍ରୀ ଏବଂ ନଗଦ ଅର୍ଥ ଚୋରି ହେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସଆଇଟି)ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରୁ ଜଣାପଡ଼ିଛି ଯେ, ମନ୍ଦିରର କର୍ମଚାରୀମାନେ ହିଁ ମିଳିତ ଭାବେ ଏହି ବଡ଼ ଧରଣର ହେରଫେର କରିଛନ୍ତି। ଏସଆଇଟି ରିପୋର୍ଟ ଅନୁଯାୟୀ, ଟଙ୍କା ଗଣତି କରୁଥିବା କର୍ମଚାରୀମାନେ ଅତି ଚତୁରତାର ସହ ଚୋରି କରୁଥିଲେ। ଗଣତି ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ନାନ ପୂର୍ଣ୍ଣିମା ନିମନ୍ତେ ପୁରୀରେ ଟ୍ରାଫିକ୍‌ ନିୟନ୍ତ୍ରଣ

ପୁରୀ: ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ଅର୍ଥାତ୍‌ ସୋମବାର ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ପାର୍କିଂ ନିମନ୍ତେ ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ, ଅର୍ଥାତ୍‌ ପ୍ରଥମେ ଆସିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ମିଳିବ। ପୁଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁସାରେ, ଦୁଇ ଚକିଆ ଯାନ ନିମନ୍ତେ, ଭୁବନେଶ୍ବର ପାର୍ଶ୍ବର କମ୍ବା ବ୍ରହ୍ମଗିରି ପାର୍ଶ୍ବରୁ କିମ୍ବା କୋର୍ଣାର୍କ ପାର୍ଶ୍ବରୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ […]

ସଂପୂର୍ଣ୍ଣ ପଢନ୍ତୁ

ଲାଇଭ୍‌ ଷ୍ଟ୍‌କ ନିରୀକ୍ଷକଙ୍କ ଘରୁ ବାହାରିଲା ବିପୁଳ ଟଙ୍କା

ଭୁବନେଶ୍ବର: ୮୦ହଜାର ଟଙ୍କା ହାତଗୁଞ୍ଜା ନେଇ ନବରଙ୍ଗପୁରଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ (ସିଡିଭିଓ) ଅଧୀନ ରାଇଗଡ଼ର ଲାଇଭ୍‌ଷ୍ଟକ୍‌ ନିରୀକ୍ଷକ (ଏଲ୍‌ଆଇ) ପ୍ରଫୁଲ୍ଲ ହାଲ୍‌ଦାର ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଟିମ୍‌ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି। ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଏଲ୍‌ଆଇଙ୍କ ବାସ ଭବନରେ ଚଢ଼ାଉ କରି ଭିଜିଲାନ୍‌ସ ଟିମ୍‌ ଚକିତ ହୋଇଯାଇଛି। ଘରୁ ପୁଳାପୁଳା ନଗଦ ଟଙ୍କା ଜବତ କରାଯାଇଛି। ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରିହାତି […]

ସଂପୂର୍ଣ୍ଣ ପଢନ୍ତୁ

ବଜ୍ରପାତ ମଧ୍ୟ ଅଟକାଇପାରିଲାନି ବିଏଲ୍‌ଓ ପ୍ରମିଳାଙ୍କୁ, ଶେଷକଲେ ଡିଜିଟାଇଜେସନ୍‌

ଭୁବନେଶ୍ୱର: କର୍ତ୍ତବ୍ୟ ପ୍ରତି ଅନନ୍ୟ ନିଷ୍ଠା ଓ ଦାୟିତ୍ୱବୋଧର ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୮୭ର ବୁଥ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ପ୍ରମିଳା ଓଝା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସମୟରେ ସେ ନିଜର କର୍ତ୍ତବ୍ୟପରାୟଣତା ଓ ସେବା ମନୋଭାବର ପରିଚୟ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧୀୟ କ୍ଷେତ୍ର ପରିଦର୍ଶନ (ଫିଲ୍ଡ ଭିଜିଟ୍) ସମୟରେ ହଠାତ ତାଙ୍କ ଉପରେ ବଜ୍ରପାତ […]

