ଝଙ୍କଡ଼ ସାରଳାପୀଠରୁ ଗୋବର୍ଦ୍ଧନପୀଠ ଗାରୋଇ ଆଶ୍ରମ ପର୍ଯ୍ୟନ୍ତ ସଂକୀର୍ତ୍ତନ ଶୋଭାଯାତ୍ରା

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ, ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମବାସୀ ମାନେ ପ୍ରତିବର୍ଷ, ବିଶ୍ୱରେ ଶାନ୍ତି ମୈତ୍ରୀ, ସଂହତି ଓ ଆଧ୍ୟାତ୍ମିକ ଭାବଧାରା ର ପ୍ରତିଷ୍ଠା ନିମନ୍ତେ ଗ୍ରାମର ଭଗବତପ୍ରେମୀ ମାନଙ୍କୁ ନେଇ ଗଠିତ ନାମସଂକୀର୍ତ୍ତନ ମଣ୍ଡଳୀ ବିଭିନ୍ନ ଧର୍ମପୀଠ ପରିକ୍ରମା କରିଆସୁଥିବା ବେଳେ, ଚଳିତବର୍ଷ ଗତ ଶନିବାରଦିନ ପ୍ରତ୍ୟୁଷ ରୁ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରବେଢା ପରିକ୍ରମା କରି ଏହି ସଂକୀର୍ତ୍ତନ ଶୋଭାଯାତ୍ରା, ପ୍ରଥମେ ଚାନ୍ଦପୁର ସ୍ଥିତ ଶ୍ରୀରାମ […]

ସଂପୂର୍ଣ୍ଣ ପଢନ୍ତୁ

ଓରାଙ୍ଗଉଟାନ୍ ଫେରାଇ ନେବ ଇଣ୍ଡୋନେସିୟା, ଚଳାଇଛି ଦ୍ରୁତ ପ୍ରକ୍ରିୟା

– ଓଡ଼ିଶାରେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ ସୁମାତ୍ରାର ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି – ଅଧିକାରୀ କହିଛନ୍ତି ଯେ ଚିହ୍ନଟ ଏବେ ପ୍ରାରମ୍ଭିକ ପ୍ରକ୍ରିୟାରେ ଅଛି – ବୈଜ୍ଞାନିକମାନେ ସେମାନଙ୍କ ପ୍ରଜାତି ଓ ଆନୁବଂଶିକ ଉତ୍ପତି ପୁଷ୍ଟି ଲାଗି ଡିଏନଏ ପରୀକ୍ଷଣ କରିବ ଜାକାର୍ତ୍ତା :  ଓଡ଼ିଶା ଜଙ୍ଗଲରୁ ମିଳିଥିବା ଓରାଙ୍ଗଉଟାନ୍ ଶାବକଙ୍କୁ ଫେରାଇ ନେବାକୁ ଇଣ୍ଡୋନେସିଆ ସରକାର ଦ୍ରୁତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥି ପାଇଁ ଇଣ୍ଡୋନେସିୟା ଜଙ୍ଗଲ ବିଭାଗ ଅଧିକାରୀ ଭାରତୀୟ ଅଧିକାରୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ, ଜେଲ୍ ଗଲେ ଅବକାରୀ ଅଧୀକ୍ଷକ ; ୯୩ ଲକ୍ଷର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ରାଉରକେଲା ୧୨।୯: ଗତକାଲି ରାଉରକେଲା ଭିଜିଲାନ୍ସ ଧରିଥିଲା ଆଜି ବାନ୍ଧି ପଠାଇଲା । ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଳ । ୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଶୁକ୍ରବାର ରାତି ପାଖାପାଖି ୮ଟା ସମୟରେ ଜଣେ ମଦ ବେପାରୀଙ୍କ ଠାରୁ ରାଉରକେଲା ଅବକାରୀ ଅଧୀକ୍ଷକ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବ୍ୟାଗରେ ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ରାଉରକେଲା ପୋଲିସ । ପରେ ତାଙ୍କ କାର୍ଯ୍ୟାଳୟ, […]

ସଂପୂର୍ଣ୍ଣ ପଢନ୍ତୁ

ରତ୍ନଭଣ୍ଡାର ଗଣତି ମଣତିର ତାଲିକା ସାର୍ବଜନୀନ ହେବନାହିଁ, ତେଜିଲା ରାଜନୀତି, ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ

ଭୁବନେଶ୍ଵର/ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିର ତାଲିକା ସାର୍ବଜନୀନ ହେବନାହିଁ। ଏହା ଏକ ଗୁପ୍ତ ତଥ୍ୟ। ଏହାକୁ ସାର୍ବଜନୀନ କରାଯିବା ଠିକ୍ ନୁହେଁ ବୋଲି ଆଇନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ସେବାୟତଙ୍କ ପ୍ରତିକ୍ରିୟା।ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପରେ କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସାର୍ବଜନୀନ କରାଯିବା ସହ ଜଗନ୍ନାଥ ପ୍ରେମୀ ଏ ବିଷୟରେ ଜାଣିବାର […]

ସଂପୂର୍ଣ୍ଣ ପଢନ୍ତୁ

ଆଉ ସିଧାସଳଖ ହୋଇ ନପାରେ ମେୟର ଓ ପୌରାଧକ୍ଷ ନିର୍ବାଚନ, ନିୟମ ସଂଶୋଧନ କରିବେ ସରକାର !

ଭୁବନେଶ୍ଵର: ମେୟର ଓ ପୌରାଧକ୍ଷଙ୍କ ପାଇଁ ଆଉ ହୋଇ ନପାରେ ସିଧାସଳଖ ନିର୍ବାଚନ । ୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧକ୍ଷଙ୍କ ପାଇଁ ପରୋକ୍ଷ ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି ସରକାର । କୁହାଯାଉଛି ଏଥିପାଇଁ ଆବଶ୍ୟକୀୟ ନିୟମରେ ସରକାର ସଂଶୋଧନ ଆଣିବେ । ଏହାହେଲେ ପୂର୍ବଭଳି କର୍ପୋରେଟରମାନେ ମେୟର ବାଛିବେ । ଯାହାକୁ ନେଇ ବିଜେଡି , ବିଜେପି ମୁହାଁମୁହିଁ ହୋଇଛନ୍ତି । ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

କଟକ ଦୁର୍ଗାପୂଜା ପରିଚାଳନା ପାଇଁ ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ୍‌

କଟକ: କଟକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍‌ (Single Window System) କାର୍ଯ୍ୟକ୍ଷମ କରାଯିବ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଆଜି (ଶୁକ୍ରବାର) କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ମହାନଗର କମିସନର କିରଣଦୀପ କୌର ସହୋତା ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କମଲଜିତ ଦାସଙ୍କ ସମେତ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ଅପରାଧ କାର୍ଯ୍ୟକଳାପରେ କୁଜଙ୍ଗ ଲିଂକ୍‌, ସିମ୍‌ ଦୋକାନରେ ସିବିଆଇ ଚଢ଼ାଉ

କୁଜଙ୍ଗ : ମୋବାଇଲ୍‌ ସିମ୍‌ ଜାଲିଆତି ଓ ସାଇବର ଅପରାଧ ମାମଲାରେ ଆଜି (ଶୁକ୍ରବାର) ଦିଲ୍ଲୀ ଓ ଓଡ଼ିଶା ସିବିଆଇର ମିଳିତ ଟିମ୍‌ ଜଗତସିଂହପୁରର କୁଜଙ୍ଗର ଏକ ମୋବାଇଲ୍‌ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଉକ୍ତ ମୋବାଇଲ୍‌ ଦୋକାନରେ ଟିମ୍‌ ସଦସ୍ୟମାନେ ଦିନ ତମାମ ଯାଞ୍ଚ କରିଥିଲେ। ଚଢାଉରେ ଏହି ଦୋକାନରୁ ଆକେଟିଭେଟ ହୋଇଥିବା ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ସିମକାର୍ଡ ଠାବ କରାଯାଇଛି। ଏହାର ଏକ ତାଲିକା ପ୍ରସ୍ତୁତ କରି ସେମାନେ […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ସାମ୍ବାଦିକ ତଥା ଲେଖକ ଇଂ. ହରିହର ତ୍ରିପାଠୀଙ୍କୁ ‘ନଗର ଖବର’ ପକ୍ଷରୁ ସମ୍ବର୍ଦ୍ଧନା; ଝଙ୍କଡ଼ରେ ମାଆ ଶାରଳାଙ୍କ ଆଶୀର୍ବାଦ ନେଲେ

ଝଙ୍କଡ଼: ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଲେଖକ ଇଂ. ହରିହର ତ୍ରିପାଠୀଙ୍କୁ ସମ୍ବାଦପତ୍ର ‘ନଗର ଖବର’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଝଙ୍କଡ଼ ଅଞ୍ଚଳରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ନଗର ଖବର’ର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ ଏବଂ ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳ ଉପସ୍ଥିତ ରହି ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକତା ଏବଂ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଏହି ପଦକ୍ଷେପ […]

ସଂପୂର୍ଣ୍ଣ ପଢନ୍ତୁ

ଯଶପଡା ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

କଟକ ସଦର : କଟକ ଜିଲ୍ଲା କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ଉଦ୍‌ଘାଟନ କରିଥିବା ଜଣାଯାଇଛି। ଉଦ୍‌ଘାଟିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଯଶପଡା କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଓ ହାଟ ପିଣ୍ଡି ରହିଥିବା ବେଳେ କୋସିଦା ଅଞ୍ଚଳରେ ଡ୍ରେନ୍ ଓ ସୁଭଦ୍ରା ଗୋଷ୍ଠୀ କେନ୍ଦ୍ର, ପାଇକ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତର ବଦଳିଲା ଛବି: ‘ସବୁଠାରୁ ଦୁର୍ବଳ’ରୁ ବ୍ରିକ୍ସର ଭରସାଯୋଗ୍ୟ ସଦସ୍ୟ

ନୂଆଦିଲ୍ଲୀ: ୨୦୧୨ରେ ବ୍ରିକ୍ସର ‘ସବୁଠାରୁ ଆକର୍ଷଣହୀନ’ ସଦସ୍ୟ ଭାବେ ଚର୍ଚ୍ଚିତ ହୋଇଥିବା ଭାରତ ଆଜି ଏହି ଗୋଷ୍ଠୀର ଅନ୍ୟତମ ଭରସାଯୋଗ୍ୟ ଓ ଶକ୍ତିଶାଳୀ ସଦସ୍ୟ ଭାବେ ଉଭା ହୋଇଛି। ୨୦୨୬ର ବ୍ରିକ୍ସ ଶିଖର ସମ୍ମିଳନୀ ଭାରତରେ ଆୟୋଜିତ ହେଉଥିବା ବେଳେ ଗତ ୧୪ ବର୍ଷରେ ଦେଶର ଅର୍ଥନୈତିକ ଓ କୂଟନୈତିକ ଯାତ୍ରାରେ ବଡ଼ ପରିବର୍ତ୍ତନ ଆସିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୧୨ରେ ଭାରତ ପ୍ରଥମଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା କରିଥିଲା। ସେତେବେଳେ ୟୁରୋଜୋନ୍‌ ଋଣ ସଙ୍କଟ ଯୋଗୁଁ […]

ସଂପୂର୍ଣ୍ଣ ପଢନ୍ତୁ