ସଂପୂର୍ଣ୍ଣ ପଢନ୍ତୁ

ମା ସାରଳା ଙ୍କ ନିତ୍ୟସେବକ ଧ୍ରୁବଚରଣ ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ଝଙ୍କଡ଼ :  ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବାକାରୀ ତଥା ସମ୍ବାଦର ନିୟମିତ ପାଠକ ସ୍ବର୍ଗତ ଧ୍ରୁବଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ, ତାଙ୍କ କନକପୁର ଦେଉଳି ସ୍ଥିତ ବାସଭବନ ସମ୍ମୁଖରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ବିରଞ୍ଚିପ୍ରସାଦ […]

ସଂପୂର୍ଣ୍ଣ ପଢନ୍ତୁ

ବିଜୁ ଜନତା ଦଳରେ ମିଶିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଶେଷରେ ସବୁ ଚର୍ଚ୍ଚାର ଅବସାନ ହୋଇଛି | ଆଜି ବିଜେଡି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଶାସିକା ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି | ବାସ୍ତବରେ ବହୁତ ଦିନ ଧରି ସୁଜାତା ବିଜେଡିରେ ମିଶିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା | ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ପରେ ବଡ଼ ବୟାନ ରଖିଲେ ନବୀନ ପଟ୍ଟନାୟକ। କହିଲେ, ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ। ଆସନ୍ତା ନିର୍ବାଚନରେ ମୁଁ […]

ସଂପୂର୍ଣ୍ଣ ପଢନ୍ତୁ
Lpg 300x166

ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ କଟକଣା ହଟିଲା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ ଲଗାଯାଇଥିବା କଟକଣାକୁ ଆଜି ପେଟ୍ରୋଲିୟମ ମନ୍ତ୍ରାଳୟ ହଟାଇ ଦେଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ବିଭିନ୍ନ କ୍ଷେତ୍ର ପାଇଁ ଅଣଘରୋଇ ପ୍ୟାକ୍‌ଡ ଏଲ୍‌ପିଜି ଯୋଗାଣ ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରାଯାଇ ଯୁଦ୍ଧ-ପୂର୍ବ ସ୍ଥିତିକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଏଥିସହିତ ଯୁଦ୍ଧ ପୂର୍ବରୁ ବଲ୍‌କ ଏଲ୍‌ପିଜି ଯୋଗାଣ ସ୍ତର ଯାହା ଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ସାହାପୁର ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ମାହାଙ୍ଗା :  ମାହାଙ୍ଗା ବ୍ଲକ ଅନ୍ତର୍ଗତ ସାହାପୁର ଗ୍ରାମର ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ବୁଧବାର ଦିନ ହନୁମାନ ମନ୍ଦିର ଓ ସେଥିରେ ହନୁମାନଙ୍କ ବିଗ୍ରହ ଯଥାବିଧି ପ୍ରତିଷ୍ଠା କରାଯାଇଛି। ମଙ୍ଗଳବାର ଦିନ ଅଙ୍କୁର ରୋପଣ କରାଯିବା ସହ ବିରୂପା ନଦୀରୁ ମହିଳା ଓ ପୁରୁଷ ମାନେ କଳସ ଶୋଭାଯାତ୍ରାରେ ଆଣି ମନ୍ଦିରରେ ସ୍ଥାପନ କରିଥିଲେ। ବୁଧବାର ଦିବସ ବ୍ୟାପୀ ପୂଜାର୍ଚ୍ଚନା ଓ ଯଜ୍ଞ ସମାପନ ପରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପାଇଥିଲେ। ରବିନାରାୟଣ ମହାନ୍ତି ଓ […]

ସଂପୂର୍ଣ୍ଣ ପଢନ୍ତୁ